Daily Archives

March 27, 2023

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଘର ଉପରକୁ ପଥରମାଡ଼: ସଂରକ୍ଷଣରେ କାଣ୍ଟଛାଣ୍ଟକୁ ନେଇ…

କନକ ବ୍ୟୁରୋ: ବିଜେପିର ବରିଷ୍ଠ ନେତା ଓ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଘର ଉପରକୁ ପଥରମାଡ଼ । ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ବଂଜାରା ସମ୍ପ୍ରଦାୟର ସଦସ୍ୟମାନେ ଏହି ପଥରମାଡ଼ କରିଛନ୍ତି । ଘଟଣା ଅଧିକ ତେଜିବାରୁ ସ୍ଥାନୀୟ ଅଂଚଳରେ ୧୪୪…

ଜି-୨୦ ସମ୍ମିଳନୀର ବୈଠକରେ ଯୋଗଦେଲାନି ଚୀନ: ଅରୁଣାଚଳପ୍ରଦେଶ ଇଟାନଗରରେ ହେଇଥିଲା ଗୋପନୀୟ ବୈଠକ

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶରେ ଆୟୋଜିତ ଜି-୨୦ ସମ୍ମିଳନୀର ଏକ ଗୋପନୀୟ ବୈଠକରେ ଯୋଗ ଦେଲା ନାହିଁ ଚୀନ୍ । ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ଏହି ବୈଠକ ହୋଇଥିଲା । ଏହା ଭାରତର ପୂର୍ବୋତର ରାଜ୍ୟ ହୋଇଥିବା ବେଳେ ଚୀନ୍ କିନ୍ତୁ ଏହାକୁ ତିବ୍ଦବର ଅଂଶ ବୋଲି ଦାବି କରିଆସୁଛି । ନିକଟ…

ରୁଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ରାଷ୍ଟ୍ରପତି ପୁଟିନଙ୍କ ବଡ ଚେତାବନୀ: କହିଲେ ବେଲାରୁଷରେ ଖୁବଶୀଘ୍ର ପରମାଣୁ ଅସ୍ତ୍ର…

କନକ ବ୍ୟୁରୋ: ପାଖାପାଖି ବର୍ଷେରୁ ଅଧିକ ଦିନ ଧରି ଚାଲିଥିବା ରୁଷ୍-ୟୁକ୍ରେନ ଯୁଦ୍ଧ ଭିତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବେ ଏକ ବଡ଼ ଘୋଷଣା କରିଛନ୍ତି । ବେଲାରୁଷରେ ପରମାଣୁ ଅସ୍ତ୍ର ମୁତୟନ କରିବା ନେଇ ପୁଟିନ୍ କହିଛନ୍ତି । ସେ କହିଛନ୍ତି, ପରମାଣୁ ଅସ୍ତ୍ର ନିୟମର ଉଲ୍ଲଂଘନ କରିବା…

ଚିନ୍ତା ବଢ଼ାଉଛି କରୋନାର ନୂଆ ଲହର: ୭ ଦିନରେ ୭୮% ସଂକ୍ରମଣ ବୃଦ୍ଧି, ୨୧୦ ଦିନ ପରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ: ସମଗ୍ର ଦେଶରେ ଏବେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ସମେତ ଅନ୍ୟ ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ଗ୍ରାଫ ଲଗାତର ବଢ଼ିଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ସଂକ୍ରମଣ ମାମଲା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଶନିବାର…

ରାହୁଲ ଗାନ୍ଧୀଙ୍କ ଉପରେ ଖପ୍ପା ଶିବସେନାର ଉଦ୍ଧବ ଗୋଷ୍ଠୀ । ସାବରକରଙ୍କୁ ନେଇ ଦେଇଥିବା ବୟାନକୁ ଜଣାଇଲେ ଅସନ୍ତୋଷ ।

କନକ ବ୍ୟୁରୋ: ସାବରକରଙ୍କୁ ନେଇ କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛି ଶିବସେନା ଉଦ୍ଧବ ଗୋଷ୍ଠୀ । ମହାରାଷ୍ଟ୍ରରେ ମହାବିକାଶ ଅଘାଡି ମେଣ୍ଟରେ କଂଗ୍ରେସ ସହ ଶିବସେନା ଉଦ୍ଧବ ଗୋଷ୍ଠୀ ମଧ୍ୟ ରହିଛି । ତେବେ ରାହୁଲ ଗାନ୍ଧୀଙ୍କୁ ଏହି…