Daily Archives

July 14, 2022

ମିସ୍ ୟୁନିଭର୍ସଙ୍କୁ ବାହାହେବେ ମୋଦି! ସୁସ୍ମିତା ସେନ, ଲଳିତ ମୋଦୀଙ୍କୁ କରୁଛନ୍ତି ଡେଟ୍। 

କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡଖବର ସାମ୍ନାକୁ ଆସିଛି । କ୍ରିକେଟ ପ୍ରଶାସକ ତଥା ବ୍ୟବସାୟୀ ଲଳିତ ମୋଦିଙ୍କୁ ସେ ଡେଟ କରୁଥିବା ଜଣାପଡିଛି । ନିଜେ ଲଳିତ ମୋଦୀ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ସୁସ୍ମିତା ସେନଙ୍କୁ ସେ ଡେଟ କରୁଛନ୍ତି । ସେ…

ସ୍ୱାମୀ ଭାଙ୍ଗିଦେଲା ସ୍ତ୍ରୀ’ ବାହାଘର! ନ୍ୟାୟ ମାଗୁଛନ୍ତି ସତ୍ୟବାନ

କନକ ବ୍ୟୁରୋ: ସତ୍ୟବାନ ବାରିକ । ଏହି ଯୁବକଙ୍କ ସହ ଯେଉଁ ଘଟଣା ଘଟିଛି ତାହା ସମସ୍ତଙ୍କୁ ଚକିତ କରିଦେବା ଭଳି । ସେ ବିବାହ କରିଛନ୍ତି କିନ୍ତୁ ତାଙ୍କ ଆଖି ସାମ୍ନାରେ ତାଙ୍କ ପତ୍ନୀଙ୍କର ଅନ୍ୟତ୍ର ବିବାହ କରିବାକୁ ଚାଲିଥିଲା ଯୋଜନା । ଆଉ ଅନ୍ୟ ଜଣଙ୍କ ସହ ପତ୍ନୀଙ୍କ ନିର୍ବନ୍ଧର ଫଟୋ ଦେଖିବା…

ପାଣି ଘେରରେ ଘରଦ୍ୱାର, ଜଳବନ୍ଦୀ ଜନଜୀବନ। ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ବିତ୍ପାତ।

କନକ ବ୍ୟୁରୋ: ପ୍ରବଳ ବର୍ଷା, ବନ୍ୟା ଓ ତାର ପ୍ରଳୟଙ୍କାରୀ ରୂପ । ଦେଶର ବିଭିନ୍ନ ସ୍ଥାନରେ ଏବେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି ଏବଂ ଏହା ସହ ଜଳବନ୍ଦୀରେ ଜୀବନ କାଟୁଛନ୍ତି ଅଧିକାଂଶ ଲୋକେ । ଯେଉଁଆଡ଼େ ଦେଖିବ ପାଣି ହିଁ ପାଣି । ଘରଦ୍ୱାର, ରାସ୍ତାଘାଟ ସବୁଠି ଜଳମୟ ।…

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ତେଜୁଛି ମହାରାଷ୍ଟ୍ର ରାଜନୀତି। ସମର୍ଥନ ପରେ ବି ଉଦ୍ଧବ ଠାକରେଙ୍କୁ…

କନକ ବ୍ୟୁରୋ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଭିନ୍ନ ରାଜ୍ୟ ବୁଲି ରାଜନୈତିକ ଦଳ, ସାଂସଦ ଏବଂ ବିଧାୟକମାନଙ୍କ ସମର୍ଥନ ଲୋଡୁଥିବା ବେଳେ ଗୁରୁବାର ମହାରାଷ୍ଟ୍ର ଗସ୍ତରେ ଯାଇଛନ୍ତି । ମହାରାଷ୍ଟ୍ରର ପ୍ରାୟ ୨୫୦ରୁ ଅଧିକ ସାଂସଦ ଏବଂ ବିଧାୟକଙ୍କୁ ଭେଟି ଦ୍ରୌପଦୀ ସମର୍ଥନ…

ଶ୍ରୀଲଙ୍କାରେ ସେନାର କଡ଼ା ପ୍ରହରା। ଆକାଶଠୁ ରାସ୍ତା,ସବୁଠି କଡ଼ା ନଜର।

କନକ ବ୍ୟୁରୋ: ଦେଶ ଛାଡି ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ଯିବା ପରେ ଶ୍ରୀଲଙ୍କାର ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି । ରାଜଧାନୀ କଲମ୍ବୋଠୁ ଆରମ୍ଭ କରି ବିଭିନ୍ନ ପ୍ରାନ୍ତରେ କେବଳ ଆଉ କେବଳ ହିଂସା, ପ୍ରତିବାଦ, ବିକ୍ଷୋଭ ଓ ପୋଡାଜଳା ଜାରି ରହିଛି । ସୁନାର ଲଙ୍କାରେ ଲାଗିଛି ସଙ୍କଟ ଓ…

ସଂସଦ ପାଇଁ ନୂଆ ନିୟମ, କଥା ଉପରେ କଟକଣା। ଗୃହରେ ଶବ୍ଦ ବ୍ୟବହାର ପାଇଁ ରହିବ ସଞ୍ଜମତା।

କନକ ବ୍ୟୁରୋ: ସମାଲୋଚନା, ବିରୋଧ ଓ ଆକ୍ଷେପ ନାଁରେ ସଂସଦରେ ଏଣିକି ମନ ଇଚ୍ଛା ଶଦ୍ଧ କହିପାରିବେନି ସାଂସଦ । କିଛି ନିଦ୍ଧିଷ୍ଟ ଶବ୍ଦ କହିବା ଉପରେ ଲାଗୁ ହୋଇଛି କଟକଣା । ଏବେ କିଛି ଏଭଳି କିଛି ଶବ୍ଦକୁ ଅବୈଧାନିକ ତାଲିକାରେ ରଖାଯାଇଛି । ଯଦି କେହି ସାଂସଦ ଏହାକୁ ବ୍ୟବହାର କରିବେ ତେବେ ଏହାକୁ…