Daily Archives

March 19, 2023

ପ୍ରକୃତି ଦେଉଛି ରୋଜଗାର। କୋରାପୁଟରେ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ସଂଗ୍ରହ କରି ତିଆରି କରୁଛନ୍ତି ଖଲିପତ୍ର।

କନକ ବ୍ୟୁରୋ: ବଣ ପାହାଡ଼ ଘେରା କୋରାପୁଟ ଜିଲ୍ଲାରେ ମହିଳାଙ୍କୁ ରୋଜଗାର ଦେଉଛି ଶାଳ ଓ ଶିଆଳି ପତ୍ର । ବୈପାରୀଗୁଡା ବ୍ଲକର ୭୦୦ରୁ ଉଦ୍ଧ୍ୱର୍ ମହିଳା ଘର ପାଖ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ସଂଗ୍ରହ କରି ସେଥିରୁ ଖଲି ପତ୍ର ପ୍ରସ୍ତୁତ କରୁଛନ୍ତି । ପ୍ରଥମେ ଜଙ୍ଗଲରୁ ପତ୍ର ସଂଗ୍ରହ କରି କାଠିରେ…

ମହିଳା କରୁଛନ୍ତି ମୁଗ ଚାଷ। ବସ୍ତା ମୁକୁଳସି ଗାଁରେ ଜମି ଲିଜରେ ନେଇ ଲାଭବାନ ହେଉଛନ୍ତି ୨୦ ମହିଳା।

କନକ ବ୍ୟୁରୋ: ଧାନ, ବିରି, ମୁଗ, ମାଣ୍ଡିଆ ଆଦି ପ୍ରମୁଖ ଚାଷ କରିଥାଆନ୍ତି ଚାଷୀ ଭାଇ । କିନ୍ତୁ ଏବେ ଯୁଗ ବଦଳିଯାଇଛି । ମହିଳାମାନେ ମଧ୍ୟ ଏହି ଚାଷ କ୍ଷେତ୍ରରେ ପାଦ ଦେଇଛନ୍ତି । ନିଜକୁ ପୁରୁଷଠୁ କମ୍ ମନେନକରି ଧାନ ଓ ମୁଗ ଚାଷ କରୁଛନ୍ତି । ବାଲେଶ୍ୱର ବସ୍ତା ଅଞ୍ଚଳରେ ମହିଳା ମାନେ ମୁଗ ଚାଷ…

ଓଡ଼ିଶାରେ ପାଚୁଛି, ଆନ୍ଧ୍ରପଦେଶରେ ବିକ୍ରି ହେଉଛି। ବଜାର ବ୍ୟବସ୍ଥା ନଥିବାରୁ ରାୟଗଡ଼ାର ଲଙ୍କା ଯାଉଛି ଆନ୍ଧ୍ର।

କନକ ବ୍ୟୁରୋ: ଚର୍ଚ୍ଚାରେ ପି. ଗଣେଶଙ୍କ ଲଙ୍କା ଚାଷ । ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ପି. ଗଣେଶ ଦୀର୍ଘ ବର୍ଷ ହେଲା ରାୟଗଡ଼ା ଜିଲ୍ଲାର ଗୁଣୁପୁର ଓ ରାମନାଗୁଡ଼ା ଜିଲ୍ଲାରେ କପା ଚାଷ କରନ୍ତି । ଏଠାକାର ଜଳବାୟୁ ଲଙ୍କା ଚାଷ ପାଇଁ ଉତକୃଷ୍ଟ ଥିବା ଜାଣି ୫ ବର୍ଷ ହେଲା ଲଙ୍କା ଚାଷ କରୁଛନ୍ତି ।…

ଚାଷୀଙ୍କୁ ରୋଜଗାର ଦେଉଛି ଟସର ଚାଷ। ସହାୟତା ଯୋଗାଉଛି ସୁକିନ୍ଦାରେ ଥିବା ଟସର ପାଇଲଟ୍ ପ୍ରୋଜେକ୍ଟ ।

କନକ ବ୍ୟୁରୋ: ଟସର ଦେଉଛି ରୋଜଗାର । ରାଜ୍ୟ ତଥା ରାଜ୍ୟ ବାହାରେ ଟସର ଉତ୍ପାଦିତ ସାମଗ୍ରୀର ଚାହିଦା ଅଧିକ ରହିଛି । ଏହାଦ୍ୱାରା କେବଳ ବୁଣାକାର ନୁହଁନ୍ତି ଟସର ଚାଷୀ ମାନଙ୍କ ପାଇଁ ମଧ୍ୟ ରୋଜଗାରର ନୂଆ ବାଟ ଖୋଲିଛି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ମଙ୍ଗଳପୁର ଠାରେ ରହିଛି ଏକ ଟସର ଫାର୍ମ…

ପିଜୁଳି ଚାଷ କରି ପରିବାର ମୁହଁରେ ହସ ଫୁଟାଇଲେ ଗଜପତିର ମୋହନ ପାତ୍ର। ବଗିଚାରୁ ଉତ୍ପାଦନ ହେଉଛି ଟନ୍ ଟନ୍ ପିଜୁଳି।

କନକ ବ୍ୟୁରୋ: ପିଜୁଳି ଚାଷ କରି ଲକ୍ଷପତି । ତାଙ୍କ ବଗିଚାରୁ ଉତ୍ପାଦନ ହେଉଛି ୩ରୁ ୪ଟନ ପିଜୁଳି । ଏହି ଚାଷକୁ ଅପଣାଇ ବେଶ ହସଖୁସିରେ ପରିବାର ପ୍ରତିପୋଷଣ କରୁଛନ୍ତି ଗଜପତି ଜିଲ୍ଲା ଗୋଷାଣି ବ୍ଲକ ମଧୂସୂଦନପୁର ଗାଁର ମୋହନ ପାତ୍ର । ମୋହନ ପୂର୍ବର ପାରମ୍ପରିକ ଧାନ ଓ ପନିପରିବା ଚାଷ କରୁଥିଲେ…