Daily Archives

October 22, 2022

୨୩ ତାରିଖ ସନ୍ଧ୍ୟାରେ ବାତ୍ୟା! ୨୫ ତାରିଖ ସକାଳେ ଲ୍ୟାଣ୍ଡଫଲ୍ ଆଶଙ୍କା

କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ବାତ୍ୟାର ଗତିପଥ । ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ବାତ୍ୟା କେଉଁ ପଟେ ଯିବ, କେଉଁଠି ସ୍ଥଳଭାଗ ଛୁଇଁବ, ଏହାର ବେଗ କେତେ ରହିବ । ବାଂଲାଦେଶର ତିନ କୋଣା ଓ ସନ୍ଦୀପ ଦ୍ୱୀପ ମଝି ଅଂଚଳରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପୂର୍ବାନୁମାନ…

ସମ୍ବଲପୁର ଫ୍ଲାଏଓଭର ଉଦଘାଟନ ବେଳେ ରାଜନୈତିକ ଡ୍ରାମା। ମନ୍ତ୍ରୀଙ୍କ ପୂର୍ବରୁ ଫିତା କାଟି ଦେଲେ ବିରୋଧୀ ଦଳ ନେତା ଜୟ…

କନକ ବ୍ୟୁରୋ: ସମ୍ବଲପୁର ଫ୍ଲାଏଓଭର ଉଦଘାଟନ ବେଳେ ଦେଖିବାକୁ ମିଳିଥିଲା ରାଜନୈତିକ ହାଇଡ୍ରାମା । ଉଦଘାଟନ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ହୋଇ ଆସିଥିବା ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଅପେକ୍ଷା କରିଥିବାବେଳେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ଅଚାନକ ଫିତା କାଟିଦେଇଥିଲେ । ଅବଶ୍ୟ…

୫ରୁ ୬ ବର୍ଷ ଧରି ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି କରୁଛନ୍ତି ଆଶାୟୀ, ମିଳୁନି ଚାକିରୀ। କଣ ରହିଛି କାରଣ …

କନକ ବ୍ୟୁରୋ: ଦେବସ୍ମିତା ନାୟକ, ଘର ଜଗତସିଂହପୁର । ଶିକ୍ଷାଗତ ଯୋଗ୍ୟତା--ଯୁକ୍ତ ୩ ବିଜ୍ଞାନ, ୬ ବର୍ଷ ହେଲା ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି । ସେହିଭଳି ଆଉ ଜଣେ କଳ୍ପନା ଦାଶ, ଘର ଜଗତସିଂହପୁର । ଶିକ୍ଷାଗତ ଯୋଗ୍ୟତା --ଯୁକ୍ତ ୩ କଳା ହୋଇଥିବା ବେଳେ ୫ ବର୍ଷ ହେଲା ସରକାରୀ…

ମୋଦୀଙ୍କ ମେଗା ରୋଜଗାର ମେଳା। ୭୫ ହଜାର ନବନିଯୁକ୍ତଙ୍କୁ ଦେଶର ୫୦ଟି ସ୍ଥାନରେ ବଣ୍ଟାଗଲା ନିଯୁକ୍ତିପତ୍ର ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ବଟମ ଦବାଇ ‘ରୋଜଗାର ମେଳା’ର ଶୁଭାରମ୍ଭ କରୁଥିଲେ, ସେତେବେଳେ ଦେଶର ଇତିହାସରେ ଯୋଡି ହୋଇଥିଲା ଆଉ ଏକ ନୂଆ ଅଧ୍ୟାୟ । ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୭୫ ହଜାରଯୁବକଯୁବତୀଙ୍କୁ ସରକାରୀ ଚାକିରୀ ଦେଇଥିଲେ କେନ୍ଦ୍ର ସରକାର ।…

ବିରୋଧ ପରେ ଫେରିଲା ଜମି: ଟାଟା ଷ୍ଟିଲ ଇସ୍ପାତ କାରଖାନାକୁ ପ୍ରଦାନ କରାଯାଇଥିଲା ୪ହଜାର ଏକର ଜମି

କନକ ବ୍ୟୁରୋ: ବିରୋଧ ପରେ ଫେରିଲା ଜମି । ହେଲେ ନେଇଥିବା ଜମିର ଅଧା ଜମି ଫେରସ୍ତ ହୋଇଛି । ଗଂଜାମରେ ଇଡକୋ ପକ୍ଷରୁ ଛତ୍ରପୁର ଅଂଚଳର ପାଖାପାଖି ୪ହଜାର ଏକର ଜମି ଟାଟା ଷ୍ଟିଲ ଇସ୍ପାତ କାରଖାନାକୁ ପ୍ରଦାନ କରାଯାଇଥିଲା । କାରଖାନା କରାଯିବା ସହିତ ଲୋକଙ୍କୁ ମିଳିବ ଅନେକ ସୁବିଧା ଏନେଇ…

ଦୁନିଆ ଦେଖିବ ଡଙ୍ଗରିଆ ସାଲ୍: ବିଲୁପ୍ତ ହେବାକୁ ଥିବା ଏହି କନ୍ଧଙ୍କ ହାତ ତିଆରି ସାଲ ଉତ୍ପାଦନ ନେଇ ପ୍ରୟାସ ଆରମ୍ଭ

କନକ ବ୍ୟୁରୋ: ନିୟମଗିରିର ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ସାଲ ଏବେ ବିଲୁପ୍ତ ହେବାକୁ ବସିଛି । ଆଉ ଏହାର ଅଧିକ ଉତ୍ପାଦନ ଓ ଡଙ୍ଗରିଆଙ୍କୁ ରୋଜଗାର ଦେବାକୁ ଆଗେଇ ଆସିଛି ଡିକେଡିଏ ତଥା ଡ଼ଙ୍ଗରିଆ କନ୍ଧ ଡ଼େଭଲେପମେଂଟ ଏଜେନ୍ସି ଓ ଆକ୍ସନ୍ ଏଡ ଅନୁଷ୍ଠାନ । ଡଙ୍ଗରିଆ ଯୁବକ ଯୁବତୀ…