Daily Archives

March 7, 2023

ଜମି ଓ ଘର କିଣିବାକୁ ବଢୁଛି ମହିଳାଙ୍କ ଆଗ୍ରହ । ୬୫ ପ୍ରତିଶତଙ୍କ ପସନ୍ଦ ରିଅଲ୍ ଇଷ୍ଟେଟ

କନକ ବ୍ୟୁରୋ: ସମସ୍ତେ ଜାଣିଛନ୍ତି ମହିଳାଙ୍କର ସୁନା ପ୍ରତି ସ୍ୱତନ୍ତ୍ର ଆଗ୍ରହ ରହିଥାଏ । ସୁନା ଗହଣା ପିନ୍ଧିବା ସହ କିଣିବାକୁ ମହିଳାମାନେ ପସନ୍ଦ କରିଥାନ୍ତି । କିନ୍ତୁ ସମୟ ବଦଳିବା ସହ ମହିଳାଙ୍କ ପସନ୍ଦ ବି ବଦଳୁଛି । ଆଜିକାଲିର ମହିଳାମାନେ ସୁନା ଅପେକ୍ଷା ଜମି ଓ ଘର କିଣିବାକୁ ଅଧିକ…

ରାତି ପାହିଲେ ହୋଲି । ନିଶା ଖାଇ ଦୁଷ୍ଟାମୀ କଲେ ବାନ୍ଧିବ ପୋଲିସ । ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ସାବାଡ୍ କରିବା ପାଇଁ…

କନକ ବ୍ୟୁରୋ: ହୋଲି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଛି । ଆଜି ଦୋଳପୂର୍ଣ୍ଣିମାରେ ବିଭିନ୍ନ ସ୍ଥାନରେ ଦୋଳମେଳଣ ପାଳନ ହୋଇଛି । ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବାବେଳେ ବିଦେଶୀ ଭକ୍ତ ଅବିର ଖେଳିଛନ୍ତି । କାଲି ରଙ୍ଗର ଖେଳ ହେବ ଆଉ ଏଥିପାଇଁ…

ହତ୍ୟାକାଣ୍ଡର ଲୋମଟଙ୍କୁରା କାହାଣୀ । ଭିଡିଓ କଲ କରି ନିର୍ଯାତନା, ପରେ ହତ୍ୟା

କନକ ବ୍ୟୁରୋ: ତାମିଲନାଡୁରେ ଓଡିଆ ଶ୍ରମିକଙ୍କୁ ଜଘନ୍ୟ ହତ୍ୟା । ଗଜପତି ମୋହନା ବ୍ଲକରୁ ଆସିଛି ଏଭଳି ଲୋମଟାଙ୍କୁରା ଖବର । ହତ୍ୟା ପୂର୍ବରୁ ଘର ଲୋକଙ୍କୁ ହ୍ୱାଟ୍ସଆପ କଲ କରି ନିର୍ଯାତନାର ଭିଡିଓ ଦେଖାଇବା ପରେ ମୃତ୍ୟୁର ଫଟୋ ପଠାଇଛନ୍ତି ଦୁର୍ବୃତ୍ତ । ତେବେ ଯେଉଁ କଲରୁ ଭିଡିଓକଲ ଆସିଥିଲା…

ହୋଲି ପାଳିଲେ ବିଦେଶୀ ମହିଳା କ୍ରିକେଟର, ବିଦେଶୀ ହୋଇ ବି ଭାରତୀୟ ସଂସ୍କୃତିକୁ ଦେଲେ ସମ୍ମାନ

କନକ ବ୍ୟୁରୋ : ହୋଲି ପାଳିଲେ ବିଦେଶୀ ମହିଳା କିକ୍ରେଟର । ପ୍ରଥମ ଥର ପାଇଁ ଆପିଏଲ ଢାଂଚାରେ ଖେଳାଯାଉଥିବା ମହିଳା ପ୍ରିମିୟର ଲିଗରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ବିଦେଶୀ ହୋଇ ଭରତର ସଂସ୍କୃତିକୁ ପାଳନ କରିଛନ୍ତି, ଆଉ ଭାରତୀୟଙ୍କ ଭଳି ହୋଲି ଭଳି ପବିତ୍ର ଉତ୍ସବରେ ସାମିଲ…

ବିଭିନ୍ନ ସ୍ଥାନରେ ଫଗୁ ରଙ୍ଗରେ ଝୁମିଲେ ଦେଶବାସୀ, ବୃନ୍ଦାବନରେ ଫୁଲ ଓ ରଙ୍ଗରେ ଭିଜିଲେ ଶତାଧିକ ଶ୍ରଦ୍ଧାଳୁ

କନକ ବ୍ୟୁରୋ : ଦେଶର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ହୋଲି ଉତ୍ସବ । ହୋଲି ପାଇଁ ଉତ୍ସବ ମୁଖର ହୋଇପଡିଛି ଦିଲ୍ଲୀ ଠୁ ପଲ୍ଲୀ । ସବୁଠି ପରସ୍ପରକୁ ଶ୍ରଦ୍ଧାର ସହ ରଙ୍ଗ ବୋଳିଛନ୍ତି । ହୋଲିର ରଙ୍ଗରେ ରଙ୍ଗୀନ ହୋଇଛି ଶ୍ରୀକୃଷ୍ଣଙ୍କ ନଗରୀ ମଥୁରା । ଏଠାରେ ବେଶ୍ ଧୁମଧାମରେ ଚାଲିଛି ହୋଲି ପାଳନ ।…

ଚିନ୍ମୟୀ ସାହୁ ମୃତ୍ୟୁ ମାମଲା : ସମ୍ବଲପୁର ଏସପିଙ୍କ ବଡ଼ ବୟାନ୍ । ପୁରୁଷବନ୍ଧୁଙ୍କ ଲାଏ ଡିଟେକ୍ସନ୍ ରିପୋର୍ଟ ପରେ ଏସପି…

କନକ ବ୍ୟୁରୋ: ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲା ମୋଡ ବଦଳାଇଛି । ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି । ଅନ୍ୟପଟେ, ସନ୍ଦେହରେ ଥିବା ଚିନ୍ମୟୀଙ୍କ ବନ୍ଧୁ, ପ୍ରତିମାନ ଦେ ଏବଂ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ସାମନାକୁ…