Daily Archives

July 7, 2022

ଏଣିକି ଆନୁପାତିକ ବିଲ ବଦଳରେ ପ୍ରସ୍ତୁତ ହେବ ମାସିକିଆ ବିଲ: ବିଦ୍ୟୁତ ଉପଭୋକ୍ତାଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି…

କନକ ବ୍ୟୁରୋ: ନିୟମିତ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆନୁପାତିକ ବିଲ ବଦଳରେ ହେବ ସ୍ଲାବ ଅନୁଯାୟୀ ପ୍ରସ୍ତୁତ ମାସିକିଆ ବିଲ୍ । ଓଡିଆ ବିଦ୍ୟୁତ ନିୟାମକ ଆୟୋଗ ଦ୍ୱାରା ଧାର୍ଯ୍ୟ ଶୁଳ୍କସୂଚୀର ସ୍ଲାବ ଅନୁସାରେ ଏହି ବିଲ ପ୍ରସ୍ତୁତ କରାଯିବ । ବିଗତ କିଛି ଦିନ ଧରି ବିଦ୍ୟୁତ ବିତରଣ କମ୍ପାନୀଙ୍କ…

ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ: ୧୬ବର୍ଷ ସାନ ଡକ୍ଟର ଗୁରୁପ୍ରୀତ କୌରଙ୍କୁ ଜୀବନସାଥୀ କଲେ ମାନ

କନକ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେଲେ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ।ବାନ୍ଧବୀ ତଥା ଡକ୍ଟର ଗୁରୁପ୍ରୀତ କୌରଙ୍କୁ ବିବାହ କରିଛନ୍ତି ମାନ ।ଚଣ୍ଡିଗଡରେ ଆୟୋଜିତ ଏହି ବାହାଘରରେ ହାତ ଗଣତି କିଛି ନିକଟତର ବନ୍ଧୁ ଓ ସର୍ମ୍ପକୀୟ ଯୋଗ ଦେଇଛନ୍ତି । ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ଶିକ୍ଷାନୀତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ: କହିଲେ ଦେଶକୁ କେବଳ ଡିଗ୍ରୀଧାରୀ ନୁହେଁ ଦକ୍ଷ ଡିଗ୍ରୀଧାରୀଙ୍କ…

କନକ ବ୍ୟୁରୋ: ବାରଣାସୀରେ ଆୟୋଜିତ ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷାନୀତି ଉପରେ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି ବଡ ବୟାନ । ସେ କହିଛନ୍ତି ନୂତନ ଭାରତ ପାଇଁ ନୂଆ ବ୍ୟବସ୍ଥା ଜରୁରୀ ଅଟେ । ଏକବିଂଶ ଶତାଦ୍ଧୀରେ ଶିକ୍ଷା ନୀତି ସହ ଆଧୁନିକ ବିଚାର ଯୋଡିବାର…

କ୍ୟାନସରକୁ ନେଇ ଆଇଆଇଟି ମାଡ୍ରାସର ବଡ ଆବିଷ୍କାର: ଆରଟିଫିସିଆଲ ଇଣ୍ଟଲିଜେନ୍ସ ଚିହ୍ନଟ କରିବ ମଣିଷ ଶରୀରର କ୍ୟାନସର ସେଲ

କନକ ବ୍ୟୁରୋ: ବଂଶଗତ ତ୍ରୁଟି ଯୋଗୁ ହେଉଥିବା ଦୁରାରୋଗ୍ୟ କ୍ୟାନସରର ଚିହ୍ନଟ କରିବ ଆରଟିଫିସିଆଲ ଇଂଟିଲିଜେନ୍ସ ଟୁଲ । ଆରଟିଫିସିଆଲ ଇଂଟିଲିଜେନ୍ସର ସହଯୋଗରେ ଏଭଳି ଏକ ଯନ୍ତ୍ରପାତିର ବିକାଶ ବିକାଶ କରିଛନ୍ତି ମାଡ୍ରାସ ଆଇଆଇଟିର ଗବେଷକମାନେ । ଏହି ଯନ୍ତ୍ରପାତି କେବଳ କ୍ୟାନସରର ଚିହ୍ନଟ କରିବ…

ଧୋକା ଦେଲେ ସହଯୋଗୀ ଦଳ ! ପଶ୍ଚିମବଙ୍ଗ, ଝାଡଖଣ୍ଡ ଯିବେନି ଯଶୱନ୍ତ ସିହ୍ନା

କନକ ବ୍ୟୁରୋ: ଜୁଲାଇ ୧୮ ତାରିଖରେ ହେବାକୁ ଥିବା ରାଷ୍ଟପ୍ରତି ନିର୍ବାଚନ ପାଇଁ ଦୁଇ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ଯଶୱନ୍ତ ସିହ୍ନା ସବୁ ରାଜ୍ୟ ବୁଲି ସମର୍ଥନ ମାଗୁଛନ୍ତି । ବିଭିନ୍ନ ରାଜ୍ୟ ବୁଲି ଭୋଟ ମାଗୁଥିବା ଯଶୱନ୍ତ ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ଗସ୍ତକୁ ବାତିଲ କରିଦେଇଛନ୍ତି ।…

ଋଣରେ ବୁଡିଛି ଓଡିଶା ଚାଷୀ: ୯ବର୍ଷରେ ଋଣ ଭାର ବଢ଼ିଲାଣି ଅଢ଼େଇ ଗୁଣ

କନକ ବ୍ୟୁରୋ: ଋଣ ଯନ୍ତାରେ ପଡ଼ିଗଲାଣି ଓଡ଼ିଶା ଚାଷୀ । ହେଲେ ତାର ଆୟ ସେଭଳି ବଢ଼ୁନି । ଗତ ୮ ବର୍ଷରେ ଓଡ଼ିଶା ଚାଷୀଙ୍କ ଋଣ ପରିମାଣ ୬.୩୯ ଲକ୍ଷ କୋଟିରୁ ୧୬.୫ ଲକ୍ଷ କୋଟିରେ ପହଁଚିଲାଣି । ହେଲେ ଓଡ଼ିଶା ଚାଷୀର ଆୟ ୬ ବର୍ଷରେ ମାତ୍ର ୩% ବଢ଼ିଛି! ଏଭଳି ଏକ ସ୍ଥିତିରେ ଚାଷୀ ଆତ୍ମହତ୍ୟା କରିବାକୁ…