Daily Archives

July 29, 2022

କାଲି ପତ୍ନୀ ଓ ପୁଅଙ୍କ ସହ ଜନ୍ମଦିନ ପାଳନ କରିବେ ବାବୁଶାନ: ପୁଲିସ ଜେରା ପରେ ହିଁ ପ୍ରତିକ୍ରିୟା ରଖିବା କଥାକୁ ପୁଣି…

କନକ ବ୍ୟୁରୋ: ଆସନ୍ତାକାଲି ପତ୍ନୀ ତୃପ୍ତି ଓ ପୁଅ ପାଖକୁ ଯାଇ ଜନ୍ମଦିନ ପାଳନ କରିବେ ଅଭିନେତା ବାବୁଶାନ । ଆଜି ଲଗାତାର ଦ୍ୱିତୀୟଦିନ ଲାଗି ଗଣମାଧ୍ୟମ ସାମ୍ନାକୁ ଆସି ଏଭଳି କଥା କହିଛନ୍ତି ନିଜେ ବାବୁଶାନ । ପରିବାର ସହ ବି ସେ ଜନ୍ମଦିନରେ ରହିବେ । ସୋସିଆଲ ମିଡିଆରେ ଭାଇରାଲ ଅଡିଓ ନେଇ…

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ କୀର୍ତ୍ତିମାନ: କିମ୍ସ ସୁପର ସ୍ପେଶିଆଲିଟି ଓ କ୍ୟାନସର ସେଣ୍ଟରର ଉଦଘାଟନ କଲେ…

କନକ ବ୍ୟୁରୋ: ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ ହୋଇଛି । କିମ୍ସ ସୁପର ସ୍ପେଶିଆଲିଟି ଓ କିମ୍ସ କ୍ୟାନ୍ସର ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, କିଟ୍‍, କିସ୍‍ ଓ…

ଅଧୀରଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍? ଟୁଇଟ୍ କରି ପ୍ରଶ୍ନ କଲେ ବିଷ୍ଣୁ ସେଠୀ । ପଢନ୍ତୁ,…

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଚୁପ୍? ଏ ନେଇ ଟୁଇଟ କରି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ମହାମହିମ ରାଷ୍ଟ୍ରପତିଙ୍କୁ ଓଡ଼ିଶାର ଗର୍ବ…

ନିଜ ସନ୍ତାନର ସାଙ୍ଗିଆ ସ୍ଥିର କରିପାରିବେ ମା। ଚାହିଁଲେ, ସନ୍ତାନର ନାଁ ସହ ଯୋଡି ପାରିବେ ୨ୟ ସ୍ୱାମୀଙ୍କ ସାଙ୍ଗିଆ। 

କନକ ବ୍ୟୁରୋ:  ଶୁକ୍ରବାର ସରନେମ ବା ସାଙ୍ଗିଆକୁ ନେଇ ଏକ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ପିତାଙ୍କ ମୃତ୍ୟୁ ପରେ ମାର ପୂରା ହକ ରହିଛି କି ସେ ନିଜ ସନ୍ତାନର ସାଙ୍ଗିଆ ବଦଳାଇପାରିବେ । ପିତାଙ୍କ ମୃତ୍ୟୁ ପରେ ମା ହିଁ ଜଣେ ମାତ୍ର ବ୍ୟକ୍ତି ଯାହାର ପିଲା ଉପରେ ଶତପ୍ରତିଶତ…

ସଶକ୍ତ ହେଉଛି ଭାରତୀୟ ସେନା। ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ ହେଲିକପ୍ଟର ରୋମିଓ। 

କନକ ବ୍ୟୁରୋ: ଭାରତୀୟ ନୌସେନାକୁ ଆହୁରି ଶକ୍ତିଶାଳୀ କରାଇବ ‘ରୋମିଓ’ ହେଲିକପ୍ଟର । ଭାରତୀୟ ସେନାରେ ସାମିଲ ହୋଇଛି ଦୁଇଟି ରୋମିଓ ହେଲିକପ୍ଟର । ଗୁରୁବାର ଆମେରିକାରୁ ଏହି ଦୁଇଟି ଏମଏଚ୍-୬୦ ରୋମିଓ ମଲଟି ପର୍ପଜ ହେଲିକପ୍ଟର ମିଳିଛି । ନୌସେନା ତା’ର ସାମଗ୍ରିକ ବୃଦ୍ଧି କରିବା ଲକ୍ଷ୍ୟରେ ଏହି…

ଆମେରିକା, ଚାଇନା ଭିତରେ ଉତ୍ତେଜନା। କଥାହେଲେ ବାଇଡେନ-ଜିନପିଙ୍ଗ।

କନକ ବ୍ୟୁରୋ: ତାଇୱାନଙ୍କୁ ନେଇ ଆମେରିକା ଓ ଚୀନ ମଧ୍ୟରେ ଚାଲିଛି ଉତ୍ତେଜନା । ଏହା ଭିତରେ ଦୁଇ ଦେଶର ରାଷ୍ଟ୍ରନେତା ପରସ୍ପର ସହ ଫୋନରେ କଥା ହୋଇଥିବା ଜଣାପଡିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ୨ ଘଣ୍ଟା ୨୦ ମିନିଟର ଆଲୋଚନା ହୋଇଥିବା…