Daily Archives

March 28, 2023

ଫିଲିପାଇନ୍ସରେ ପଞ୍ଜାବ ଜଳନ୍ଧର ଦମ୍ପତିଙ୍କୁ ଗୁଳି କରି ହତ୍ୟା। ସାମ୍ନାକୁ ଆସିଲା ଛାତିଥରା ସିସିଟିଭି ଫୁଟେଜ୍।

କନକ ବ୍ୟୁରୋ: ଫିଲିପାଇନ୍ସର ରାଜଧାନୀ ମାନିଲାରେ ଚାଞ୍ଚଲ୍ୟ ଖେଳାଇଛି ପଞ୍ଜାବୀ ଦମ୍ପତିଙ୍କୁ ହତ୍ୟା । ଦମ୍ପତିଙ୍କୁ ଅଜଣା ଦୁର୍ବୃତ୍ତମାନେ ଗୁଳି ମାରି ହତ୍ୟା କରିଛନ୍ତି । ବଡ଼ କଥା ହେଉଛି ହତ୍ୟାକାରୀ ଘରେ ପଶି ସୁଖବିନ୍ଦର ସିଂ ଓ ତାଙ୍କ ପତ୍ନୀ କିରଣଦୀପ କୌରଙ୍କୁ ଗୁଳି କରିଛନ୍ତି । ମାର୍ଚ୍ଚ…

ଆମ୍ ଆଦମୀ ପାର୍ଟିର ମୋଦୀ ବିରୋଧୀ ପୋଷ୍ଟର। ୧୧ ଭାଷାରେ ମୋଦୀ ହଟାଓ, ଦେଶ ବଞ୍ଚାଓର ପୋଷ୍ଟର ଜାରି କଲା ଆପ୍।

କନକ ବ୍ୟୁରୋ: ଆପ୍ ଓ ବିଜେପି ମଧ୍ୟରେ ଚାଲିଥିବା ପୋଷ୍ଟର ୱାର ଥମିବାର ନାଁ ନେଉନି । ଏହାରି ଭିତରେ ୧୧ଟି ଭାଷାରେ ମୋଦୀ ହଟାଓ, ଦେଶ ବଞ୍ଚାଓର ପୋଷ୍ଟର ଜାରି କରିଛି ଆପ୍ । ଏହି ପୋଷ୍ଟର ମାଧ୍ୟମରେ ପୁଣି ଥରେ ବିଜେପି ବିରୁଦ୍ଧରେ ଏକ ବଡଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି କେଜ୍ରିୱାଲ…

ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଓ ହତ୍ୟା ମାମଲା। ମୁଖ୍ୟ ଅଭିଯୁକ୍ତ ଆତିକ୍ ଅହମ୍ମଦ ସମେତ ୩ ଅଭିଯୁକ୍ତଙ୍କୁ ଆଜୀବନ…

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଓ ହତ୍ୟା ମାମଲାରେ ଆସିଲା ରାୟ । ମାଫିଆ ଆତିକ୍ ଅହମ୍ମଦ ସମେତ ୩ ଅଭିଯୁକ୍ତ ହନିଫ ଓ ଦିନେଶ ପାସିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏଥିସହ କୋର୍ଟ ୩ ଜଣଙ୍କ ଉପରେ ଲକ୍ଷେ ଟଙ୍କା ଲେଖାଁଏ ଜରିମାନା ଲଗାଇଛନ୍ତି ।…

ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲା ଆମେରିକା। ଘର ଛାଡ଼ିଲେ କେଉଁଠି ରହିବେ ରାହୁଲ?

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ବିଦେଶୀ ମିଡିଆ ଓ ନେତାଙ୍କ ବୟାନ ଲଗାତର ସାମ୍ନାକୁ ଆସୁଛି । ଏହାରି ଭିତରେ ରାହୁଲଙ୍କ ଲୋକସଭା ସଦସ୍ୟତା ଯିବା ପରେ ପ୍ରଥମଥର ଆମେରିକା ପ୍ରତିକ୍ର୍ରିୟା ରଖିଛି । ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ଆଇନ୍…

ମହଙ୍ଗା ପଡ଼ିଲା ସାବରକର ବିରୋଧୀ ମନ୍ତବ୍ୟ। ରାହୁଲଙ୍କ ବିରୋଧରେ ଏତଲା ଦେବେ ସାବରକରଙ୍କ ନାତି।

କନକ ବ୍ୟୁରୋ: ସାବରକରଙ୍କ ବୟାନ ପାଇଁ ଏବେ ବଡ଼ ବିବାଦରେ ଫସିଯାଇଛନ୍ତି ରାହୁଲ ଗାନ୍ଧୀ । କେବଳ ବିଜେପି ନୁହେଁ, ବୀର ସାବରକରଙ୍କ ବଂଶଜ ମଧ୍ୟ ରାହୁଲ ଏହି ବୟାନକୁ ନେଇ ଆପତି ଜତାଇଛନ୍ତି । ‘ମୋଦୀ ସାଙ୍ଗିଆ’ ମନ୍ତବ୍ୟ ପରେ ଏବେ ଆଉ ଏକ ବଡ଼ ବିବାଦରେ ଫସିଯାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ…