Daily Archives

July 23, 2022

ଲୁଣା ଜଙ୍ଗଲ ଅଭିବୃଦ୍ଧିରେ ଭିତରକନିକା ଶ୍ରେଷ୍ଠ। ୨ ବର୍ଷରେ ସୃଷ୍ଟି ହୋଇଛି ୭.୭୬ ବର୍ଗ କିଲୋମିଟର ଜଙ୍ଗଲ।

କନକ ବ୍ୟୁରୋ: ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳୁଛି । ନିକଟରେ ୟୁରୋପ ମହାଦେଶରେ ଦେଖାଯାଇଛି କେଉଁଭଳି ତାପମାତ୍ରା ବୃଦ୍ଧିପାଇଛି । ଖାଲି ୟୁରୋପରେ କାହିଁକି ଆମ ରାଜ୍ୟରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି । ଅସ୍ତରଙ୍ଗ ଅଞ୍ଚଳରେ ସମୁଦ୍ରର…

ଦୂର ହେବ ଖାଦ୍ୟ ସଙ୍କଟ। ସହମତି ଦେଲେ ରୁଷ ଓ ୟୁକ୍ରେନ୍ ।

କନକ ବ୍ୟୁରୋ:  ଖୁବଶୀଘ୍ର ଦୂର ହେବ ଖାଦ୍ୟ ସଙ୍କଟ । ଖାଦ୍ୟ ଶସ୍ୟ ରପ୍ତାନୀ ପାଇଁ ଶେଷରେ ସହମତି ଦେଲେ ରୁଷ ଓ ୟୁକ୍ରେନ୍ । ଗତ ଫେବ୍ରୁଆରୀ ୨୪ତାରିଖରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଥିବା ଭିତରେ ଦୁଇ ଦେଶ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି । କୃଷ୍ଣସାଗର ପଥ ଦେଇ ଜାହାଜରେ…

ଦିଲ୍ଲୀ ରେଳ ଷ୍ଟେସନରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ୪ ଅଭିଯୁକ୍ତ ଗିରଫ।

କନକ ବ୍ୟୁରୋ: ପୁଣି ଦିଲ୍ଲୀରେ ଦୁଷ୍କର୍ମ । ଦିଲ୍ଲୀ ରେଳ ଷ୍ଟେସନରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଦିଲ୍ଲୀ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ସମସ୍ତ ଅଭିଯୁକ୍ତ ରେଲୱେ କର୍ମଚାରୀ ବୋଲି ଜଣାପଡିଛି । ରେଳବାଇ ଡିସିପି ହରେନ୍ଦ୍ର ସିଂ…

ଦିଲ୍ଲୀ ସରକାର ବନାମ କେନ୍ଦ୍ର ସରକାର। ଏକ୍ସସାଇଜ ପଲିସିକୁ ନେଇ ପଲିଟିକ୍ସ, ବିଜେପି ଓ ଆପ୍ ମୁହାଁମୁହିଁ।

କନକ ବ୍ୟୁରୋ: ଯେବେଠୁ ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର, ସେବେଠୁ ଆରମ୍ଭ ହୋଇଛି କେନ୍ଦ୍ର ବନାମ କେଜ୍ରିୱାଲ ସରକାର । ସିିବିଆଇ ତଦନ୍ତକୁ ଆମ ଆଦମୀ ପାର୍ଟି ରାଜନୈତିକ ଷଡଯନ୍ତ୍ରର ନାଁ ଦେଇ କେନ୍ଦ୍ର ଉପରେ ବର୍ଷିଛି । ଏପରିକି…

କମିବ ଦେଶର ଜନସଂଖ୍ୟା। ଦେଶରୁ କମିଯିବ ୪୧ କୋଟି ଜନସଂଖ୍ୟା। 

କନକ ବ୍ୟୁରୋ:  ଆଉ ମ।ତ୍ର ୭୮ବର୍ଷ ଭିତରେ ଦେଶରୁ କମିଯିବ ୪୧ କୋଟି ଜନସଂଖ୍ୟା । ଏହି ରିପୋର୍ଟ ଦେଇଛି ମିଳିତ ଜାତିସଂଘର ଜନସଂଖ୍ୟା ବିଭାଗ । ଷ୍ଟାନଫୋର୍ଟ ଅଧ୍ୟୟନରେ ଦର୍ଶାଯାଇଛି ଯେ ଜନସଂଖ୍ୟା ବୃଦ୍ଧି ହ୍ରାସ ପାଇଲେ ସ୍ଥିର ହୋଇଥିବା ଜନସାଧାରଣଙ୍କ ଜ୍ଞାନ ଓ ଜୀବନଧାରଣା କ୍ରମଶ ଅପସରିଯିବ ।…

ଉଦ୍ଧବ ଗୋଷ୍ଠୀ ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଟଣାଓଟରା। ନିର୍ବାଚନ କମିଶନ ନିକଟରେ ପହଁଚିଲା ଦାବି। 

କନକ ବ୍ୟୁରୋ:  ବାଲାସାହେବଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶିବସେନା ଉପରେ କାହାର ରହିବ ନିୟନ୍ତ୍ରଣ ଉଦ୍ଧବ ଗୋଷ୍ଠୀ ନା ସିନ୍ଦେ ଗୋଷ୍ଠୀ ହାତକୁ ଯିବ କମାଣ? ଏନେଇ ସଂଖ୍ୟା ଗରିଷ୍ଠତା ପ୍ରମାଣ ମାଗିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଯେଉଁ ଗୋଷ୍ଠୀ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ ତା…