Daily Archives

July 12, 2022

ଶ୍ରୀଲଙ୍କା ରାଷ୍ଟ୍ରପତି ଭବନକୁ କବଜାକୁ ନେବା ପରେ ମନୋରଞ୍ଜନ କରୁଛନ୍ତି ଜନତା: ରାତିରେ ଆୟୋଜନ କଲେ ମେଲୋଡି

କନକ ବ୍ୟୁରୋ: ଶ୍ରୀଲଙ୍କାର ଏକ ସାଇକେଲ ଦୋକାନ । ଯେଉଁଠି ଲୋକେ ସାଇକେଲ କିଣିବାକୁ ଭିଡ ଜମାଇଛନ୍ତି । ତେଲର ଅଭାବ ଏବଂ ଆର୍ଥିକ ସ୍ଥିତି ଖରାପ ହେବା ପରେ ଲୋକେ ଏବେ ସାଇକେଲ କିଣିବାରେ ବ୍ୟସ୍ତ ଅଛନ୍ତି । ଦେଶରେ ଦରଦାମ ପରିସ୍ଥିତି ଉକ୍ରଟ ରୂପ ଧାରଣ କରୁଥିବାବେଳେ ପେଟ୍ରୋଲ ଡିଜେଲ ମିଳିବା…

ଜମାକାରୀଙ୍କ ଆକାଉଣ୍ଟ ଫ୍ରିଜ, ରାସ୍ତାରେ ଲୋକେ: ଚୀନରେ ୬ଟି ବ୍ୟାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଜନତା

କନକ ବ୍ୟୁରୋ: ଏକାଠି ହୋଇ ନାରାବାଜି କରୁଛନ୍ତି ହଜାର ହଜାର ଚୀନ ନାଗରିକ । ବ୍ୟାଙ୍କ ଆକାଉଂଟରୁ ପଇସା ବାହାର କରିପାରୁନାହାନ୍ତି । ତେଣୁ ବିଭିନ୍ନ ବ୍ୟାଙ୍କ ସାମ୍ନାରେ ପ୍ରତିବାଦ କରୁଛନ୍ତି ଜମାକାରୀ । ଚାଇନାର ସେଂଟ୍ରାଲ ବ୍ୟାଙ୍କ, ଜେଙ୍ଗଜୋ ଶାଖା ବାହାରେ ଥିବା ପିପୁଲ୍ସ ବ୍ୟାଙ୍କ ଅଫ୍…

ଧୱନ-ରୋହିତଙ୍କ ଦମଦାର ପାର୍ଟନରସିପ: ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା ଭାରତ

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆରେ ଭାରତ ବଡ ବିଜୟ ଲାଭ କରିଛି । ରୋହିତ ଶର୍ମା ଓ ଶିଖର ଧୱନଙ୍କ ଦମଦାର ପାର୍ଟନରସିପ ଦେଖିବାକୁ ମିଳିଥିଲା । ଫଳରେ ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୦ ୱିକେଟରେ ହରାଇଛି । ୩ ଟିକିଆ ଦିନିକିଆ ସିରିଜରେ ଭାରତ ଏବେ ୧-୦ରେ ଆଗୁଆ ରହିଛି । ଏହି…

ଶ୍ରୀଲଙ୍କା ରାଷ୍ଟ୍ରପତି ଦେଲେ ଇସ୍ତଫା: ଦେଶ ଛାଡି ଚାଲିଯିବା ବେଳେ ବିମାନବନ୍ଦରରେ ହଟହଟା ହେଲେ ପୂର୍ବତନ ମନ୍ତ୍ରୀ

କନକ ବ୍ୟୁରୋ: ଦେଶର ଆର୍ଥିକ ସ୍ଥିତି ଖରାପ ହୋଇଥିବାରୁ ଗୋଟିଏ ପଟେ ରାସ୍ତାରେ ଶ୍ରୀଲଙ୍କାର ଜନତା । ଅନ୍ୟପଟେ ଦେଶ ଛାଡିଯିବାକୁ କଲୋମ୍ବୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ସାନ ଭାଇ ବାସିଲ ରାଜପାକ୍ଷେ । ଆମେରିକା ଏବଂ ଶ୍ରୀଲଙ୍କାର ନାଗରିକତ୍ୱ ରଖିଥିବା…

ଅଶୋକ ସ୍ତମ୍ଭକୁ ନେଇ ରାଜନୀତି: ନୂଆ ସଂସଦ ଭବନରେ ଲୋକାର୍ପଣ ହୋଇଥିବା ଅଶୋକ ସ୍ତମ୍ଭ ମୂଳ ଜାତୀୟ ପ୍ରତିକଠୁ ଅଲଗା କହିଲେ…

କନକ ବ୍ୟୁରୋ: ନୂଆ ସଂସଦ ଭବନର ଛାତ ଉପରେ ଉନ୍ମୋଚିତ ହୋଇଥିବା ଅଶୋକ ସ୍ତମ୍ଭକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିରୋଧୀ ଅଭିଯୋଗ କରିଛନ୍ତି ପୁରୁଣା ଅଶୋକ ସ୍ତମ୍ଭ ଏବଂ ନୂଆ ଅଶୋକ ସ୍ତମ୍ଭ ମଧ୍ୟରେ ଅନେକ ଫରକ ରହିଛି । ପୁରୁଣା ଅଶୋକ ସ୍ତମ୍ଭରେ ଥିବା ସିଂହ ଗୁଡ଼ିକ ସେତିକି ମୁହଁ ଖୋଲିନି ଯେତିକି…

ଡିଜିଟାଲ ଲୋନ ଠକେଇର ଚାଇନା ଲିଙ୍କ୍: ଗ୍ରାହକଙ୍କୁ ସର୍ବସ୍ୱାନ୍ତ କରିବାକୁ ଅନଲାଇନ ଠକ୍ ଆପ୍ ଖୋଲି ବସିଛନ୍ତି ଲୁଟେରା

କନକ ବ୍ୟୁରୋ: ଆଜିକାଲି ପ୍ଲେ ଷ୍ଟୋରରେ ଅତି ସହଜରେ ମିଳିଯାଉଛି ଡିଜିଟାଲ ଲୋନ ଆପ୍ । ଗ୍ରାହକଙ୍କୁ ସର୍ବସ୍ୱାନ୍ତ କରିବାକୁ ଠକ ଆପ୍ ଖୋଲି ବସିଛନ୍ତି ଲୁଟେରା । ଏପରି ଠକେଇର ମାଷ୍ଟର ମାଇଣ୍ଡ ଚୀନ ଯୁବକ ଲିୟୁକୁ ଖୋଜୁଛି କ୍ରାଇମବ୍ରାଂଚ ଇଓଡବ୍ଲୁ । ଫେକ୍ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଋଣ ଦେଇ…