Daily Archives

July 1, 2022

ରାତିରେ ଅଧିକ ବଢ଼େ କ୍ୟାନସର ସେଲ୍: ସ୍ତନ କର୍କଟ ରୋଗୀ ଶୋଇଥିବା ବେଳେ ରକ୍ତ ପ୍ରବାହକୁ ମାଡିଥାଏ ଟ୍ୟୁମର ସେଲ୍

କନକ ବ୍ୟୁରୋ: ଆଧୁନିକ ଚିକିତ୍ସା ବିଜ୍ଞାନ ପୂର୍ବ ତୁଳନାରେ ଏବେ କ୍ୟାନସର ବା କର୍କଟ ରୋଗ ହେଲେ ଜଣେ ସୁସ୍ଥ ହୋଇପାରୁଛନ୍ତି । କିନ୍ତୁ ଏହା ଏବେ ବି ଘାତକ ହୋଇ ରହିଛି । ଯଦି ଏହା ଟ୍ୟୁମରରେ ଥିବା ସେଲ ରକ୍ତରେ ସଂକ୍ରମିତ ହେଲେ ଶରୀରର ଅନ୍ୟ ଅଙ୍ଗକୁ ସଂକ୍ରମିତ କରନ୍ତି । ଏବେ ଏକ ନୂଆ…

ରଥଯାତ୍ରାରେ ଆସିଲା ଅଘଟଣର ଖବର: ରଥ ଟାଣିବାବେଳେ କେଉଁଠି ଲାଗିଲା କରେଣ୍ଟ ତ କେଉଁଠି ରଥ ଚଢି କଟିଗଲା ହାତ

କନକ ବ୍ୟୁରୋ: ରଥଯାତ୍ରାରେ ବିଭିନ୍ନ ଆଡୁ ଅଘଟଣର ଖବର ଆସିଛି । ବାଲେଶ୍ୱର ଜିଲ୍ଲା ବସ୍ତାରେ ରଥ ଟାଣୁଥିବାବେଳେ ୧୧ କେଭି ବିଦ୍ୟୁତ ତାର ଲାଗି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସଂଧ୍ୟାରେ ବସ୍ତା ଥାନା ଗୁଡିଖାଳ ଗାଁରେ ଶତାଧିକ ଲୋକ ରଥ ଟାଣୁଥିବାବେଳେ…

ଜୁଲାଇ ୪ ତାରିଖରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। କାଲିଠୁ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…

କନକ ବ୍ୟୁରୋ: ଜୁଲାଇ ୪ ତାରିଖ ଉତ୍ତର ଓଡିଶା ଏବଂ ତତସଂଲଗ୍ମ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଯାହା ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଆହୁରି ସକ୍ରିୟ କରାଇବା ସହ ରାଜ୍ୟରେ ବର୍ଷାର ପରିମାଣକୁ ବଢାଇବ ବୋଲି କୁହାଯାଉଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ ବୋଲି…

ଜିଏସଟିକୁ ପୂରିଲା ୫ ବର୍ଷ: ଟିକସଦାତାଙ୍କୁ ବହୁ ସଂଖ୍ୟାର ଟିକସରୁ ମୁକ୍ତି ଦେବା ଥିଲା ଏହାର ମୂଳ ଉଦ୍ଦେଶ୍ୟ

କନକ ବ୍ୟୁରୋ: ଜିଏସଟି ବା ସାମଗ୍ରୀ ଓ ସେବା ଟିକସକୁ ପୁରିଲା ୫ ବର୍ଷ । ଭାରତର ପରୋକ୍ଷ ଟିକସ କ୍ଷେତ୍ରର ସବୁଠାରୁ ବଡ଼ ସଂସ୍କାର ସାମଗ୍ରୀ ଓ ସେବା ଟିକସ ୫ ବର୍ଷର ଯାତ୍ରା ପୂରଣ କରିଛି । ସେବା କର, ବିକ୍ରି କର ଭଳି ୧୭ ପ୍ରକାର ସ୍ଥାନୀୟ ଟିକସ ଓ ୧୩ ପ୍ରକାର ସେସ୍ କୁ ଉଚ୍ଛେଦ କରି ସେହି…

ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଦେହାନ୍ତ। ରାସ୍ତା ଦୁର୍ଘଟଣାରେ ଚାଲିଗଲା ଜୀବନ।

କନକ ବ୍ୟୁରୋ: କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ରାତିରେ ଶେଷ କଥା ହୋଇଥିଲେ, କିନ୍ତୁ ସକାଳୁ ସକାଳୁ ଜୀବନ ଚାଲିଯିବ ବୋଲି କେହି ଜାଣିନଥିଲେ । ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା । ରଥଯାତ୍ରା ବୋଲି ସକାଳୁ ସଅଳ ଉଠି ବାହାରିଯାଇଥିଲେ ପୁରୀ ଅଭିମୁଖେ । କିନ୍ତୁ କିଏ ଜାଣିଥିଲା ଏ…

ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଲା: କେବଳ ରାଜ୍ୟରେ ନୁହେଁ, ରାଜ୍ୟ ବାହାରେ ଧୁମଧାମରେ ରଥଯାତ୍ରା ପାଳନ

କନକ ବ୍ୟୁରୋ: ଭଜନ ,ସଂକୀର୍ତନ, ଘଂଟନାଦରେ କମ୍ପି ଉଠୁଛି ପରିବେଶ । ସବୁଠି ଖାଲି ବାସୁଛି କାଳିଆ କାଳିଆ । ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି । ଭାବ ବିନୋଦିଆ କାଳିଆ ଠାକୁର ଭାଇ ଭଉଣୀଙ୍କ ସହ ତିନି ରଥରେ ବିଜେ ହୋଇ ସାରା ଦୁନିଆକୁ ଦର୍ଶନ ଦେଇଛନ୍ତି । ବଡ ଦେଉଳରୁ ବଡଦାଣ୍ଡକୁ ଓହ୍ଲାଇ…