Daily Archives

July 22, 2022

ଡିଜିସିଏ ବୋର୍ଡର ନିୟମାବଳୀରେ ପରିବର୍ତନ: ଏଣିକି ଦିବ୍ୟାଙ୍ଗକୁ ବିମାନଯାତ୍ରା ପାଇଁ ବାରଣ କରି ପାରିବେନି ବିମାନ…

କନକ ବ୍ୟୁରୋ: ଏଣିକି ବିମାନଯାତ୍ରା ପାଇଁ ଆସିଲା ନୂଆ ନିୟମ । ଦିବ୍ୟାଙ୍ଗଙ୍କ ପାଇଁ ଡିଜିସିଏ ବୋର୍ଡ ନିୟମରେ ସୁଧାର ଅଣାଯାଇଛି । ଡିଜିସିଏ କହିଛି ଦିବ୍ୟାଙ୍ଗଙ୍କ ଅକ୍ଷମତା ଦର୍ଶାଇ କୌଣସି ବିମାନ କମ୍ପାନୀ ସେମାନଙ୍କୁ ଯାତ୍ରା କରିବାକୁ ବାରଣ କରିପାରିବେନି । ଯଦି ବିମାନ କମ୍ପାନୀ…

ଦେଶରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି: ୫ରାଜ୍ୟରେ ବିଗୁଡୁଛି ସ୍ଥିତି, ସବୁଠୁ ଆଗରେ ପଶ୍ଚିମବଙ୍ଗ

କନକ ବ୍ୟୁରୋ: ଦେଶରେ ଉପରାମୁହାଁ କରୋନା ସଂକ୍ରମିତ । କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୨୧ ହଜାର ୮୮ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ, ୨୧ ହଜାର ୨୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ୬୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ସହ…

ସୀମାରେ ଚୀନ କରୁଛି ଦାଦାଗିରି: ଡୋକଲାମାରେ ଗାଁ, ଅକ୍ସାଇ ଚୀନ ନିକଟରେ ଚୀନ କରୁଛି ହାଇୱେ

କନକ ବ୍ୟୁରୋ: ବିସ୍ତାରବାଦୀ ନୀତିକୁ ନେଇ ପୁଣି ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛି ଚୀନ । ଡୋକଲାମ, ଲଦାଖ ନିକଟରେ ବେଧଡକ କରି ଚାଲିଛି ସଡକ, ପୋଲ, ମୋବାଇଲ ଟାୱାର ନିର୍ମାଣ କରୁଛି । ଏଥିସହ ଭାରତ-ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗିରହିଥିବା ବେଳେ ଚୀନ ଅକ୍ସାଇ ଚୀନରେ ଆଉ ଏକ ହାଇୱେ…

ବିଦାୟ ନେଉଛନ୍ତି ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି: ବିଦାୟ ସମ୍ବର୍ଦ୍ଧନା ପାଇଁ ରାଷ୍ଟ୍ରପତି ଭବନରେ ପହଂଚିଲେ…

କନକ ବ୍ୟୁରୋ: ସରି ଆସୁଛି ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ଏହାପୂର୍ବରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଦାୟୀ ସମ୍ବର୍ଦ୍ଧନା ଦେଉଛନ୍ତି । ଏଥିରେ ସାମିଲ ହୋଇଛନ୍ତି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ।…

ବ୍ୟାଙ୍କରୁ ଫିଲ୍ମ ଷ୍ଟାଇଲରେ କଳାକନା ବୁଲାଇଲେ ଲୁଟେରା: ଗ୍ରାହକ ଓ କର୍ମଚାରୀଙ୍କୁ ବାହାରୁ ତାଲା ପକାଇ ହୋଇଗଲେ ଫେରାର

କନକ ବ୍ୟୁରୋ: କେହି କିଛି ବୁଝିବା ପୂର୍ବରୁ ବ୍ୟାଙ୍କ ଭିତରକୁ ପଶି ଆସିଥିଲେ ୮ ଜଣ ଦୁର୍ବୃତ । ହାତରେ ଥିଲା ବନ୍ଧୁକ, ଆଉ ଭୁଜାଲି । କିଛି ଗ୍ରାହକଙ୍କ ଭଳି ଦେଖା ଯାଉଥିଲେ, କିଛି ମୁଖା ପିନ୍ଧିଥିଲେ । ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଗ୍ରାହକଙ୍କୁ ଭୁଜାଲି ଦେଖାଇ ଭୟଭୀତ…

ବଜେଟ ବଢୁଛି, ବଦଳୁନି ସ୍ୱାସ୍ଥ୍ୟସେବାର ଚିତ୍ର: କେବେ ବଦଳିବ ଉପାନ୍ତ ଅଂଚଳର ହସ୍ପିଟାଲ ଚିତ୍ର?

କନକ ବ୍ୟୁରୋ: ରାୟଗଡା କାଶୀପୁରରେ ବ୍ୟାପିଛି କଲେରା ମହାମାରୀ । ଗାଁରୁ ଗାଁ ବ୍ୟାପୁଥିବା ଏହି ମହମାରୀରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ଚିକିତ୍ସା ପାଇଁ ନାହିଁ ଆବଶ୍ୟକ ଭିତ୍ତିଭୂମି । ଉପାନ୍ତ ଅଂଚଳରେ ସରକାରୀ ଓ ଘରୋଇ ହସ୍ପିଟାଲର ଚିତ୍ର ଦେଖିଲେ ଅନୁମାନ କରିହେବ କିପରି ରହିଛି…