Daily Archives

March 16, 2023

ପ୍ରକାଶ ପାଇଲା ଚଳିତ ବର୍ଷର ଅସଲି ଖଡୀରତ୍ନ ପଞ୍ଜିକା, କ’ଣ ରହିଛି ବିଶେଷତ୍ବ ଜାଣନ୍ତୁ

କନକ ବ୍ୟୁରୋ: ୨୦୨୩-୨୪ ବର୍ଷ ଲାଗି ଉମାକାନ୍ତ ଖଡୀରତ୍ନଙ୍କ ଅସଲି ଖଡୀରତ୍ନ ପଞ୍ଜିକା ପ୍ରକାଶ ପ‌ାଇଛି। ୧୮୬୫ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି  ପାଞ୍ଜି ଓଡ଼ିଶାର ଅନ୍ୟତମ ପୁରାତନ ପାଞ୍ଜି ଭାବରେ ବେଶ୍ ଜଣାଶୁଣା। ସଂପ୍ରତି ଉମାକାନ୍ତ ଖଡ଼ୀରତ୍ନଙ୍କ ଦୁଇ ସୁପୁତ୍ର ଇଂ.ପ୍ରିୟଦର୍ଶୀ ଖଡ଼ୀରତ୍ନ…

ଦିଲ୍ଲୀ ଅବକାରୀ ଦୁର୍ନୀତି: ୨୦ ମାର୍ଚ୍ଚରେ ହାଜର ପାଇଁ କେ କବିତାଙ୍କୁ ସମନ୍ କଲା ଇଡି।

କନକ ବ୍ୟୁରୋ: ୨୦ ମାର୍ଚ୍ଚରେ ହାଜର ହେବାକୁ ବିଆରଏସ ନେତ୍ରୀ କେ କବିତାଙ୍କୁ ସମନ୍ କଲା ଇଡି । ଗୁରୁବାର ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡିରେ ପ୍ରତ୍ୟକ୍ଷ ଭାବେ ହଜାର ନହାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ନିଜ ପ୍ରତିନିଧିଙ୍କ ଦ୍ୱାରା ବିଭିନ୍ନ ଦସ୍ତାବିଜ ପଠାଇଥିଲେ ।…

କୋଭିଡ ଭଳି ମାଡୁଛି ଇନଫ୍ଲ୍ୟୁଏଞ୍ଜା। କୋଭିଡ ସହ ‘ଏଚ୍୩ଏନ୨’ ଲକ୍ଷଣରେ ସାମଞ୍ଜସ୍ୟ।

କନକ ବ୍ୟୁରୋ: କୋଭିଡ ମହାମାରୀ ପରେ ଏବେ ଇନଫ୍ଲ୍ୟୁଏଞ୍ଜା-ଏର ସବ୍ ଭାରିଆଣ୍ଟ ଏଚ୩ଏନ୨କୁ ନେଇ ଚିନ୍ତା ବଢୁଛି । ଏହି ଭୂତାଣୁରେ ସଂକ୍ରମିତ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡୁଛି ଏଚ୩ଏନ୨ । ଗୁରୁବାର ଆସାମରେ…

ମୋଦୀଙ୍କୁ ମିଳିବ ନୋବେଲ ପୁରସ୍କାର! ବିଶ୍ୱ ଶାନ୍ତି ପାଇଁ ପାଇବେ ବଡ଼ ସମ୍ମାନ !

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶ୍ୱର ସବୁଠୁ ଲୋକପ୍ରିୟ ନେତାଙ୍କ ମଧ୍ୟରୁ ଅନ୍ୟତମ । ବିଶ୍ୱ ଜଳବାୟ ପରିବର୍ତନ ପ୍ରସଙ୍ଗ ହେଉ ଅବା ଆତଙ୍କବାଦ ପ୍ରସଙ୍ଗ, ଅନ୍ତର୍ଜାତୀୟ ସ୍ତରରେ ମୋଦୀ ସରକାରର କୂଟନୀତି ବେଶ ପ୍ରଭାବ ରହିଛି । ଯାହାର ପ୍ରମାଣ ବିଭିନ୍ନ ସମୟରେ ବିଭିନ୍ନ…

୩ ମାସରେ ଡ୍ରାଇଭରଙ୍କ ଦାବିର ସମାଧାନ! ଓଡିଶା ଡ୍ରାଇଭର ଏକତା ମହାସଂଘ ଆବାହକଙ୍କୁ ଚିଠି।

କନକ ନ୍ୟୁଜ: ସମାଧାନ ହେବ ଡ୍ରାଇଭର ଏକତା ମହାସଂଘର ଦାବି । ୩ ମାସରେ ଡ୍ରାଇଭର ଏକତା ମହାସଂଘ ଦାବି ସମାଧାନ ହେବ । ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନାରେ ନିଆଗଲା ନିଷ୍ପତ୍ତି । ନିଷ୍ପତ୍ତି ନେଇ ଓଡିଶା ଡ୍ରାଇଭର ଏକତା ମହାସଂଘ ଆବାହକଙ୍କୁ ଚିଠି । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ…