Daily Archives

March 17, 2023

ନୂଆପଡ଼ା କୁସୁମଖୁଣ୍ଟା ଗାଁରୁ ସାମ୍ନାକୁ ଆସିଲା ଅନ୍ଧବିଶ୍ୱାସର କରୁଣ ପରିଣତି। ଚେଙ୍କ ନେଲା ୨ ମାସର ଶିଶୁର ଜୀବନ।

କନକ ବ୍ୟୁରୋ: ଅନ୍ଧବିଶ୍ୱାସର କରୁଣ ପରିଣତି । ଚିକିତ୍ସା ବଦଳରେ ଚେଙ୍କ ଦେବାରୁ ଶିଶୁର ମୃତ୍ୟୁ ହୋଇଛି । ଜଣ୍ଡିସ, କଳାସିରା ରୋଗରୁ ମୁକ୍ତି ପାଇଁ ଚିକିତ୍ସା ବଦଳରେ ୨ ମାସର ଶିଶୁ ପେଟରେ ୧୦ଥର ଚେଙ୍କ ଦିଆଯାଇଛି । ନୂଆପଡା ଜିଲ୍ଲା ବୋଡେନ ଥାନା କୁସୁମଖୁଂଟା ଗାଁରେ ଦେଖିବାକୁ ମିଳିଛି ଏଭଳି…

ସାମ୍ନାକୁ ଆସିଲା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ସ୍କୁଲରେ ନିର୍ମାଣ କାମରେ ଲାଗିଛନ୍ତି କୁନି କୁନି ପିଲା ।

କନକ ବ୍ୟୁରୋ: ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ଗ୍ରାଉଣ୍ଡ ଜିରୋରେ କିନ୍ତୁ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳିଛି । ଗୋଟିଏ ଚିତ୍ରରେ ପିଲାମାନେ ବାଲି ସିମେଣ୍ଟ ବୋହୁଥିବା ବେଳେ ଅନ୍ୟ ଏକ ଚିତ୍ରରେ ସ୍କୁଲ ଭିତରେ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ…

ମନ୍ଦିର ହୁଣ୍ଡିରୁ ମିଳିଲା ପୁଳାପୁଳା ଟଙ୍କା। କୋରାପୁଟ ଅଗ୍ନିଗଙ୍ଗା ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ଚାଲିଛି ଟଙ୍କା ଗଣା…

କନକ ବ୍ୟୁରୋ; ହୁଣ୍ଡିରୁ ବହାରିଲା ପୁଳାପୁଳା ଟଙ୍କା । ଟଙ୍କା ଗଣିବାକୁ ଲାଗିଛନ୍ତି ପାଖାପାଖି ୫୦ରୁ ଅଧିକ ଲୋକ । ଜଗିଛନ୍ତି ପ୍ରଶାସନ ଅଧିକାରୀ ଓ ମନ୍ଦିର କମିଟି । ମାଆଙ୍କ ଯାତ୍ରା ସମୟରେ ହୁଣ୍ଡିରେ ଦାନ କରିଥିଲେ ଭକ୍ତ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଳା ବନ୍ଧୁଗାଁ ବ୍ଳକର…

୫୦ ହଜାରରେ ବିକ୍ରି ହେବ ରଥ ଚକ। ମିଳିଛି ୬୦ରୁ ଅଧିକ ଆବେଦନ, ବିଦେଶରୁ ରହିଛି ଦୁଇ

କନକ ବ୍ୟୁରୋ; ବିକ୍ରି ହେବ ଶ୍ରୀଜିଉଙ୍କ ରଥର ଚକ । ଦୀର୍ଘ ୫ବର୍ଷ ପରେ ପୁଣି ଥରେ ରଥ ଚକ ବିକ୍ରି ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ରଥର ପ୍ରତ୍ୟେକ ଚକର ଦାମ ୫୦ହଜାର ଟଙ୍କା, ପ୍ରଭା ୨୫ ହଜାର ଟଙ୍କା ଓ ଗୁଜର ଦର ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଶ୍ରୀଗୁଣ୍ଡିଚା…

‘୯୦ରୁ ୯୧ ଦିନ ହେଲେ ପୁଣି ଆନ୍ଦୋଳନ କରିବୁ, ନବୀନ ନିବାସ ଆଗରେ ଆତ୍ମାହୂତି ଦେବୁ’

କନକ ବ୍ୟୁରୋ: ସମସ୍ତଙ୍କୁ ସମୟ ଦେବା ଦରକାର । ସରକାର କେବେ ଆମ ପାଇଁ କିଛି କରିନଥିଲେ । ତେଣୁ କିଛି କରିବା ୩ମାସ ସମୟ ନେଇଛନ୍ତି । ତେଣୁ ଏହି ସମୟକୁ ଆମେ ଗ୍ରହଣ କଲୁ । ଯଦି ୯୦ରୁ ୯୧ ଦିନ ହେଲା ଆମେ ପୁଣି ଆନ୍ଦୋଳନ କରିବୁ । ନହେଲେ ନବୀନ ନିବାସ ଆଗରେ ଆମେ ଆତ୍ମାହୂତି ଦେବୁ । ସରକାର ଆମକୁ…

‘ଲୋକେ ହଇରାଣ ହୋଇଥିବାରୁ କ୍ଷମା ମାଗୁଛୁ’, ଭିଡିଓ ଜରିଆରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ଡ୍ରାଇଭର ସଂଘ ସଭାପତି।

କନକ ବ୍ୟୁରୋ: ଓଡିଶାବାସୀଙ୍କୁ କ୍ଷମା ମାଗିଛନ୍ତି ଓଡିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ସଂଘର ପ୍ରତିବାଦ କାରଣରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ ବିଭିନ୍ନ ସ୍ଥାନରେ ଗାଡିମୋଟର ଅଟକି ରହିଥିଲା । ସେହିଭଳି ରାଜ୍ୟରେ ପେଟ୍ରୋଲ ପମ୍ପରେ ମଧ୍ୟ ଲୋକଙ୍କ ଭିଡ ଜମିଥିଲା । ତେଣୁ…