Daily Archives

March 21, 2023

ଚାର୍ଜସିଟ ଦାଖଲ କରିପାରୁନି ପୁଲିସ: ଶ୍ୱେତପତ୍ରରେ ଆସିଲା ତଦନ୍ତ ପ୍ରକ୍ରିୟାର ସତ

କନକ ବ୍ୟୁରୋ: ଗୃହବିଭାଗର ଶ୍ୱେତପତ୍ର କହୁଛି, ୨୦୨୨ ମସିହାରେ ମୋଟ ୧ ଲକ୍ଷ ୭୮ ହଜାର ୧୯୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି । ଆଉ ଏଥିରୁ ୧ ଲକ୍ଷ ୧୮ ହଜାର ୫୪୭ଟି ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି । ୫୯ ହଜାର ୬୪୩ଟି ମାମଲାରେ ପୁଲିସ ଚାର୍ଜସିଟ ଦାଖଲ କରିପାରିନାହିଁ । ଆଉ…

ବୁଧବାର ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ। ସିରିଜ ଜିତିବା ପାଇଁ ଲଢିବେ ଦୁଇ ଦଳ। 

କନକ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ବୁଧବାର ଚେନ୍ନାଇରେ ଖେଳାଯିବ । ପ୍ରଥମ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିବା ପରେ ସିରିଜ୍ ଏବେ ୧-୧ରେ ବରାବର ରହିଛି । ତେଣୁ ଶେଷ ମ୍ୟାଚ୍ ଉଭୟ ଦଳ ପାଇଁ ‘କର…

ଫାଶୀ ଦଣ୍ଡାଦେଶ ବଦଳରେ ଅନ୍ୟ ପଦ୍ଧତିକୁ ଲାଗୁ କରାଯିବ କି ନାହିଁ? ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ…

କନକ ବ୍ୟୁରୋ: ମୃତ୍ୟୁ ଦଣ୍ଡାଦେଶ ପାଇଁ ଫାଶୀ ବଦଳରେ ଅନ୍ୟ ପଦ୍ଧତି ଲାଗୁ କରାଯିବ ନା ନାହିଁ? ଏହା ଉପରେ ଖୁବ୍ଘୀଘ୍ର ସୁପ୍ରିମକୋର୍ଟ ବିଚାର କରିବାକୁ ଯାଉଛନ୍ତି । ଏକ ଆବେଦନର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପଚାରିଛନ୍ତି ଯେ ମୃତ୍ୟୁ ଦଣ୍ଡ ପାଇଁ କ’ଣ ଫାଶୀର ପ୍ରକିୟା…

ଲଣ୍ଡନରେ ଭାରତୀୟଙ୍କ ଶକ୍ତି ପ୍ରଦର୍ଶନ, ଖଲିସ୍ତାନୀ ସମର୍ଥକଙ୍କୁ ଦେଲେ ଦୃଢ ଜବାବ।

କନକ ବ୍ୟୁରୋ: ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ଭିତରେ ବଳପୂର୍ବକ ପଶି ଭଙ୍ଗାରୁଜା କରିବା ସହ ଭାରତୀୟ ତ୍ରିରଙ୍ଗାର ଅପମାନ କରିଥିଲେ ଖଲିସ୍ତାନୀ ସମର୍ଥକ । କିନ୍ତୁ ଏବେ ସେହି ସ୍ଥାନରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର । ଶତାଧିକ ଭାରତୀୟ ସମର୍ଥକ ହାତରେ ତ୍ରିରଙ୍ଗା ଧରି ଶକ୍ତି ପ୍ରଦର୍ଶନ…

ବ୍ରିଟେନ ପରେ ଆମେରିକାରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ। ୱାଶିଂଟନ ଡିସିରେ ଥିବା ଭାରତୀୟ ଦୂତାବାସ ଉପରେ କଲେ…

କନକ ବ୍ୟୁରୋ: ବ୍ରିଟେନ ପରେ ଏବେ ଆମେରିକାରେ ଖଲିସ୍ତାନୀଙ୍କ ଉତ୍ପାତ । ଆମେରିକାସ୍ଥିତ ଭାରତୀୟ ଦୂତାବାସ ଉପରକୁ ଖଲିସ୍ତାନୀ ଆକ୍ରମଣ କରିଥିବା ଜଣାପଡିିଛି । ସାନଫ୍ରାନସିସକୋ ସ୍ଥିତ ଭାରତୀୟ ଦୂତାବାସକୁ ଆକ୍ରମଣ କରି ଏହାକୁ ଭଙ୍ଗାରୁଜା କରିଛନ୍ତି ଖଲିସ୍ତାନୀ । ଦୂତାବାସ କାନ୍ଥରେ…