Daily Archives

July 19, 2022

ରଙ୍ଗ ବଦଳାଉଛି ତତଲା ପୃଥିବୀ । ଏସିଆ, ଆଫ୍ରିକା ଓ ୟୁରୋପରେ ବଢୁଛି ତାପମାତ୍ରା । ଅଧିକାଂଶ ସ୍ଥାନରେ ତାପମାତ୍ରା ୫୦…

କନକ ବ୍ୟୁରୋ: ନୀଳରୁ ଲାଲ ହେଉଛି ପୃଥିବୀ । ନାସା ଦ୍ୱାରା ଜାରି କରାଯାଇଥିବା ଏକ ନକସାରୁ ଏଭଳ ଚିତ୍ର ସାମ୍ନାକୁ ଆସିଛି । ଏସିଆ, ଆଫ୍ରିକା ଓ ୟୁରୋପୀୟ ଦେଶଗୁଡିକରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ୪୬ ବର୍ଷ ମଧ୍ୟର ଥିବା ଅନ୍ତରକୁ ବି ଦେଖାଯାଇଛି । ଦୁଇଟି ଫଟୋ ଭିତରୁ ପ୍ରଥମଟି ୧୯୭୬ର…

ହକି ସାମ୍ରାଜ୍ୟର ବେତାଜ୍ ବାଦଶାହା ନରିନ୍ଦର । ହକି ଟଙ୍କାରେ କରୁଥିଲେ ଅଏସ୍ !

କନକ ବ୍ୟୁରୋ: ଜାତୀୟ ଖେଳ ହକି ଓ ଇଣ୍ଡିଆନ ଅଲମ୍ପିକ୍ସ ଆସୋସିଏସନର ଅଧ୍ୟକ୍ଷଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ହକି ଇଣ୍ଡିଆର ଟଙ୍କାକୁ ନେଇ ବ୍ୟକ୍ତିଗତ ଖର୍ଚ୍ଚରେ ଲଗାଉଥିଲେ ନରିନ୍ଦର ବତ୍ରା । ତିନି ତିନିଟି ବଡ ପଦବୀରେ ରହି ଟଙ୍କା ହରିଲୁଟର ଅଭିଯୋଗ ଆସିଛି ତାଙ୍କ ନାଁରେ ଏବଂ ତା ପରେ…

ଡଲାର ତୁଳନାରେ ସର୍ବକାଳୀନ ଖସିଲା ଟଙ୍କାର ମୂଲ୍ୟ: ଗୋଟିଏ ଡଲାରର ମୂଲ୍ୟ ପହଁଚିଲା ୮୦ଟଙ୍କା ୫ ପଇସା

କନକ ବ୍ୟୁରୋ: ଟଙ୍କା ତାର ସର୍ବକାଳୀନ ନିମ୍ନ ସ୍ତରକୁ ପହଁଚିଯାଇଛି । ମଙ୍ଗଳବାର କାରବାର ଆରମ୍ଭରେ ଆମେରକ୍ରୀ ଡଲାର ତୁଳନାରେ ଟଙ୍କା ଆହୁରି ୭ ପଇସା ହ୍ରାସ ପଳଇ ୮୦ଟଙ୍କା ୫ ପଇସାରେ ପର୍ହଚିଛି । ଟଙ୍କାର ସରରେ ଜାରି ହ୍ରାସ ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶେଷଜ୍ଞଙ୍କ…

ଆଶ୍ରୟ ଦେବା ନାଁରେ ଜହ୍ଲାଦ ପାଲଟିଲେ ଯୁବକ । ଦୁଷ୍କର୍ମକାରୀଙ୍କ ହାବୁଡରୁ ବର୍ତ୍ତିବାକୁ ଛାତରୁ ଡେଇଁଲେ ନାବାଳିକା ।

କନକ ବ୍ୟୁରୋ: କଳିଙ୍ଗନଗର ଥାନା ଝୁମ୍ପୁଣାରେ ସୋମବାରଦିନ ଘଟିଛି ଏହି ସ୍ପର୍ଶକାତର ଘଟଣା । ଆଶ୍ରୟ ଦେବା ନାଁରେ ମାନବିକତା ହରାଇଛନ୍ତି ଦୁଷ୍କର୍ମକାରୀ । ବର୍ଷା କାରଣରୁ ଝୁମ୍ପୁଣା ପ୍ରାଥମିକ ସ୍କୁଲରେ ଆଶ୍ରୟ ନେଇଥିବା ନାବାଳକ ସଂପର୍କୀୟ ଭାଇଙ୍କୁ ଆକ୍ରମଣ କରାଯିବା ସହିତ ନାବାଳିକା ଉଭଣୀକୁ…

ଡାକ୍ତର ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସଂପନ୍ନ କରିବା ପାଇଁ…

କନକ ବ୍ୟୁରୋ: ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ ପରିଡା ଜାତୀୟସ୍ତରରେ ଜଣେ ଉଚ୍ଚକୋଟୀର ବୈଜ୍ଞାନିକ ଥିଲେ ।…

ବିଧାୟକଙ୍କ ପରେ ଏବେ ସାଂସଦଙ୍କ ପାଳି: ମହାରାଷ୍ଟ୍ରରେ ବିଦ୍ରୋହୀ ହେଲେଣି ଉଦ୍ଧବ ଗୋଷ୍ଠୀର ସାଂସଦ

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ହଲଚଲ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଆସନ ପରେ ଏବେ ଦଳକୁ ନେଇ ଚାଲିଛି ଟଣାଓଟରା । କିଛି ଦିନ ପୂର୍ବରୁ ଉଦ୍ଧବ ଠାକରେଙ୍କ ବିଧାୟକଙ୍କ ଗୋଷ୍ଠୀ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ମୌକା ଦେଖି ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ ବିଦ୍ରୋହୀ ଗୋଷ୍ଠୀ ନେତା ଏକନାଥ…