Daily Archives

July 10, 2022

ରାଜଧାନୀରେ ବଢୁଛି କୋଭିଡ ସଂକ୍ରମଣ। ମଲରେ ସମସ୍ତେ ମାସ୍କ ପିନ୍ଧିବା ଉପରେ ବିଏମସିର ଗୁରୁତ୍ୱ। 

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ନେଇଛି ବିଏମସି । ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରିଛି ଭୁବନେଶ୍ୱର ମହାନିଗର ନିଗମ । ବିଏମସି ପକ୍ଷରୁ ସମସ୍ତ ସପିଂ ମଲରେ ୧୦୦ ପ୍ରତିଶତ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଛି…

ଉମରକୋଟ ଶିକ୍ଷୟତ୍ରୀ ତନୁଜା ବିଶ୍ୱାସଙ୍କ ଆତ୍ମହତ୍ୟା ଘଟଣା, ସୁଇସାଇଡ ନୋଟରେ ଅନେକ ଅବୁଝା କଥା

କନକ ବ୍ୟୁରୋ : ସବୁ ଠିକଠାକ ଥିଲା , କୌଣସି ମାନସିକ ଚାପ ବି ନଥିଲା । କିନ୍ତୁ ହଠାତ ଆସିଲା ଆତ୍ମହତ୍ୟାର ଖବର । ନବରଙ୍ଗପୁର ଉମରକୋଟରେ ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛନ୍ତି ସ୍ତାନୀୟ ଲୋକେ । ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି । ତନୁଜାଙ୍କ…

ରାଜପାକ୍ଷେଙ୍କ ଭବନରେ ବିଳାସପୂର୍ଣ୍ଣ କାର। ରାଷ୍ଟ୍ରପତି ଭବନରୁ ମିଳିଲା ୨ କୋଟି, ସେନାଙ୍କୁ ହସ୍ତାନ୍ତର କଲେ…

କନକ ବ୍ୟୁରୋ: ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେଙ୍କ ଭବନରେ ବିଳାସପୂର୍ଣ୍ଣ କାର । ଗୋଟିଏ ପଟେ ଲୋକଙ୍କ ପାଖରେ ଖାଇବାକୁ ନାହିଁ, ଆଉ ଏପଟେ ରାଷ୍ଟ୍ରପତିଙ୍କ ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ । ପାର୍କିଂରେ ରଖାଯାଇଥିବା ପ୍ରାୟ ୫୦ଟି କାରର ଦାମ ୫୦ କୋଟି ଟଙ୍କା ହେବ । କେବଳ କାର ନୁହେଁ,…

ପଳାୟନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ। ସାମ୍ନାକୁ ଆସିଲା ଜାହାଜ ଭିତରକୁ ପ୍ରବେଶର ଫଟୋ।

କନକ ବ୍ୟୁରୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ । ସୁଟକେସ ଧରି ଜାହାଜ ଭିତରକୁ ପ୍ରବେଶ କରୁଥିବା ଚିତ୍ର ସାମ୍ନାକୁ ଆସିଛି । ତାଙ୍କ ସହିତ ଦୁଇ ଜଣ ସହଯୋଗୀ ମଧ୍ୟ ରହିଥିବା ଦେଖିବାକୁ ମିଳିଛି । ଦେଶରେ ଆର୍ଥିକ ସଙ୍କଟ ସାଂଘାତିକ ସ୍ଥିତିରେ ପହଁଚିବା ପରେ ସରକାରଙ୍କ ବିରୋଧରେ…

ପ୍ରବଳ ବର୍ଷାରେ ଠିକାଦାର ଚଳାଇଥିଲା ପିଚୁ ଢାଳିବା କାମ, ଭିଡିଓ ଭାଇରାଲ ହେବା ପରେ ଜାଣନ୍ତୁ କଣ ହେଲା

କନକ ବ୍ୟୁରୋ : କଥାରେ ଅଛି ସରକାର କା ମାଲ ଦରିଆ ମେ ଡାଲ । ଏହି କଥା ତ ବିଭିନ୍ନ ପ୍ରସଙ୍ଗରେ ଲୋକମାନେ କହୁଥିବାର ଆପଣମାନେ ଶୁଣିଥିବେ । ହେଲେ ଏହାର ଏକ ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଜି ପଞ୍ଜାବରେ । ଏଠାରେ ଜଣେ ଠିକାଦାର ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ରାସ୍ତାରେ…

ସାମ୍ବାଦିକଙ୍କୁ ସ୍କୁଲ ମନା ପ୍ରସଙ୍ଗ: ସ୍ପଷ୍ଟିକରଣ ରଖିଲେ ଗଣଶିକ୍ଷାମନ୍ତ୍ରୀ। ବରିଷ୍ଠ ସାମ୍ବାଦିକ, ବିଭିନ୍ନ ଦଳର…

କନକ ବ୍ୟୁରୋ: ସାମ୍ବାଦିକଙ୍କୁ ସ୍କୁଲ ମନା । ଆଉ ସ୍କୁଲ ଭିତରେ ସାମ୍ବାଦିକମାନେ ପଶିପାରିବେ ନାହିଁ । ଆଉ ଏଭଳି ଏକ ଅଜବ ନିଷ୍ପତି ନେଇଛନ୍ତି ସରକାର । ଫଳରେ ସ୍କୁଲ ଭିତରେ କଣ ଚାଲିଛି, ପାଠପଢା ଚାଲିଛି କି ନାହିଁ, ଶିକ୍ଷକ ଅଛନ୍ତି କି ନାହାନ୍ତି,ପିଲାଙ୍କୁ ଖାଇବାକୁ ମିଳୁଛି କି ନାହିଁ,…