Daily Archives

July 30, 2022

ଇତିହାସ ରଚିଲେ ସୁନା ଝିଅ ମିରାବାଈ ଚାନୁ: କମନୱେଲଥ ଗେମରେ ଭାରତକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ

କନକ ବ୍ୟୁରୋ: କମନୱେଲଥ ଗେମ ୨୦୨୨ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି । ମିରାବାଈ ଚାନୁ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇ ଇତିହାସ ରଚିଛନ୍ତି । ୪୯ କେଜି ଭାରୋତ୍ତଳନରେ ସେ ଗୋଲ୍ଡ ମେଡାଲ ଜିତିଛନ୍ତି ମିରା । ସ୍ୱର୍ଣ୍ଣ ପଦକ ବିଜେତା ମିରାବାଈ ୮୮ କିଲୋର ଓଜନ ଉଠାଇଥିଲେ । ୨୦୧୮ରେ ହୋଇଥିବା…

ବାବୁସାନଙ୍କ ଘରେ ପହଞ୍ଚିଲେ ତୃପ୍ତିଙ୍କ ବାପା। ମିଳାମିଶା ପାଇଁ ଆଉପାଦେ ଆଗେଇଲା କଥା।

କନକ ବ୍ୟୁରୋ: ବାବୁସାନଙ୍କ ଘରେ ପହଞ୍ଚିଲେ ତୃପ୍ତିଙ୍କ ବାପା । ବାବୁସାନ-ତୃପ୍ତିଙ୍କ ମିଳାମିଶା ପାଇଁ ଆଉପାଦେ ଆଗେଇଲା କଥା । ତୃପ୍ତିଙ୍କ ବାପା ଲଳିତ ଶତପଥୀ ବାବୁସାନଙ୍କ ଘରେ ପହଞ୍ଚିଛନ୍ତି । ରବିମିଶ୍ରଙ୍କ ସହ ସେ ବାବୁଙ୍କ ଘରେ ପହଞ୍ଚିଛନ୍ତି ।

ଟ୍ୱିଟର ବିରୋଧରେ ମାମଲା ରୁଜୁ କଲେ ଏଲନ ମସ୍କ। ଅକ୍ଟୋବର ୧୭ ରେ ଶୁଣାଣି। 

କନକ ବ୍ୟୁରୋ:  ଟ୍ୱିଟର ବିରୋଧରେ ମାମଲା ଦାୟର କରିଲେ ଏଲନ ମସ୍କ । ଟ୍ୱିଟର ଓ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ଟୁଇଟର ମଧ୍ୟରେ ଲଢେଇ ଏବେ କୋର୍ଟରେ ଲଢାଯିବ । ୪୪ ବିଲିଅନ ଡଲାର ଡିଲ ରବ୍ଦ ହେବା ଘଟଣାରେ ଆମେରିକାର କୋର୍ଟ ଆସନ୍ତା ଅକ୍ଟୋବର ୧୭ ରେ ଶୁଣାଣି କରିବ । ମସ୍କଙ୍କ ଓକିଲଙ୍କ ତରଫରୁ ଦାଖଲ…

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ। ମୁଦ୍ରାସ୍ଥିତି ୬୦ ପ୍ରତିଶତ ପାର୍।

କନକ ବ୍ୟୁରୋ: ଶ୍ରୀଲଙ୍କା ଏବେ ନିଜର ସବୁଠାରୁ ବଡ ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତିକରୁଛି । ଏମିତିକି ଶ୍ରୀଲଙ୍କାରେ ଏବେ ଲୋକମାନେ ୨ ଓଳିର ଖାଇବା ଯୋଗାଡ କରିବା କାଠିକର ପାଠ ହୋଇଯାଇଛି । ଜୁଲାଇ ମାସରେ ଶ୍ରୀଲଙ୍କାରେ ମୁଦ୍ରାସ୍ଥିତି ବଢି ୬୦ ପ୍ରତିଶତ ପାର୍ କରିଛି । ସେହିପରି ବିଭିନ୍ନ…

ଆମେରିକାରେ ପ୍ରବଳ ବର୍ଷା ପରେ ବନ୍ୟା। ପ୍ରଳୟଙ୍କାରୀ ବନ୍ୟାରେ ୧୬ ଜଣଙ୍କର ମୃତ୍ୟୁ।

କନକ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମେରିକାରେ ଦେଖାଯାଇଛି । ଆମେରିକାର ପୂର୍ବଭାଗରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ବନ୍ୟା କାରଣରୁ ପାଖାପାଖି ୧୬ ଜଣଙ୍କର ମୃତ୍ୟୁ ହେଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ଆଶଙ୍କା ରହିଛି । ତେବେ ଫସିଥିବା ଲୋକଙ୍କ…

କାଶୀପୁର ପରେ ଝାରସୁଗୁଡାରେ ଝାଡାବାନ୍ତି । ୩ ପଡାରେ ବ୍ୟାପିଛି ଝାଡାବାନ୍ତି ।

କନକ ବ୍ୟୁରୋ: କାଶୀପୁର ପରେ ଏବେ ଝାରସୁଗୁଡାରେ ମାତିଛି ଝାଡାବାନ୍ତି ଆତଙ୍କ । ଝାରସଗୁଡା ୧୩ ନମ୍ବର ୱାର୍ଡରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ବାପା, ପୁଅଙ୍କ ମୃତ୍ୟୁ ହୋଇଛି । ଝାରୁସୁଗୁଡାର ଦେବାଡିିହିର ୩ଟି ପଡାରେ ଝାଡାବାନ୍ତି ବ୍ୟାପୁଥିବା ଦେଖିବାକୁ ମିଳିଛି । ସେପଟେ କାଶୀପୁରରେ ବି…