ଡରାଉଛି ତାତି, ୪୫ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ।

252

କନକ ବ୍ୟୁରୋ: ଗତକାଲି କାଳବୈଶାଖୀ ପରେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଛି ଗ୍ରୀଷ୍ମ ଲହରୀ । ରାଜ୍ୟର ଉତ୍ତପ୍ତ ସହର ପାଲଟିଲା ବଲାଙ୍ଗୀର, ଦିନରେ ୪୫ ଡିଗ୍ରୀ ତାପମାତ୍ରା ବଲାଙ୍ଗୀରରେ ରେକର୍ଡ ହୋଇଥିବା ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୨୯ ସହରରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ମଧ୍ୟ ହୋଇଛି ।