Daily Archives

March 24, 2023

ଯୁବତୀଙ୍କ ବ୍ୟକ୍ତିଗତ ବିଷୟକୁ ନେଇ ଭିଡିଓ ପୋଷ୍ଟ କରିବା ପଡିଲା ମହଙ୍ଗା । ଗିରଫ ହେଲେ ସୋସିଆଲ୍ ଟକ୍ ଚ୍ୟାନେଲର…

କନକ ବ୍ୟୁରୋ: ଗିରଫ ହେଲେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ସୋସିଆଲ ଟକ୍ ଚର୍ଚ୍ଚିତ ଉପସ୍ଥାପକ ପ୍ରୀତି ପ୍ରକାଶ ନାୟକ । ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଫଟୋକୁ କଦର୍ଥ କରି ଉପସ୍ଥାପନ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ପ୍ରୀତି ପ୍ରକାଶ ନାୟକଙ୍କ…

ବରିଷ୍ଠ ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ । ଜାଣନ୍ତୁ, କାହାକୁ ମିଳିଲା କେଉଁ ଦାୟିତ୍ୱ?

କନକ ବ୍ୟୁରୋ: ବରିଷ୍ଠ ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ । ୧୯୯୩ ବ୍ୟାଚର ଆଇଏଏସ୍ ଅଫିସର ନିକୁଞ୍ଜ ବିହାରୀ ଧଳ ରାଜ୍ୟର ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ତେବେ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଥିବା ସୁଶୀଲ…

ଆକାଶରେ ମହାଜାଗତିକ ଦୃଶ୍ୟ । ଚନ୍ଦ୍ର ତଳେ ନଜର ଆସିଲେ ଶୁକ୍ର ଗ୍ରହ ।

କନକ ବ୍ୟୁରୋ: ମହାକାଶରେ ବିରଳ ଦୃଶ୍ୟ । ପାଖାପାଖି ଦେଖାଗଲେ ଚନ୍ଦ୍ର ଓ ଶୁକ୍ର । ଆଜି ସନ୍ଧ୍ୟାରେ ମହାକାଶରେ ଦେଖିବାକୁ ମିଳିଛି ଏମିତି ବିରଳ ମହାଜାଗତିକ ଦୃଶ୍ୟ । ଚନ୍ଦ୍ର ଓ ଶୁକ୍ର ଗୋଟିଏ ସରଳ ରେଖାରେ ରହିଥିଲେ । ଶୁକ୍ର, ଚନ୍ଦ୍ର ପାଖାପାଖି ହେବା ପରେ, ଆଂଶିକ ଚନ୍ଦ୍ର ଅପେକ୍ଷାକୃତ ଭାବେ…

ନିକୁଞ୍ଜ ବିହାରୀ ଧଳଙ୍କୁ ନୂଆ ଦାୟିତ୍ୱ: ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

କନକ ବ୍ୟୁରୋ: ନିକୁଞ୍ଜ ବିହାରୀ ଧଳଙ୍କୁ ନୂଆ ଦାୟିତ୍ୱ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ହେଲେ ନିକୁଞ୍ଜ ବିହାରୀ । ୧୯୯୩ ଆଇଏଏସ ଅଫିସର ହେଉଛନ୍ତି ନିକୁଞ୍ଜ ବିହାରୀ ଧଳ । ସେହିପରି ସୁଶିଲ ଲୋହାନୀଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହାସହ ସେ ପଞ୍ଚାୟତିରାଜ ବିଭାଗର…

ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ମାମଲାରେ ୟୁକେ ଲିଙ୍କ । ଇମେଲ୍ ଯୋଗେ ଧମକ ଆସିଥିବା ନେଇ ମୁମ୍ବାଇ ପୋଲିସ…

କନକ ବ୍ୟୁରୋ : ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ମାମଲାରେ ୟୁକେ ଲିଙ୍କ । ଅଭିନେତାଙ୍କୁ ଇମେଲ୍ ଯୋଗେ ଧମକ ଆସିଥିବା ବେଳେ ମୁମ୍ବାଇ ପୋଲିସ ହାତରେ ଲାଗିଛି ବଡ ସୂରାକ  । ପୋଲିସ କହିବା ମୁତାବିକ ଯେଉଁ ଇମେଲରୁ ସଲମାନଙ୍କୁ ଧମକ ଆସିଥିଲା, ତାହା ୟୁକେର ଏକ ମୋବାଇଲ ନମ୍ବରରୁ ଆସିଥିବା…

ଏଲଏସି ନିକଟରେ ଭାରତୀୟ ବାୟୁସେନା ଓ ସ୍ଥଳସେନାର ମିଳିତ ସମରଭ୍ୟାସ । ୯୬ଘଂଟା ଧରି ଚାଲିଛି ନନଷ୍ଟପ ଯୁଦ୍ଧାଭ୍ୟାସ…

କନକ ବ୍ୟୁରୋ : ଭାରତୀୟ ସ୍ଥଳ ସେନା ଓ ଭାରତୀୟ ବାୟୁସେନା ହେବ ସଶକ୍ତ । ବଢିଲା ଚୀନର ଚିନ୍ତା । ଭାରତୀୟ ସ୍ଥଳସେନା ଓ ବାୟୁସେନା ୯୬ ଘଂଟାର ମିଳିତ ସମାରାଭ୍ୟାସ କରିଛନ୍ତି । ଉଚ୍ଚ ସ୍ଥାନରୁ ଆକ୍ରମଣରୁ କିଭଳି ମୁକାବିଲା କରିହେବ ସେଥିପାଇଁ ଉଭୟ ସେନା ଏହି ସମରାଭ୍ୟାସ କରିଛନ୍ତି । ସେହିପରି…