Daily Archives

March 13, 2023

ରେଜ୍ ଫାଉଣ୍ଡେସନ୍ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ । ‘ସ୍ୱଂୟସିଦ୍ଧା ସମ୍ମାନ ୨୦୨୩’ରେ ସମ୍ବର୍ଦ୍ଧିତ ହେଲେ ୧୮…

କନକ ବ୍ୟୁରୋ: ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ରେଜ୍ ଫାଉଣ୍ଡେସନ୍ ଦ୍ୱାରା ଆର୍ନ୍ତଜାତୀୟ ମହିଳା ଦିବସ – ୨୦୨୩ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଲୋକପ୍ରିୟ କାର୍ଯ୍ୟକ୍ରମ “ସ୍ୱଂୟସିଦ୍ଧା ସମ୍ମାନ-୨୦୨୩” ଅନୁଷ୍ଠିତ ହୋଇଯାଇଛି ।…

ପାକିସ୍ତାନକୁ ଶସ୍ତା ଦରରେ ତେଲ ବିକିବ ଋଷ। ବଡ ସାହାଯ୍ୟ କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ପୁଟିନ।

କନକ ବ୍ୟୁରୋ: ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଶସ୍ତା ଦରରେ ତେଲ ବିକିବ ଋଷ । ଯାହା ପାକିସ୍ତାନକୁ କିଛି ମାତ୍ରାରେ ଆଶ୍ୱସ୍ତି ଦେବ । ପ୍ରତି ବ୍ୟାରେଲ ପିଛା ୫୦ ଡଲାରରେ ପାକିସ୍ତାନକୁ ତେଲ ବିକ୍ରି କରିବାକୁ ଋଷ ବିଚାର କରୁଥିବା ସୂଚନା ରହିଛି । ଅନ୍ୟ ଦେଶମାନଙ୍କ ୠଷ…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଲା। ମାର୍ଚ୍ଚ ୨୯ ମଧ୍ୟରେ ଇମ୍ରାନଙ୍କୁ ଗିରଫ କରିବାକୁ…

କନକ ବ୍ୟୁରୋ: ମାର୍ଚ୍ଚ ୨୯ ମଧ୍ୟରେ  ଇମ୍ରାନଙ୍କୁ ଗିରଫ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଛା ଛାଡୁନି ସମସ୍ୟା । ପୂର୍ବରୁ ଅନେକ ବିବାଦ ଭିତରେ ଫଶି ରହିଥିବା ଇମ୍ରାନଙ୍କ ନାଁରେ ପୁଣି ଥରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି ।…

ମନୀଷ ସିସୋଦିଆଙ୍କ ଗିରଫ ପରେ ଥମୁନି ବିବାଦ। ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ସମ୍ପୃକ୍ତି ଅଭିଯୋଗ କରି ଇସ୍ତଫା ଦାବି…

କନକ ବ୍ୟୁରୋ: ଆମ ଆଦମୀ ପାଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବିରେ ବିଜେପିର ଧାରଣା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହେବା ପରେ ତାଙ୍କୁ ନେଇ ରାଜନୀତି ତେଜିବାରେ ଲାଗିଛି । ତେବେ ଏହାକୁ…

ଏଚ୩ଏନ୨ ବୃଦ୍ଧିକୁ ନେଇ ରଣଦୀପ ଗୁଲେରିଆ କରାଇଲେ ସତର୍କ। କହିଲେ, ସତର୍କ ନ ରହିଲେ ସୃଷ୍ଟି ହୋଇପାରେ କରୋନା ଭଳି…

କନକ ବ୍ୟୁରୋ: ଦେଶରେ କରୋନା ଭାଇରସ ମାମଲା ହ୍ରାସ ପାଇଥିଲେ ବି ଏବେ ଏଚ୩ଏନ୨ ଇନଫ୍ଲ୍ୟୁଏଞ୍ଜା ଭୂତାଣୁ ବୃଦ୍ଧି ପାଇବା ଚିନ୍ତା ବଢ଼ାଇ ଦେଇଛି । ମାମଲା ବଢ଼ୁଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏପରିକି କେନ୍ଦ୍ର ସରକାର ମଧ୍ୟ ଏହାକୁ ନେଇ ଚିନ୍ତା ବ୍ୟକ୍ତ…

ସଂସଦରେ ‘ରାହୁଲ’ ଝଡ଼। ଗୃହରେ ବିଜେପିର ହଙ୍ଗାମା, ରାହୁଲଙ୍କ କ୍ଷମା ଦାବି କଲା ଦଳ

କନକ ବ୍ୟୁରୋ: ବ୍ରିଟେନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ସଂସଦରେ ହଙ୍ଗାମା । ବିଦେଶ ମାଟିରେ ଭାରତର ଛବି ଖରାପ କରିବାକୁ ବିରୋଧ ଦଳର ନେତା ଏଭଳି ବୟାନ ଦେଇଥିବା ବିଜେପି ଅଭିଯୋଗ ଆଣିଛି । ଭାରତରେ ବାକ୍ ସ୍ୱାଧୀନତାର ଅଧିକାର ସମସ୍ତଙ୍କ ପାଖରେ ରହିଛି । ବିଦେଶରେ ଭାରତ ଉପରେ ଏଭଳି…