Daily Archives

July 3, 2022

ଆଦିବାସୀ ମହିଳାଙ୍କୁ ଛତୁ ଚାଷ ଦେଉଛି ରୋଜଗାର । ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା

କନକ ବ୍ୟୁରୋ : ଆଦିବାସୀ ମହିଳାଙ୍କୁ ଛତୁ ଚାଷ ଦେଉଛି ରୋଜଗାର । ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକର ଆଦିବାସୀ ମହିଳା ମାନେ ନିଜସ୍ୱ ଉଦ୍ୟମରେ ଛତୁ ଚାଷ କରି ବେଶ ୨ ପଇସା ରୋଜଗାର କରୁଛନ୍ତି । ଛତୁ,…

ବର୍ଷା ଦିନରେ ବଡା ଛତୁ ଚାଷକରି ଲାଭବାନ ହେଉଛନ୍ତି ଆଦିବାସୀ, ନବରଙ୍ଗପୁର ବଡା ଛତୁର ରହିଛି ସ୍ୱତନ୍ତ୍ର ସ୍ୱାଦ

କନକ ବ୍ୟୁରୋ : ପ୍ରଚଣ୍ଡ ରୌଦ୍ରତାପକୁ ବିଦାୟ ଦେଇ ମୌସୁମି ଧରିତ୍ରୀରେ ପ୍ରବେଶ କରିବା ପରେ, ଏହି ସମୟରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ, ପ୍ରଚୁର ପରିମାଣରେ ବଡା ଛତୁ ମିଳିଥାଏ । ଯାହାକୁ ବିକ୍ରିୟ କରି ଆଦିବାସୀ ଲୋକେ ବେଶ ଭଲ ରୋଜଗାର କରନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର…

ମସଲା ଉଦ୍ୟୋଗ କ୍ଷେତ୍ରରେ ବହୁ ଆଗରେ ପହଞ୍ଚିଛି ଭାରତ ମସଲା । ଆଗକୁ କେଚ୍ ଅପ ଉତ୍ପାଦ ପାଇଁ ଲକ୍ଷ୍ୟ

କନକ ବ୍ୟୁରୋ : ଭାରତ ମସାଲା ‘ଦ ଟେଷ୍ଟ ଅଫ ନ୍ୟୁ ଇଣ୍ଡିଆ । ମସଲା ଉଦ୍ୟୋଗ କ୍ଷେତ୍ରରେ ଏକ ପରିଚିତ ନାଁ ଭାରତ ମସଲା । ବାରଙ୍ଗ ଗୋଡ଼ିସାହି ନିକଟରେ ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ରହିଛି । ଯେଉଁଠି ଅତ୍ୟାଧୁନିକ ଯନ୍ତ୍ରପାତିରେ ପ୍ରସ୍ତୁତ ହେଉଛି ବିଭିନ୍ନ ପ୍ରକାର ମସଲା । ଲଙ୍କା, ଜିରା,…

ଖୁବଶୀଘ୍ର ବ୍ରହ୍ମପୁରରେ ଉଦଘାଟିତ ହେବାକୁ ଯାଉଛି ପାଟର ହବ୍, ରେଶମ ସହରରେ ସୃଷ୍ଟି ହେବ ନୂଆ ପରିଚୟ

କନକ ବ୍ୟୁରୋ : ଶହ ଶହ ବର୍ଷଧରି ବ୍ରହ୍ମପୁର ସହରରେ ପାଟର ସମ୍ପ୍ରଦାୟର ଲୋକ ପାଟ ତିଆରି କରି ଆସୁଛନ୍ତି । ଏହି ପାଟକୁ ବ୍ରହ୍ମପୁରୀ ପାଟ ବୋଲି କୁହାଯାଏ । ଦେଶ ବିଦେଶରେ ମଧ୍ୟ ଏହାର ଚାହିଦା ରହିଛି । କିନ୍ତୁ ଏବେ ପ୍ରୋତ୍ସାହନର ଅଭାବ ଯୋଗୁଁ ବହୁ କମ ଲୋକ ପାଟ ବୁଣୁଛନ୍ତି । କିନ୍ତୁ ରାଜ୍ୟ…

ନବରଙ୍ଗପୁର ମାଟିରେ ସଫଳ ହୋଇଛି ଡ୍ରାଗନ ଫ୍ରୁଟସ୍ ଚାଷ । ବିନା ସରକାରୀ ସହାୟତାରେ ୟୁଟ୍ୟୁବ୍ ରୁ ଦେଖି ୨ ଏକର ଜମିରେ…

କନକ ବ୍ୟୁରୋ : ନବରଙ୍ଗପୁର ମାଟିରେ ସଫଳ ହୋଇଛି ଡ୍ରାଗନ ଫ୍ରୁଟସ୍ ଚାଷ । ବିନା ସରକାରୀ ସହାୟତାରେ ୟୁଟ୍ୟୁବ୍ ରୁ ଦେଖି ୨ ଏକର ଜମିରେ ଡ୍ରାଗନ ଫ୍ରୁଟ୍ ଚାଷ କରିଛନ୍ତି ଜଣେ ଅଗ୍ରଣୀ ଚାଷୀ । ଏପରି ନୂଆ ଧରଣର ଡ୍ରାଗନ୍ ଫଳ ଦେଖିବାକୁ ମିଳିଛି ନବରଙ୍ଗପୁର ସଦର ବ୍ଲକ ସିନ୍ଧିଗୁଡା ପଂଚାୟତର…

ମିଠା ବ୍ୟବସାୟ ଦେଇଛି ରୋଜଗାର ଆଉ ପରିଚୟ । ଘରୋଇ କମ୍ପାନୀରୁ ଚାକିର ଛାଡି ମିଠା ବ୍ୟବସାୟ କରୁଛନ୍ତି ଜଣେ ଯୁବକ

କନକ ବ୍ୟୁରୋ : ମିଠା ବ୍ୟବସାୟ ଦେଇଛି ରୋଜଗାର ଆଉ ପରିଚୟ । ଘରୋଇ କମ୍ପାନୀରୁ ଚାକିର ଛାଡି ମିଠା ବ୍ୟବସାୟ କରୁଛନ୍ତି ଜଣେ ଯୁବକ । ବିଭିନ୍ନ ପ୍ରକାରର ପ୍ରାୟ ୨୦ ରୁ ଊର୍ଦ୍ଧ ପ୍ରକାରର ବିଭିନ୍ନ ସୁଆଦିଆ ମିଠା ସାଙ୍ଗକୁ ଛେନାପୋଡ ପ୍ରସ୍ତୁତ କରି ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରୟ କରି…