Daily Archives

October 22, 2022

ପରିବାର ଲୋକଙ୍କୁ ବାହାରୁ ତାଲା ପକାଇ ଲୁଟ୍: ପାଟକୁରା ତିଗିରିଆରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଲେ ଲୁଟେରା

କନକ ବ୍ୟୁରୋ: ପରିବାର ଲୋକଙ୍କୁ ବାହାରୁ ତାଲା ଦେଇ ୨ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଚୋରି କଲେ ଚୋର । ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ତିଗିରିଆ ଗାଁରେ ଦେଖିବାକୁ ମିଳିଛି । ଗାଁର ରମାକାନ୍ତ ମହାପାତ୍ର ଓ ଦେବକାନ୍ତ…

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ: ଅନ୍ଧାରିଆ ରାସ୍ତାରେ ଖଟିଆରେ ବୋହିନେଲେ ଗୁରୁତର ରୋଗୀ

କନକ ବ୍ୟୁରୋ: ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ । ରୋଗୀଙ୍କ ଜୀବନ ବଂଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ସୁନ୍ଦରଗଡ ଗୁରୁଣ୍ଡିଆ ନାଳଘଂଟି ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଅଧପନ୍ତରିଆ ପାହାଡିଆ ରାସ୍ତା ଯୋଗୁ ଗୁରୁତର ରୋଗୀ ଜଣଙ୍କୁ ଅଣାଯାଇପାରୁନଥିଲା । ଆଉ ଏହି ଅବସ୍ଥାରେ…

ବ୍ରିଜ୍ ପାଇଁ ଅଭିନବ ପ୍ରତିବାଦ: ଜହ୍ନିକୁଦା ଚିଲିକାରେ ପାଣି ଭିତରେ ପଶି ଆନ୍ଦୋଳନ କଲେ ଲୋକେ

କନକ ବ୍ୟୁରୋ: ବ୍ରିଜ୍ ପାଇଁ ଅଭିନବ ପ୍ରତିବାଦ । ସ୍ଥାୟୀ ବ୍ରିଜ ନିର୍ମାଣ ଦାବିରେ ଶହଶହ ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏକାଠି ହୋଇ ପାଣି ଭିତରେ କରିଛନ୍ତି ପ୍ରତିବାଦ । ଚିଲିକାରେ ସ୍ଥାୟୀ ବ୍ରିଜ୍ ନିର୍ମାଣ ଦାବି କରି ଜହ୍ନିକୁଦା ଚିଲିକା କୂଳ ନିକଟରେ ବହୁ ଲୋକ ଆନ୍ଦୋଳନ କରିଛନ୍ତି ।…

ଇମ୍ରାନଙ୍କ ବିରୋଧରେ ଟାକ୍ସ ଚୋରୀ ଅଭିଯୋଗ, ପାକିସ୍ତାନର ବିଭିନ୍ନ ସ୍ଥାନରେ ହିଂସା। ରାସ୍ତାରେ ପ୍ରଦର୍ଶନ କରୁଛନ୍ତି…

କନକ ବ୍ୟୁରୋ: ପାକିସ୍ତାନ ନିର୍ବାଚନ ଆୟୋଗ ଇମ୍ରାନ ଖାନଙ୍କ ସାଂସଦ ସଦସ୍ୟତା ଶେଷ କରିଛନ୍ତି । କେବଳ ଏତିକି ନୁହେଁ ତାଙ୍କ ଉପରେ ୫ ବର୍ଷ ଯାଏ ନିର୍ବାଚନ ନ ଲଢିିବା ନେଇ ପ୍ରତିବନ୍ଧକ ଲଗାଇଛନ୍ତି । ସେପଟେ ବିରୋଧୀ ଇମ୍ରାନଙ୍କୁ ଚୋର କହିଛନ୍ତି । ଏହି ମାମଲାରେ ଇମରାନ ଖାନଙ୍କ ସମର୍ଥକ…

ପ୍ରଧାନମନ୍ତ୍ରୀଙ୍କ ରୋଜଗାର ମେଳାକୁ କଂଗ୍ରେସର କଟାକ୍ଷ, ସୁରଜୱାଲା କହିଲେ ମୋଦୀ ହେଉଛନ୍ତି ମିଛର ରାଜା

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ରୋଜଗାର ମେଳାକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଆଜି ପ୍ରଧାନମନ୍ତ୍ରୀ ଦେଶର ୭୫ ହଜାର ଶିକ୍ଷିତ ବେରୋଜଗାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହାସହ ଆଗାମୀ ଦେଢ ବର୍ଷ ମଧ୍ୟରେ ଦେଶରେ ୧୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ…

ନନ୍ଦନକାନନରେ ଧଳା ବାଘୁଣୀ ବିଜୟା ମୃତ: ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ଚିକିତ୍ସାଧିନ ଥିଲା ବିଜୟା

କନକ ବ୍ୟୁରୋ: ନନ୍ଦନକାନନରେ ବିଜୟା ବାଘୁଣୀର ମୃତ୍ୟୁ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୨ବର୍ଷ ବିଜୟା ଧଳା ବାଘୁଣୀର ମୃତ୍ୟୁ ହୋଇଛି । ଗତ ୧୧ରୁ ବାଘୁଣୀ ଅସୁସ୍ଥ ହୋଇ ଖାଇବା ପିଇବା ବନ୍ଦ କରିଦେଇଥିଲା ବାଘୁଣୀ । ବାଘ ସଫାରୀରୁ ତାକୁ କ୍ୱାରେନଟାଇନ କକ୍ଷକୁ ଆଣି ଚିକିତ୍ସା କରାଯାଉଥିଲା ।…