Daily Archives

July 6, 2022

ଯାଜପୁର ବରୀରେ ହିତାଧିକାରୀଙ୍କ ରାସନ ଚାଉଳ ହଡପ। ନିଲମ୍ବନ ପରେ ବି ଜାଲ ଟିପ ଚିହ୍ନରେ ଚାଉଳ ଆତ୍ମସାତ୍ ଅଭିଯୋଗ।

କନକ ବ୍ୟୁରୋ: ଜାଲ ଟିପରେ ହରିଲୁଟ ହେଉଛି ଜନତାଙ୍କ ଚାଉଳ । ରାସନ ସାମଗ୍ରୀ ବଣ୍ଟନରେ ମହାଦୁର୍ନୀତି । ଡିଲର ଖାଇ ଦେଇଛି ୩ ଶହ କ୍ୱିଣ୍ଟାଲରୁ ଅଧିକ ଚାଉଳ । ଡିଲର ଜଣଙ୍କ ବର୍ଷ ବର୍ଷ ଧରି ସରକାର ଯୋଗାଉଥିବା ରାସନ ସାମଗ୍ରୀକୁ ହଡପ କରିଚାଲିଥିବା ବେଳେ ଗତ କିଛିଦିନ ପୂର୍ବରୁ ବିଭିନ୍ନ…

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଛଡାଯାଇଛି ପ୍ରଥମ ପାଣି। ଜଳସେଚିତ ହେବ ୭ଟି ବ୍ଲକର ୧ ଲକ୍ଷ ୧୨ ହଜାର ୮୬୬ ହେକ୍ଟର ଚାଷ…

କନକ ବ୍ୟୁରୋ: ଚାଷ ଜମିରେ ପହଞ୍ଚିବ ଇନ୍ଦ୍ରାବତୀ ପାଣି । କାରଣ ଖରିଫ ଚାଷ ପାଇଁ କଳାହାଣ୍ଡି ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଚଳିତ ବର୍ଷର ପ୍ରଥମ ପାଣି ଛଡାଯାଇଛି । ମଙ୍ଗଳପୁର ବ୍ୟାରେଜରୁ ଦୁଇଟି କେନାଲରେ ପାଣି ଛଡାଯାଇଛି । ବାମ କେନାଲରେ ୫ କ୍ୟୁସେକ୍ ଜଳ ଛଡାଯାଇଥିବା ବେଳେ ଦକ୍ଷିଣ…

ନିର୍ଦ୍ଧାରିତ ସମୟରେ ଆସିଲେ ନାହିଁ ନିର୍ବାଚନ ଅଧିକାରୀ। ରାଜକନିକା ଭାରିଗଦା ପ୍ରାଥମିକ କୃଷି ସମବାୟ ସମିତିରେ ବନ୍ଦ…

କନକ ବ୍ୟୁରୋ: ନିର୍ବାଚନ ଅଧିକାରୀ ଆସିଲେନି ତେଣୁ ବନ୍ଦ ରହିଲା ସମବାୟ ସଭାପତି ନିର୍ବାଚନ । ପ୍ରତିବାଦରେ ପ୍ରଜାଇଡିଂ ଅଫିସରଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ଅଟକ ରଖିଲେ ଚାଷୀ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଭାରିଗଦା ପ୍ରାଥମିକ କୃଷି ସମବାୟ ସମିତିରେ । ନିର୍ବାଚନ…

କେଲୋ ନଦୀର ପାଣିକୁ ଅଟକାଇବା ପାଇଁ ଛତିଶଗଡର ଚକ୍ରାନ୍ତ। ନେତନଗର ଠାରେ ଆନିକଟ ନିର୍ମାଣ ପାଇଁ ସରିଛି ଟେଣ୍ଡର।

କନକ ବ୍ୟୁରୋ: ମହାନଦୀ ଉପରମୁଣ୍ଡରେ କଲମା ବ୍ୟାରେଜ କରି ମହାନଦୀ ପାଣିକୁ ଅଟକାଇବା ଥିବା ଛତିଶଗଡ ସରକାର, ଏବେ ମହାନଦୀ ଶାଖାନଦୀ ଉପରେ ନଜର ପକାଇଛି । କେଲୋ ନଦୀ ଉପରେ ଆନିକଟ ନିର୍ମାଣ କରୁଛି ଭୂପେଶ ବାଘେଲ ସରକାର । ଫଳରେ ଝାରସୁଗୁଡା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଜୀବନରେଖା କୁହାଯାଉଥିବା…

ସରକାର କମାଇଲେ ବୁଷ୍ଟର ଡୋଜର ଅବଧି । ଏବେ ଟିକାର ଉଭୟ ଡୋଜ ନେବାର ୬ ମାସ ପରେ ନେଇପାରିବେ ବୁଷ୍ଟର ଡୋଜ

କନକ ବ୍ୟୁରୋ : କରୋନାର ବୁଷ୍ଟର ଡୋଜ ଏବେ ୯ ମାସ ପରିବର୍ତ୍ତେ ୬ ମାସ ମଧ୍ୟରେ ନେଇପାରିବେ । ସରକାରଙ୍କ ତରଫରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । କୌଣସି ବି ବ୍ୟକ୍ତି ଟିକାର ଉଭୟ ଡୋଜ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି । ୧୮ ରୁ ୫୯ ବର୍ଷର…

ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ନିକଟରୁ ମିଳିଲା ସୁଇସାଇଡ ନୋଟ୍: ପକେଟରୁ ସୁଇସାଇଡ ନୋଟ ଜବତ କଲା ପୋଲିସ

କନକ ବ୍ୟୁରୋ: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ନିକଟରୁ ସୁଇସାଇଡ ନୋଟ ଜବତ କରାଯାଇଛି । ପୋଷ୍ଟମର୍ଟମ ବେଳେ ତାଙ୍କ ପକେଟରୁ ଏହି ସୁଇସାଇଡ ନୋଟ୍ ଜବତ କରିଛି ପୋଲିସ । ରଶ୍ମିରେଖାଙ୍କ ମୃତ୍ୟୁର ୧୬ ଦିନ ପରେ ସନ୍ତୋଷ ଆତ୍ମହତ୍ୟା କରିଛନ୍ତି । ରାଉରକେଲା…