Daily Archives

July 28, 2022

ଭୟଙ୍କର ବନ୍ୟା ଘେରରେ ଜମ୍ମୁକଶ୍ମୀର: ବିଭିନ୍ନ ଜିଲ୍ଲାରେ ବର୍ଷା, ବନ୍ୟା ଓ ଭୁସ୍ଖଳନ, ବାଦଲଫଟା ବର୍ଷାରେ ୧୧ଜଣ ନିଖୋଜ

କନକ ବ୍ୟୁରୋ: ଜମ୍ମୁକଶ୍ମୀରେ ଚାଲିଛି ଜଳପ୍ରଳୟ । ଲଗାଣବର୍ଷା ପରେ ହଠାତ ବିଭିନ୍ନ ଜିଲ୍ଲାରେ ସଂଗୀନ ହୋଇପଡିଛି ସ୍ଥିତି । ସବୁଠି କେବଳ ବନ୍ୟା ପାଣି ହିଁ ପାଣି ଦେଖିବାକୁ ମିଳିଛି । ଏହି ଦୃଶ୍ୟ ହେଉଛି ଉଡେୱାଲାର । ବର୍ଷା ପାଣି ଭିତରେ ସ୍କୁଲ ବସ ଫଶିବା ପରେ କୁନି କୁନି ପିଲାଙ୍କୁ…

ସବୁ ଗାଁକୁ ହାଇସ୍ପିଡ୍ ୪ଜି ନେଟୱାର୍କ: ୨୬ ହଜାର ୩୧୬ କୋଟି ଟଙ୍କାର ବଜେଟକୁ ମଞ୍ଜୁରୀ ପ୍ରଦାନ କଲା କେନ୍ଦ୍ର…

କନକ ବ୍ୟୁରୋ: ସବୁ ଗାଁକୁ ହାଇ ସ୍ପିଡ ଇଂଟରନେଟ୍ ସଂଯୋଗ ପାଇଁ ଅଂଟା ଭିଡିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗାଁଗୁଡିକୁ ୪ଜି ନେଟୱାର୍କ ଯୋଗାଇଦେବାକୁ ୨୬ ହଜାର ୩୧୬ କୋଟି ଟଙ୍କାର ବଜେଟ୍କୁ ମଞ୍ଜୁରୀ…

ଗଜରାଜଙ୍କୁ ପୁଣି ଗୁଳିମାଡ଼ । ସୁରକ୍ଷା ଦେବାରେ ବିଫଳ ବନବିଭାଗ

କନକ ବ୍ୟୁରୋ: ମୃତ୍ୟୁ ସହ ସଂଘର୍ଷ କରୁଛି ଦନ୍ତାହାତୀ । ନରସିଂହପୁର ଓ ସାତକୋଶିଆରୁ ପଶୁ ଡାକ୍ତର କରୁଛନ୍ତି ଚିକିତ୍ସା । ଗୋଟିଏ କି ଦୁଇଟି ନୁହେଁ ହାତୀ ଦେହରେ ବାଜିଛି ୫ଟି ଗୁଳି । କିଛି ଦିନ ହେବ ଆହତ ଅବସ୍ଥାରେ ଇଆଡେ ସିଆଡେ ବୁଲିବା ପରେ ଏବେ ବନବିଭାଗ ଦନ୍ତାକୁ ଟ୍ରାକ୍ କରି ଆରମ୍ଭ…

ଭୁବନେଶ୍ୱରରେ ଘର କରିବାକୁ ଚାହୁଁଛନ୍ତି କି? ପ୍ଲାନ୍ ଅନୁମୋଦନ ପାଇଁ ବିତିପାରେ ମାସ ମାସ

କନକ ବ୍ୟୁରୋ: ଭୁବନେଶ୍ୱରରେ ଘର କରିବାକୁ ପ୍ଲାନ୍ ଅନୁମୋଦନ ପାଇଁ ଚାହୁଁଥିଲେ, ଆପଣଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡିପାରେ । କାରଣ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ଅଫଲାଇନ୍ ଆବେଦନ ବନ୍ଦ ହୋଇଯାଇଛି । ପ୍ଲାନ୍ ଅନୁମୋଦନ ପାଇଁ ଯେଉଁ ‘ସୁଯୋଗ’ ସଫ୍ଟୱେୟାର ରହିଛି, ତାହା ଠିକ୍ ଭାବେ…

ସଂଘର୍ଷ ପରେ ସାମ୍ନାକୁ ଆସିଲା ସଫଳତାର କାହାଣୀ । ଧନରେ ସିନା ଗରିବ ହେଲେ ପାଠରେ ଧନୀ ପ୍ରତାପ ଓ ବର୍ଷା

କନକ ବ୍ୟୁରୋ: ଗରିବ ପିଲା ହେଲେ ଶିକ୍ଷା କ୍ଷେତ୍ରରେ ସର୍ବଶ୍ରେଷ୍ଠ ଧନୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି ଓଡିଶାର ବଛା ବଛା ପିଲା । ଯେଉଁମାନଙ୍କ କାହାଣୀ ଅନେକଙ୍କୁ ପ୍ରେରଣା ଯୋଗାଇବ । ଆର୍ଥିକ ଅନାଟନ ଭିତରେ ବି ସଂଘର୍ଷ କରି ଜଣେ ମେଧାବୀ ଛାତ୍ର ଭଲ ମାର୍କ ରଖି ପାସ୍ ହୋଇ ପାରିବ ତାହାର…

ଟାଟା କ୍ୟାନସର ହସ୍ପିଟାଲ, ରାଜ୍ୟକୁ ନା କେନ୍ଦ୍ରକୁ ହଁ । ୨୦୧୮ରେ ଚୁକ୍ତି କରି ଓହରିଗଲା କମ୍ପାନି ହେଲେ ଏବେ କେନ୍ଦ୍ର…

କନକ ବ୍ୟୁରୋ: ଭୁବନେଶ୍ୱରର ବାରଙ୍ଗରେ ରାଜ୍ୟ ସରକାରଙ୍କ ସହଯୋଗରେ ପ୍ରସ୍ତାବିତ କ୍ୟାନସର ହସ୍ପିଟାଲ ପ୍ରକଳ୍ପରୁ ଓହରି ଯାଇଥିଲା ଟାଟା ଟ୍ରଷ୍ଟ । ଏବେ କିନ୍ତୁ ନାଇଜର ଠାରେ କ୍ୟାନସର ହସପିଟାଲ ପ୍ରକଳ୍ପ ପାଇଁ ଟାଟା ଟ୍ରଷ୍ଟ ଆଗେଇ ଆସିଛି । କେନ୍ଦ୍ର ସରକାରଙ୍କ ସହ ମିଳିତ ଭାବେ ଏହି ହସପିଟାଲ…