Daily Archives

July 6, 2022

ମୟୁରଭଞ୍ଜର କାଇଚଟଣୀ ପରେ… ନୟାଗଡର କଣ୍ଟା ବାଇଗଣ ଓ ଢେଙ୍କନାଳର ମିଠା ମଗଜିକୁ ଜିଆଇ ଟ୍ୟାଗ ପାଇଁ ଆବେଦନ

କନକ ବ୍ୟୁରୋ: ମୟୁରଭଂଜର କାଇଚଟଣୀ ସହ ମୟୁରଭଂଜର ସବାଇ ପ୍ରଡକ୍ଟ ବା ସବାଇଘାଷରୁ ତିଆରି ହୋଇଥିବା ବିଭିନ୍ନ ପ୍ରଡକ୍ଟକୁ ଜିଆଇ ଟ୍ୟାଗ ପାଇଁ ଆବେଦନ କରିଛନ୍ତି ଓଡିଶା ସରକାର । ଏହା ସହ ନୟାଗଡ କଣ୍ଟା ବାଇଗଣ, ଢେଙ୍କାନଳ ମିଠା ମଗଜି, ସୋରୋଡା ପଦ୍ମ ପାଇଁ ବି ଆବେଦନ ହୋଇଥିବା ଜଣା ପଡିଛି ।…

ସଂଖ୍ୟାଲଘୁ ମନ୍ତ୍ରାଳୟର ମନ୍ତ୍ରୀ ହେଲେ ସ୍ମୃତି ଇରାନୀ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଇସ୍ପାତ ମନ୍ତ୍ରାଳୟର ଦାୟିତ୍ୱ…

କନକ ବ୍ୟୁରୋ: କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରାଳୟର ମନ୍ତ୍ରୀ ହେଲେ କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ତାଙ୍କ ସହିତ ବେସାମରିକ ବିମାନ ଚଳାଚଳ ବିଭାଗର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ମନ୍ତ୍ରୀ ପଦ ପ୍ରଦାନ କରାଯାଇଛି । ମୋଦୀ…

ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଶ୍ରୀଲଙ୍କାରୁ ଆସିଲା ଶିଶୁ ଅପହରଣ ଘଟଣା: ଛୋଟ ପିଲାଙ୍କୁ ଅପହରଣ କରି ବିଦେଶରେ ବିକି…

କନକ ବ୍ୟୁରୋ: ଶ୍ରୀଲଙ୍କାରୁ ଆସିଛି ଚିନ୍ତାଜନକ ଖବର । ଶ୍ରୀଲଙ୍କାରୁ ତାମିଲନାଡୁ ରାମେଶ୍ୱରମରେ ପହଁଚିଥିବା ଜଣେ ମହିଳା ସେଠାକାର ଭୟାନକ ସ୍ଥିତି ବଖାଣିଛନ୍ତି । ଶ୍ରୀଲଙ୍କାବାସୀ ଶଶିକଳା ଓ ୧୯ଜଣ ଲୋକ ବେନିୟମ ଭାବେ ରାମେଶ୍ୱରମରେ ପହଁଚିବା ପରେ ସେମାନଙ୍କୁ ହାଜତକୁ ନେଇ ପୁଲିସ ପଚରାଉଚରା…

ପିଟି ଉଷା, ଇଲୈୟାରାଜାଙ୍କ ସମେତ ରାଜ୍ୟସଭାକୁ ଯିବେ ଏହି ୪ ବିଶିଷ୍ଟ ବ୍ୟକ୍ତି । ଟୁଇଟ୍ କରି ଶୁଭେଚ୍ଛା ଜଣାଇଲେ…

କନକ ବ୍ୟୁରୋ: ରାଜ୍ୟସଭାକୁ ଯିବେ ଦୌଡରାଣୀ ପିଟି ଉଷା । ପିଟି ଉଷାଙ୍କ ସହିତ ଫିଲ୍ମ କମ୍ପୋଜର ଓ ସଙ୍ଗୀତକାର ଇଲୈୟାରାଜା, ବୀରେନ୍ଦ୍ର ହେଗଡେ ଓ ବି ବିଜୟେନ୍ଦ୍ର ପ୍ରସାଦ ରାଜ୍ୟସଭା ଯିବାକୁ ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।…

ଆତ୍ମହତ୍ୟା କରିଥିବା ଛାତ୍ରୀ ଆଶ୍ରିତାଙ୍କ ଶେଷ ଚିଠି: ଲେଖିଥିଲେ ଏମିତି କଥା…

କନକ ବ୍ୟୁରୋ: ପୁଲିସ ହାତରେ ଲାଗିଛି ଆତ୍ମହତ୍ୟା କରିଥିବା ଏମସିଏ ଛାତ୍ରୀ ଆଶ୍ରିତା ସେନାପତିଙ୍କ ଶେଷ ଚିଠି । ପ୍ରଥମେ ପ୍ରେମ ଓ ଆଉ ତାପରେ ପ୍ରେମିକ ଦେଇଥିବା ଯନ୍ତ୍ରଣାକୁ ସେ ଅଙ୍ଗେ ନିଭାଇଥିବା କଥା ଚିଠିରେ ସେ ଉଲ୍ଲେଖ କରିଛନ୍ତି । ସୁଇସାଇଡ ନୋଟରେ ଆଶ୍ରିତା ନିଜ ମାଆଙ୍କୁ ଲେଖିଛନ୍ତି ,…

ମୃତ୍ୟୁପୂର୍ବରୁ କେମିତି ଥିଲା ସନ୍ତୋଷଙ୍କ ବ୍ୟବହାର? କାହିଁକି ଜୀବନ ପ୍ରତି ଆସିଥିଲା ବିତୃଷ୍ଣାଭାବ?

କନକ ବ୍ୟୁରୋ: ପ୍ରଥମେ ରଶ୍ମୀରେଖା । ଆଉ ଏହାର ଠିକ ଦୁଇ ସପ୍ତାହ ପରେ ପୁରୁଷବନ୍ଧୁ ସନ୍ତୋଷଙ୍କ ସୁଇସାଇଡ ପୁରା ଘଟଣାକୁ ରହସ୍ୟଘେରକୁ ନେଇଯାଇଛି । ସନ୍ତୋଷ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ରଶ୍ମୀରେଖା ଆତ୍ମହତ୍ୟା ମାମଲାରେ ସନ୍ତୋଷଙ୍କୁ ପଚରାଉଚରା…