Daily Archives

July 9, 2022

ରାନିଲ ୱିକ୍ରମସିଙ୍ଘେଙ୍କ ଘରେ ନିଆଁ ଲଗାଇଦେଲେ ପ୍ରଦର୍ଶନକାରୀ। ହିଂସା ଘଟାଇଚାଲିଛନ୍ତି ସାଧାରଣଜନତା। 

କନକ ବ୍ୟୁରୋ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଘରେ ନିଆଁ । ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଙ୍ଘେଙ୍କ ଘରେ ନିଆଁ ଲଗାଇଦେଲେ ପ୍ରଦର୍ଶନକାରୀ । ନିଆଁ ଲାଗିବାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପଦରୁ ରାନିଲ ୱିକ୍ରମସିଙ୍ଘେ ଇସ୍ତଫା ଦେଇଥିଲେ ।…

ଜୁଲାଇ ୧୨ରେ ଆବେଙ୍କ ଶେଷକୃତ୍ୟ। ରାସ୍ତାରେ ମୁଣ୍ଡ ନୁଆଁଇ ଶ୍ରଦ୍ଧାଞ୍ଜଳୀ ଦେଲେ ସାଧାରଣ ଜନତା। 

କନକ ବ୍ୟୁରୋ:  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ପାର୍ଥିବ ଶରୀର ଶନିବାର ରାଜଧାନୀ ଟୋକିଓ ଅଣାଯାଇଛି । ଜୁଲାଇ ୧୨ ତାରିଖରେ ଆବେଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଆବେଙ୍କ ପାର୍ଥିବ ଶରୀର କଳାରଙ୍ଗର ଏକ କାରରେ ଟୋକିଓର ବିଳାସପୂର୍ଣ୍ଣ ଅଞ୍ଚଳ ଶିବୁୟାସ୍ଥିତ ତାଙ୍କ ବାସଭବନରେ…

ଦ୍ରୌପଦୀଙ୍କୁ ଶିବପାଲଙ୍କ ସମର୍ଥନ। ଯୋଗୀଙ୍କ ରାତ୍ରୀଭୋଜନରେ ଯୋଗଦେଲେ ଶିବପାଲ।

କନକ ବ୍ୟୁରୋ: ବିରୋଧୀ ମିଳିତ ପ୍ରାର୍ଥୀ ନୁହେଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ଶିବପାଲ ଯାଦବ । ପୁଣି ଥରେ ଉତ୍ତରପ୍ରଦେଶ ରାଜନୀତିରେ ହଲଚଲ ଦେଖାଦେଇଛି । କାରଣ ପୁଣିଥରେ ପଦାରେ ପଡିଛି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଓ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ…

ଝିଅ ପାଇଁ ପୁଅକୁ ଛାଡିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମାଆ। ୱାଇ ଏସ ଭିଜୟମ୍ମା ୱାଇଏସଆର କଂଗ୍ରେସରୁ ଇସ୍ତଫା ଦେଲେ।

କନକ ବ୍ୟୁରୋ:  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ୍ ରେଡ୍ଡିଙ୍କ ମାଆ ୱାଇ ଏସ ଭିଜୟମ୍ମା ୱାଇଏସଆର କଂଗ୍ରେସ ପାର୍ଟି ଛାଡିଛନ୍ତି । ନିଜ ଝିଅ ପାଇଁ ପୁଅ ହାତ ଛାଡିଛନ୍ତି ମାଆ । ତେବେ ମାଆ ହିସାବରେ ସବୁବେଳେ ପୁଅ ପାଖରେ ରହିବି ବୋଲି ମଧ୍ୟ ସେ କହିଛନ୍ତି । ଶୁକ୍ରବାର ସେ ୱାଇଏସଆର…

ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ। ତଦନ୍ତ ପାଇଁ ୯୦ ଜଣିଆ କମିଟି ଗଠନ। 

କନକ ବ୍ୟୁରୋ:  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । ନିର୍ବାଚନୀ ପ୍ରଚାର ସମୟରେ ନାରା ସହରରେ ଏକ ସଭାକୁ ସମ୍ବୋଧନ କରୁଥିବା ବେଳେ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ କେମିତି ଘଟିଲା ଏବଂ ଏହା ପଛର ଅସଲ…

ଅମରନାଥ ଯାତ୍ରା ବେଳେ ଅଘଟଣ। ୧୫ରୁ ଅଧିକଙ୍କ ମୃତ୍ୟୁ, ୪୦ରୁ ଅଧିକ ନିଖୋଜ । 

କନକ ବ୍ୟୁରୋ:  ଦୁଇବର୍ଷ ପରେ ଅମରନାଥ ଯାତ୍ରା କରିବାର ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ନାହିଁ ନଥିବା ଉକ୍ରଣ୍ଠା ଦେଖିଥିବାକୁ ମିଳିଥିଲା । ଅମରନାଥ ଯାତ୍ରା ଆରମ୍ଭ ହେବାର ସପ୍ତାହେ ପୂରିଥିବା ବେଳେ ଶୁକ୍ରବାର ଅମରନାଥର ପବିତ୍ର ଗୁମ୍ଫାରେ ଘଟିଛି ବଡ଼ ଅଘଟଣ । ବାଦଲ ଫାଟିବା ଦ୍ୱାରା…