Daily Archives

July 24, 2022

ଛତୁ ଚାଷ କରି ସ୍ୱାଭଲମ୍ବୀ ମହିଳା। ଚାଷବାସ କରି କରୁଛନ୍ତି ପରିବାର ପ୍ରତିପୋଷଣ।

କନକ ବ୍ୟୁରୋ: ଯାଜପୁର ଧର୍ମଶାଳା ବ୍ଲକ ବମ୍ଫୁ ଗାଁର ମୁକ୍ତାରାଣୀ ନାୟକ । ଅର୍ଥ ଅଭାବରୁ ଯୁକ୍ତ ଦୁଇ ପଢା ଶେଷ କରିବା ଆଉ ପରେ ଆଉ ଆଗକୁ ପଢି ପାରିନଥିଲେ । ଏହା ପରେ ମୁକ୍ତାରାଣୀ କେନ୍ଦୁଝରରେ ବିବାହ କରିଥିଲେ ମଧ୍ୟ ବାପାଙ୍କର ଏକମାତ୍ର ଝିଅ ହୋଇଥିବାରୁ ନିଜ ବାପଘରେ ରହିଆସୁଛନ୍ତି । ତାଙ୍କ…

ରୋଜଗାର ଦେଉଛି ମକା ଚାଷ। ବ୍ରହ୍ମପୁର ବୁଗୁଡା ଅଞ୍ଚଳରେ ମକା ଚାଷ କରୁଛନ୍ତି ଅଧିକାଂଶ ଚାଷୀ। 

କନକ ବ୍ୟୁରୋ: ରୋଜଗାର ଦେଉଛି ମକା ଚାଷ । ବ୍ରହ୍ମପୁର ଜିଲ୍ଲା ବୁଗୁଡା କରଚୁଲି ଅଞ୍ଚଳରେ ଅଧିକାଂଶ ଚାଷୀ ମକା ଚାଷ କରନ୍ତି । ଶହ ଶହ ଏକର ଜମିରେ ବର୍ଷ ସାରା ମକା ଚାଷ କରୁଛନ୍ତି ଚାଷୀ । କିଲୋ ପିଛା ୨୫୦୦ ଟଙ୍କାରେ ବିହନ କିଣି ଚାରା ପ୍ରସ୍ତୁତ କରି ଜମିରେ ଲଗାନ୍ତି ଚାଷୀ । ଗଛ ଲାଗିବାର ୭୦…

ଗଜପତି ଜିଲ୍ଲାରୁ ଉତ୍ପାଦିତ ହେଉଛି ଟନ୍ ଟନ୍ ସପୁରୀ। ଓଡିଶା ଜୀବିକା ମିଶନ ମାଧ୍ୟମରେ ସୃଷ୍ଟି ହେଉଛି ସୁଯୋଗ।

କନକ ବ୍ୟୁରୋ: ଗଜପତି ଜିଲ୍ଲାର ରାୟଗଡ଼, ନୂଆଗଡ଼, ଆର. ଉଦୟଗିରି ଭଳି ଆଦିବାସୀ ଅଧ୍ୟୁସିତ ବ୍ଲକରେ ବାର୍ଷିକ ପାଖାପାଖି ୫ ହଜାରରୁ ଅଧିକ ଟନ୍ ସପୁରୀ ଉତ୍ପାଦନ ହେଉଛି । ହେଲେ ବଜାର ଅଭାବରୁ ଉଚିତ୍ ମୁଲ୍ୟ ପାଉନଥିଲେ ଗରିବ ଆଦିବାସୀ । ଆଉ ଏହାର ସୁଯୋଗ ନେଇ ଶାଗମାଛ ଦରରେ ସପୁରୀ କିଣିନେଉଥିଲେ…

ଆଗକୁ ଆସୁଛି ରାକ୍ଷୀ ପୁନେଇ। କଟକର ସୋନିଶ୍ରୀ ବେହେରା ନିଜେ ରାକ୍ଷୀ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି।

କନକ ବ୍ୟୁରୋ: ରାକ୍ଷୀ.. ଭାଇ ଭଉଣୀର ସମ୍ପର୍କର ସାକ୍ଷୀ । ସ୍ନେହ, ଶ୍ରଦ୍ଧା ଓ ବନ୍ଧନର ପ୍ରତୀକ । ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣମୀ । ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ରାକ୍ଷୀ ବିକ୍ରି ହେବା ଆରମ୍ଭ ହୋଇଗଲାଣି । ତେବେ କଟକରେ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ହାତ ତିଆରି ରାକ୍ଷୀ । କଟକର…

ଚୁଡ଼ା, ମୁଢି ଓ ଲିଆ ପ୍ୟାକେଟ୍ ଉପରେ ଜିଏସଟି ଲାଗିବା ପରେ ବ୍ୟବସାୟ ପ୍ରଭାବିତ। ଅଧିକା ଦାମ୍ ଦେଇ ମୁଢି କିଣିବାକୁ…

କନକ ବ୍ୟୁରୋ:   ଅସ୍ତରଙ୍ଗ ବଜାରର କେନ୍ଦ୍ରସ୍ଥଳରେ ଥିବା ଏହି ମୁଡି ତିଆରି ଶିଳ୍ପ । ଆନ୍ଧ୍ର ପ୍ରଦେଶରୁ ଆସି ଏଠାରେ ମୁଡି ତିଆରି  ଶିଳ୍ପ ସ୍ଥାପନ କରିଛନ୍ତି ଭେଙ୍କଟେସ୍ ରେଡି । ମୁଢି ଚାଉଳରେ ଦରଦାମ୍ ବୃଦ୍ଧି ଓ ପ୍ୟାକେଟ୍ ମୁଢିରେ ଜିଏସଟି ଲାଗିବା ପରେ ଭେଙ୍କଟେସଙ୍କ ଏହି ମୁଢି ବ୍ୟବସାୟ…

ସ୍ୱୟଂସହାୟକ ଗୋଷ୍ଠୀ ମହିଳାଙ୍କ ସଫଳ ବ୍ୟବସାୟ। କପଡ଼ା ସିଲେଇ ଓ ଶାଳପତ୍ରରେ ଠୁଙ୍ଗା ତିଆରି କରି କରୁଛନ୍ତି ବିକ୍ରୟ।

କନକ ବ୍ୟୁରୋ: ଟେଲରିଂ ଓ ଶାଳପତ୍ରରୁ ଠୁଙ୍ଗା କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବାଲେଶ୍ୱର ବସ୍ତା ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଘରର ସମସ୍ତ କାମ ସାରିବା ପରେ ଅବସର ସମୟକୁ ଅପବ୍ୟୟ ନକରି ସେହି ସମୟରେ ଠୁଙ୍ଗା ତିଆରି କରିବା ସହ କପଡା…