Daily Archives

July 17, 2022

ଆଚାର, ପାମ୍ପଡ଼ ପାଇଁ ରେଶମ ସହର ବ୍ରହ୍ମପୁରର ରହିଛି ସ୍ୱତନ୍ତ୍ର ପରିଚୟ। ଏସ.ଏଚ.ଜି ମହିଳାମାନେ ପ୍ରସ୍ତୁତ କରୁଛନ୍ତି…

କନକ ବ୍ୟୁରୋ: ଦକ୍ଷିଣ ଓଡ଼ିଶାର ବ୍ୟବସାୟୀକ ପେଣ୍ଠସ୍ଥଳୀ ବ୍ରହ୍ମପୁର । ସହରର ବରହମପୁରୀ ପାଟ ହେଉ କି ଆଚାର ସମସ୍ତଙ୍କ ପସନ୍ଦ । ସହରକୁ କେହି ବୁଲିବାକୁ ଆସନ୍ତି ଆଚାର ନେବା ପାଇଁ ଭୁଲନ୍ତି ନାହିଁ । ବଜାରରେ ଆମ୍ବ, ଅଦା,ରସୁଣ, ଲେମ୍ବୁ ଟମାଟୋ, ଖଜରା, ଲଙ୍କା ଏଭଳି ୨୦ କିସମର ଆଚାର ବିକ୍ରି…

ଚାକିରିରୁ ଅବସର ପରେ ଛତୁ ଚାଷ କଲେ ରାୟଗଡ଼ାର ଦୁର୍ଯ୍ୟୋଧନ ଶବର। ଛତୁ ବିହନ ବି କରୁଛନ୍ତି ଉତ୍ପାଦନ।

କନକ ବ୍ୟୁରୋ: ପୋଲିସ ଚାକିରି ଛାଡି ଛତୁ ଚାଷ କରି ଯୁବପିଢୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଆଦିବାସୀ ଯୁବକ ଦୁର୍ଯ୍ୟୋଧନ ଶବର । ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀର୍ଘ ୩୩ ବର୍ଷ ଧରି ପୋଲିସ ବିଭାଗରେ କନଷ୍ଟେବଳ ଭାବେ ଚାକିରି କରୁଥିଲେ । ପିଲାଟି ଦିନରୁ ଚାଷ ପ୍ରତି ଆଗ୍ରହ…

ରୋଜଗାରର ରାସ୍ତା ଦେଖାଇଛି ଟୋରାକୋଟା କାମ। ଦକ୍ଷତା ବୃଦ୍ଧି ପାଇଁ ସରକାରଙ୍କ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଦିଆଯାଉଛି…

କନକ ବ୍ୟୁରୋ:  କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ କୁମ୍ଭାରସାହିର ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ ଆରମ୍ଭ କରିଛନ୍ତି ଟେରାକୋଟା ହସ୍ତଶିଳ୍ପ କାମ  । ମାଟିରେ ବିଭିନ୍ନ ପ୍ରକାରର ସାଜସଜ୍ଜା ସାମଗ୍ରୀ ସାଙ୍ଗକୁ ମୁର୍ତ୍ତି ପ୍ରସ୍ତୁତ କରି ଏହାକୁ ବିକ୍ରୟ କରି…

କୋରାପୁଟରେ ମହିଳାଙ୍କୁ ରୋଜଗାର ଦେଉଛି କଫି ଚାରା ନର୍ସରୀ। ଓଡ଼ିଶା ଜୀବିକା ମିଶନ ସହାୟତାରେ ମହିଳାଙ୍କୁ ଦିଆଯାଉଛି…

କନକ ବ୍ୟୁରୋ: ରାଜ୍ୟ ତଥା ରାଜ୍ୟ ବାହାରେ କୋରାପୁଟ କଫିର ରହିଛି ସ୍ୱତନ୍ତ୍ର ପରିଚୟ । ଏବେ କୋରାପୁଟରେ କଫି ସହିତ କଫି ଚାରା ନର୍ସରୀ କରି ରୋଜଗାର କରୁଛନ୍ତି ମହିଳା । କଫି ନର୍ସରୀ କରି ଜିଲ୍ଳାର ଶତାଧିକ ମହିଳା ରୋଜଗାର ପାଇବା ସହ କଫି ଚାଷର ଚାହିଦାକୁ ପୂରଣ କରୁଛନ୍ତି । ଜିଲ୍ଳାର ୫ଟି…

ଜଣେ ସ୍ୱାମୀ ହେଲେ ସ୍ତ୍ରୀ ଅନେକ । ପ୍ରେମ ଜାଲରେ ଫସାଇ ଝିଅଙ୍କୁ ଲୁଟୁଥିଲା ସମୀର । ପଢନ୍ତୁ, କେମିତି ଧରାପଡିଲା ଏହି…

କନକ ବ୍ୟୁରୋ: ନକଲି ଡାକ୍ତର ରମେଶ ସ୍ୱାଇଁ ପରେ ଠକ ସମୀର ବେଜ୍ । ଦୁହିିଁଙ୍କ କାରନାମା ସମାନ । ଜଣେ ବ୍ୟକ୍ତି, କିନ୍ତୁ ପତ୍ନୀ ଅନେକ । ସମୀରଙ୍କ ଘର ଗଞ୍ଜାମ ଜିଲ୍ଲାର ରମ୍ଭା ଅଞ୍ଚଳରେ । କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ନିଜକୁ ଇଞ୍ଜିନିୟରର ପରିଚୟ ଦେଇ ଝିଅଙ୍କୁ ପ୍ରେମ ଜାଲରେ…

ସୋମବାରଠାରୁ ମହଙ୍ଗା ହେବ ମୁଢି । ଚୁଡା, ଖଇ, ଉଖୁଡାର ମଧ୍ୟ ବଢିବ ଦର ।

କନକ ବ୍ୟୁରୋ: ଓଡିଶାର ସାଧାରଣ ଲୋକଙ୍କ ସ୍ନାକ୍ସ ଭାବେ ପରିଚିତ ମୁଢ଼ି, ଚୂଡାର ଦର ବଢିବାକୁ ଯାଉଛି । ଏହି ଖାଦ୍ୟ ଉପରେ ଜୁଲାଇ ୧୮ ତାରିଖରୁ ଜିଏସଟି ବସାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଣିକି ଭୁବନେଶ୍ୱରର ପ୍ରସିଦ୍ଧ କୋରାଖଇ କିଣିଲେ ଆପଣଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିବ । ସାଧାରଣତଃ…