Daily Archives

July 11, 2022

ଏଆଇଏଡିଏମକେରେ ଫାଟ: ଶେଷ ହେଲା ଦୁଇ ମୁଖ୍ୟ ନେତୃତ୍ୱ ପଲିସି, ଇ.କେ ପଲାନୀସ୍ୱାମୀ ହେଲେ ନୂଆ ମୁଖ୍ୟ ।

କନକ ବ୍ୟୁରୋ: ଏଆଇଏଡିଏମକେର କ୍ଷମତାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଇଡାପାଡି କେ ପଲାନୀସ୍ୱାମୀ ତଥା ଇପିଏସ୍ ଏବଂ ଓ ପନିରସେଲଭମ ତଥା ଇପିଏସଙ୍କ ମଧ୍ୟରେ ଲାଗିଥିବା ବିବାଦକୁ ନେଇ ଆଜି ଚେନ୍ନାଇରେ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପରିସ୍ଥତି ଅଣାୟତ ହେବାରୁ ରାଜସ୍ୱ ବିଭାଗ…

ଗୋଆ କଂଗ୍ରେସରେ ଫାଟ। ଦୁଇ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କଲା କଂଗ୍ରେସ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ପରେ ଏବେ ଗୋଆରେ ଦେଖାଦେଇଛି କଂଗ୍ରେସ କନ୍ଦଳ । ଦଳର ୧୧ ବିଧାୟକଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ବିଧାନସଭାର ବାଚସ୍ପତିଙ୍କୁ ଚିଠି ଲେଖିଛି ଗୋଆ କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ଯୋଗୁ ବିଧାୟକ ଦିଗମ୍ବର କମତ ଏବଂ ମିଚେଲ ଲୋବୋଙ୍କ…

ଶିବସେନା ବିବାଦର ଘୁଞ୍ଚିଲା ଶୁଣାଣି । ନ୍ୟାୟପାଳିକାକୁ ନେଇ ପ୍ରଶ୍ନ ଉଠାଇଲେ ସଞ୍ଜୟ!

କନକ ବ୍ୟୁରୋ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ଶିବସେନାର ବିଦ୍ରୋହୀ ଦଳର ନେତା ଏକନାଥ ସିନ୍ଦେଙ୍କ ସମେତ ଦଳର ୧୬ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ସୋମବାର ମାମଲାର ଶୁଣାଣି କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ମାମଲାର ଜରୁରୀ…

ନ୍ୟାସନାଲ ହେରାଲ୍ଡ ମାମଲା: ସୋନିଆ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ନୋଟିସ୍ କଲା ଇଡି ।

କନକ ବ୍ୟୁରୋ: ନ୍ୟାସନାଲ ହେରାଲ୍ଡ ମାମଲାରେ ହାଜର ହେବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ନୋଟିସ୍ ଜାରି କଲା ଇଡି । ଜୁଲାଇ ୨୧ ତାରିଖ ପୂର୍ବରୁ ଇଡି ହାଜର ହେବାକୁ ନୂଆ ନୋଟିସ୍ ଜାରି କରିଛି କଂଗ୍ରେସ । ଏହା ପର୍ବରୁ ଦୁଇ ଥର ହାଜର ହେବାକୁ ସୋନିଆଙ୍କୁ ନୋଟିସ୍…

ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ଲୋକଙ୍କ କବଜା ଜାରି। ଏବେ ବି ରାଷ୍ଟ୍ରପତି ଫେରାର, ସମୁଦ୍ରଭିତରେ ଲୁଚି ରହିଥିବା…

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଗଠନ ହେବ ନୂଆ ସରକାର । ଏନେଇ ଘନ ଘନ ବସୁଛି ବିରୋଧୀଦଳଙ୍କ ମିଳିତ ବୈଠକ । ମୁଖ୍ୟ ବିରୋଧୀ ଦଳ ସମାଗୀ ଜନ ବାଲବେଗୟା ବା ଏସଜିବି ଓ ଏହାର ସହଯୋଗୀ ଦଳ ସର୍ବଦଳୀୟ ସରକାର ଗଠନ କରିବା ପାଇଁ ସୋମବାର ବୈଠକ କରିଛନ୍ତି । ଯଦି ବିରୋଧୀ ଦଳଙ୍କ ପ୍ରୟାସ ସଫଳ ହୁଏ ତେବେ ଖୁବ…

ମହାପ୍ରଭଙ୍କ ଅଧରପଣା ନୀତି : ଚଣ୍ଡିଚାମୁଣ୍ଡା, ଅଶରୀମାନଙ୍କ ତୃପ୍ତି ପାଇଁ ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ପଣା…

କନକ ବ୍ୟୁରୋ: ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ହୋଇଛି । ରଥ ଉପରେ ଚଣ୍ଡିଚାମୁଣ୍ଡା, ପାଶ୍ୱର୍ଦେବତାଙ୍କ ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରାଯାଇଛି । ଅଶରୀମାନଙ୍କ ତୃପ୍ତି ପାଇଁ ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ନୀତି ଅନୁଷ୍ଠିତ ହୋଇଛି । ସୋମବାର ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ…