Daily Archives

July 5, 2022

ଭୁବନେଶ୍ୱର ପରେ ଦେବଗଡ ରାଗିଂ ଅଭିଯୋଗ। ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ରାଗିଂ ଅଭିଯୋଗ । 

କନକ ବ୍ୟୁରୋ: ଭୁବନେଶ୍ୱର ପରେ ଦେବଗଡରୁ ରାଗିଂ ଅଭିଯୋଗ ଆସିଛି । ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ମୁଖ୍ୟଚିକିତ୍ସାଧୀକାରୀଙ୍କ ପାଖରେ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ଜଣେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ସିନିୟର ଛାତ୍ରୀ…

ନୂପୁର ଶର୍ମାଙ୍କୁ ନେଇ ମୁହଁଖୋଲିଲେ ପୁରୀ ଶଙ୍କରାଚାର୍ଯ୍ୟ। କହିଲେ, କହିବାର ଶୈଳୀ ଠିକ ହେବା ଦରକାର, ଯାହାଦ୍ୱାରା…

କନକ ବ୍ୟୁରୋ:  ପ୍ରଫେଟ ମହମ୍ମଦଙ୍କୁ ନେଇ ମୁହଁ ଖୋଲିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ।  ପ୍ରତିକ୍ରିୟା ରଖି ସେ କହିଛନ୍ତି, ଦ୍ରୌପଦୀ ଅନ୍ଧକୁ ଅନ୍ଧ ବୋଲି କହିବାରୁ ମହାଭାରତ ହୋଇଥିଲା । ତେଣୁ  କହିବାର ଶୈଳୀ ଠିକ ହେବା ଦରକାର । ଏହାଦ୍ୱାରା ଲକ୍ଷ୍ୟ…

ଔଷଧରୁ ସୁସ୍ଥ ହେଲେ କର୍କଟ ରୋଗୀ। ଆଥିଜୋଲିଜୋମାବ ଇଂଜେକ୍ସନରୁ ସୁସ୍ଥ ହେଲେ ମାଞ୍ଚେଷ୍ଟରରେ ରହୁଥିବା ଭାରତୀୟ ବଂଶୋଦ୍ଧବ…

କନକ ବ୍ୟୁରୋ: ଔଷଧ ଖାଇ ମାରାତ୍ମକ କର୍କଟ ରୋଗରୁ ସୁସ୍ଥ ହେଲେ ଜଣେ ଭାରତୀୟ ବଂଶୋଦ୍ଧବ ମହିଳା । କିଛି ବର୍ଷ ତଳେ ଡାକ୍ତର ତାଙ୍କୁ ୨ ମାସ ବଞ୍ଚିବାକୁ ସମୟ ଦେଇଥିବା ବେଳେ ସେ ଆଜି ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଘରେ ଖୁସି ମନାଉଛନ୍ତି । ବ୍ରେଷ୍ଟ କର୍କଟ ରୋଗରେପୀଡ଼ିତ ଥିବା ମହିଳା ଜଣଙ୍କ ଇଂଲଣ୍ଡରେ…

କାଇ ଚଟଣିକୁ ମିଳିବ ଜିଆଇ ଟ୍ୟାଗ! ମୟ୍ରୁରଭଞ୍ଜ ଆଦିବାସୀଙ୍କ ସ୍ୱତନ୍ତ୍ର ଖାଦ୍ୟ କାଇ ଚଟଣି।

କନକ ବ୍ୟୁରୋ: କାଇ ଚଟଣି ନାଁ ଶୁଣିଲେ ହଠାତ ଆପଣ ଏହାକୁ ବୁଝିପାରୁନଥିବେ । ଏହା ଏକ ସ୍ୱତନ୍ତ୍ର ଚଟଣି । ମୟୁରଭଞ୍ଜର ଆଦିବାସୀ ସମ୍ପ୍ରଦାୟର ଲୋକେ ଗଛରେ ରହୁଥିବା ନାଲି ପିମ୍ପୁଡି ବା କାଇକୁ ନେଇ ଏହି ସ୍ୱତନ୍ତ୍ର ଧରଣର ଚଟଣି ପ୍ରସ୍ତୁତ କରିଥାନ୍ତି । ଏହାକୁ ଅତି ସ୍ୱାଦିଷ୍ଟ ବୋଲି ବି ସେମାନେ…

କାଳ ହେଲା ଅନଲାଇନ୍ ଭିଡ଼ିଓ ଗେମ୍। ଆଳି, ବାଲିକୁଦା ଅଞ୍ଚଳରେ ଦୁଇ ଯୁବକ କଲେ ଆତ୍ମହତ୍ୟା।

କନକ ବ୍ୟୁରୋ: ୨୩ ବର୍ଷର ଆଶିଷ ଓ ୨୫ ବର୍ଷୀୟ ଦେବେନ୍ଦ୍ର । ଅନଲାଇନ ଗେମ୍ କେତେ ଭୟଙ୍କର ହୋଇପାରେ, ଏମାନେ ହେଉଛନ୍ତି ତା’ର ବଡ଼ ଉଦାହରଣ । କେନ୍ଦ୍୍ରାପଡ଼ା ଓ ଜଗତସିଂହପୁରରୁ ଏପରି ଦୁଃଖଦ ଘଟଣା ଆସିଛି । କେନ୍ଦ୍ରାପଡ଼ାର ଆଶିଷ ଓ ଜଗତସିଂହପୁର ଦେବେନ୍ଦ୍ର ସମାନଢଙ୍ଗରେ ଅର୍ଥାତ ବେକରେ ରଶି ଲଗାଇ…

ଆମେରିକାରେ ଉଗ୍ର ହେଉଛି ଗନ କଲଚର । ଜୁଲାଇ ମାସରେ ଘଟିଲାଣି ୬ ଟି ଗୁଳିକାଣ୍ଡ

କନକ ବ୍ୟୁରୋ : ଆମେରିକାର ସ୍ୱାଧୀନତା ଦିବସ ଅବସରରେ ଚିକାଗୋ ସହରରେ ଏକ ପରେଡ୍ ଚାଲିଥିବା ବେଳେ ଗୁଳିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ସୋମବାର ପରେଡ୍ ଚାଲିଥିବା ବେଳେ ହଠାତ୍ ଗୁଳିକାଣ୍ଡ ଘଟିଥିଲା । ଲୋକେ କିଛି ବୁଝିବା ପୂର୍ବରୁ ଆତର୍କିତ…