Daily Archives

July 13, 2022

ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି। ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ।

କନକ ବ୍ୟୁରୋ: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି, କରୋନା ବିପଦ ଟଳି ନାହିଁ, ସୁରକ୍ଷିତ ରହିବା ପାଇଁ ନିଶ୍ଚିତ…

ଓଡିଶାରେ ହେବ ଟଙ୍କା ଛପା କାଗଜ କାରଖାନା। ଖର୍ଚ୍ଚ ହେବ ୨୫୦୦ କୋଟି ଟଙ୍କା!

କନକ ବ୍ୟୁରୋ: ଓଡିଶାରେ ତିଆରି ହେବ ଟଙ୍କା ତିଆରି କାଗଜ କାରଖାନା । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବାଲେଶ୍ୱରରେ ଟଙ୍କା ପ୍ରିଣ୍ଟ କାରଖାନା ପାଇଁ ଅନୁମତି ପ୍ରଦାନ କରିଛି । ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲ ଅନ୍ତର୍ଗତ ପଦାବଡ ଗାଁ ବିସ୍ତିର୍ଣ୍ଣ ଜମିରେ ତିଆରି ହେବ ଏହି କାରଖାନା। କଞ୍ଚ।ମାଲର…

ଘର ଭିତରେ ଛାତି ଉଚ୍ଚର ପାଣି । କେଉଁଠି ରାସ୍ତା ପାଲଟିଛି ନଦୀ ତ ପୁଣି କେଉଁଠି ଘରଦ୍ୱାର ସବୁ କିଛି ଭାସୁଛି ବନ୍ୟା…

କନକ ବ୍ୟୁରୋ : ଗୁଜରାଟରେ ବନ୍ୟା ବିଭୀଷିକା । ରାସ୍ତା ପାଲଟିଛି ନଦୀ, ଘର ଭିତରେ ଛାତି ଉଚ୍ଚର ପାଣି । ବନ୍ୟା ପାଣି ଘେର ଭିତରେ ଜୀବନ, ଜଳବନ୍ଦୀ ଶହ ଶହ ଲୋକ । ଭୋକ ଉପାସ ଅନ୍ଧାର ଭିତରେ ଘର ଭିତରେ ଫଶି ରହିଥିବା ଲୋକମାନେ ସାହାଯ୍ୟ ଅପେକ୍ଷାରେ ଦିନ ପରେ ଦିନ କାଟୁଛନ୍ତି । ଲଗାଣବର୍ଷାର୍…

ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଅକ୍ତିଆରକୁ ନେଲେ ପ୍ରଦର୍ଶନକାରୀ। ସଂସଦ ଭବନକୁ ମଧ୍ୟ କଲେ କବଜା।

କନକ ବ୍ୟୁରୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ନଦେଇ ମାଳଦ୍ୱୀପ ଫେରାର ହୋଇଯିବା ଖବର କଲମ୍ବୋରେ ନିଆଁ ଲଗାଇ ଦେଇଛି । ରାଷ୍ଟ୍ରପତି ଗୋଟାବାୟାଙ୍କ ମାଳଦ୍ୱୀପ ଫେରାର ଖବର ପରେ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇ ସଂସଦ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କବଜା…

ଅଶୋକ ସ୍ତମ୍ଭକୁ ନେଇ ତେଜିଲା ନୂଆ ବିବାଦ, ସଫେଇ ଦେଲେ ନିର୍ମାଣକାରୀ

କନକ ବ୍ୟୁରୋ : ଅଶୋକ ସ୍ତମ୍ଭକୁ ନେଇ ଦେଶରେ ନୂଆ ବିବାଦ ମୁଣ୍ଡ ଟେକିଛି । ଯେବେଠୁ ପ୍ରଧାନମନ୍ତ୍ରୀ ମୋଦି ନୂଆ ସଂସଦ ଭବନର ଛାତରେ ଅଶୋକ ସ୍ତମ୍ଭର ଉଦଘାଟନ କରିଛନ୍ତି, ସେଥିରେ ଥିବା ସିଂହ ପ୍ରତିମୂର୍ତିର ରୂପରେଖକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ପୂର୍ବରୁ ଅଶୋକ ସ୍ତମ୍ଭରେ ଥିବା ସିଂହ…

ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଫେରାର । ମାତିଲେ ପ୍ରଦର୍ଶନକାରୀ, ସବୁଠି ବିକ୍ଷୋଭ

କନକ ବ୍ୟୁରୋ : କେଉଁଠି ପୋଡ଼ାଜଳା ତ ପୁଣି କେଉଁଠି ବିକ୍ଷୋଭ, ପୁଲିସ ଓ ପ୍ରଦର୍ଶନକାରୀଙ୍କ ମୁହାଁମୁହିଁ ଭିତରେ ଥରି ଉଠିଲା ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋ । ବୁଧବାର ସକାଳୁ ସକାଳୁ ରାଜଧାନୀରେ ହଲ୍ଲାବୋଲ କରିବା ସହ ସଂସଦ ଭବନ ଉପରେ କବଜା କରିଛନ୍ତି ହଜାର ସଂଖ୍ୟକ ବିକ୍ଷୋଭକାରୀ ଦେଶରେ…