Daily Archives

July 6, 2022

ବର୍ଷାରେ ବେହାଲ ଉତରପୂର୍ବ ରାଜ୍ୟ । ପାହାଡ଼ିଆ ରାଜ୍ୟରେ ବାଦଲଫଟା ବର୍ଷା

କନକ ବ୍ୟୁରୋ : ଲଗାଣବର୍ଷା କେବଳ ଆସାମରେ ନୁହେଁ କ୍ରମଶ ଦେଶର ବିଭିନ୍ନ ରାଜ୍ୟ ପାଇଁ ସମସ୍ୟା ଆଣିଛି । ଆସାମ, ଅରୁଣାଚଳପ୍ରଦେଶ, ମେଘାଳୟ ପରି ପୂର୍ବୋତର ରାଜ୍ୟ ପରେ ଏବେ ଉତରପୂର୍ବ ରାଜ୍ୟରେ ବି କାଳ ସାଜିଛି ଲଗାଣ ବର୍ଷା । ଆସାମ, ହିମାଚଳପ୍ରଦେଶ, ଉତରାଖଣ୍ଡ, ବିହାର, ମୁମ୍ବାଇରେ…

ମାର୍କ ମିଳିଲା ଶହେକୁ ଶହେ: ୮ ହଜାର ୧୧୯ ଜଣଙ୍କୁ ଏ-ୱାନ ଗ୍ରେଡ୍

କନକ ବ୍ୟୁରୋ: ଅଫଲାଇନ ପରୀକ୍ଷା ସତ୍ୱେ ଭଲ ରେଜଲ୍ଟ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଏମିତି ଉତ୍ସାହ । ମିଠା ଖୁଆଇ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଖୁସି ମନାଇଛନ୍ତି । ଓଡିଶା ବୋର୍ଡ ଅଧିନରେ ମାଟ୍ରିକ ପରୀକ୍ଷା…

ସମ୍ବିଧାନ ବିରୋଧରେ ଦେଇଥିଲେ ମନ୍ତବ୍ୟ । ଏବେ ମନ୍ତ୍ରୀ ପଦରୁ ଦେଲେ ଇସ୍ତଫା

କନକ ବ୍ୟୁରୋ : ପ୍ରଥମେ ସମ୍ବିଧାନ ବିରୋଧରେ ମନ୍ତବ୍ୟ ଓ ଏବେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା । ଏଭଳି କିଛି ଦେଖିବାକୁ ମିଳିଛି କେରଳର କମ୍ୟୁନିଷ୍ଟ ସରକାରରେ । କେରଳ ସରକାରରେ ମନ୍ତ୍ରୀ ଥିବା ସାଜି ଚେରିୟନ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ ସରକାରଙ୍କ ସାଂସ୍କୃତିକ ମାମଲା ସହ…

୪ ଫୁଟ ଉପରକୁ ଉଠିଲା ପୁରୁଣା ଘର। ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ପରେ ୧୫ ବର୍ଷ ପୁରୁଣା ଘର ଉପରକୁ ଉଠିଛି।

କନକ ବ୍ୟୁରୋ: ୪ ଫୁଟ ଉପରକୁ ଉଠିଲା ୧୫ ବର୍ଷର ପୂରୁଣା ଘର । ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଘରର ଉଚ୍ଚତା ବଡାଇଛନ୍ତି ଘରର ମାଲିକ । ରାୟଗଡା ସଦର ବ୍ଳକ ଅମଲାଭଟା ଗାଁର ରବି ଶେଖର ନିଜ ଘରକୁ ଉଚ୍ଚକୁ ଉଠାଇଛନ୍ତି । ରବି ଶେଖର ୧୨ଶହ ବର୍ଗଫୁଟ ବିଶିଷ୍ଟ ବାସଗୃହ ନିର୍ମାଣ କରିଥିଲେ । ସମୟ…

ଆଗକୁ ଅସ୍ଥିତ୍ୱ ହରାଇବ କି ସୁନା ନଦୀ? ନଈକୁ ତାଡି ସ୍ଲରି ପାଇପ୍ ବିଛାଇବାକୁ ଯୋଜନା କରୁଛି କମ୍ପାନୀ।

କନକ ବ୍ୟୁରୋ: କେନ୍ଦୁଝର ଯୋଡା ଅଞ୍ଚଳରେ କମ୍ପାନୀର ମନମାନି ଯୋଗୁଁ ଅସ୍ତିତ୍ୱ ହରାଉଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ସୁନା ନଦୀ । ଦିନଦ୍ୱିପହରରେ ବଡ଼ ବଡ଼ ମେସିନ ଲଗାଇ ନଦୀ ଗର୍ଭକୁ ତାଡ଼ିବାରେ ଲାଗିଛି କମ୍ପାନୀ । ନଦୀ ତଳେ କମ୍ପାନୀର ସ୍ଲରି ପାଇପ ଯିବା ନେଇ ଯୋଜନା ହୋଇଛି । ଯେଉଁଥିରେ…

ମୋହନାରେ ଭୂତକୋଠି ପାଲଟିଛି ଛାତ୍ରୀନିବାସ। ନିମ୍ନମାନର ନିର୍ମାଣ ଯୋଗୁଁ ସୁରକ୍ଷିତ ମଣୁନାହାନ୍ତି ଆଦିବାସୀ ଛାତ୍ରୀ।

କନକ ବ୍ୟୁରୋ: କୋଟି କୋଟି ଟଙ୍କାରେ କୋଠା ନିର୍ମାଣ ହୋଇଛି, କିନ୍ତୁ କାମରେ ଆସୁନି । ଫଳରେ ଭୂତକୋଠି ପାଲଟିଛି ଛାତ୍ରୀ ନିବାସ । ଗଜପତି ଜିଲ୍ଲା ମୋହନା ବ୍ଲକ ହିଲଟପ ମହାବିଦ୍ୟାଳୟରେ ଆଦିବାସୀ ଛାତ୍ରୀଙ୍କ ରହଣି ପାଇଁ ଏହି ଛାତ୍ରୀ ନିବାସଟି ତିଆରି ହୋଇଛି । ୨୦୧୬ରୁ ୨ ଶହ ଶଯ୍ୟା ବିଶିଷ୍ଟ…