Daily Archives

July 25, 2022

ପିଲାଙ୍କୁ ଉତ୍ତମ ନାଗରିକ ଭାବେ ଗଢୁଛି ଭିଡିଓ ଗେମ୍ସ। ଏଭଳି ଦେଶ ଅଛି ଯେଉଁଠାରେ ସ୍କୁଲ ପାଠ୍ୟକ୍ରମରେ ଭିଡିଓ ଗେମ୍ସ…

କନକ ବ୍ୟୁରୋ: ଅନଲାଇନ ଭିଡିଓ ଗେମ୍ସକୁ ନେଇ ଆମମାନଙ୍କ ମନରେ ଭିନ୍ନ ଧାରଣା ରହିଛି । ପିଲାମାନଙ୍କୁ ଏହାର ଅଭ୍ୟାସ ଲାଗିଲେ ସେମାନଙ୍କ ପାଠପଢା ପ୍ରଭାବିତ ହୋଇଥାଏ ବୋଲି ଅନେକ ବିଶ୍ୱାସ କରନ୍ତି । ଅନେକ ତ ଏହା ମଧ୍ୟ ଭାବିଥାନ୍ତି ଭବିଷ୍ୟତରେ ତାଙ୍କର କ୍ୟାରିୟରକୁ ଏହା ପ୍ରଭାବ ପକାଇଥାଏ ।…

ଚୀନରେ କାଳ ସାଜିଛି ବାଲି ଝଡ। ଦକ୍ଷିଣ-ପଶ୍ଚିମ ଚୀନରେ ବାରମ୍ବାର ସୃଷ୍ଟି ହେଉଛି ଝଡ।

କନକ ବ୍ୟୁରୋ: ଚୀନର ଗୋବି ମରୁଭୂମିରେ କିଛି ଦିନ ପୂର୍ବରୁ ବନ୍ୟା ତାଣ୍ଡବ ସହିବା ପରେ ଏବେ ଚୀନରେ କାଳ ସାଜିଛି ବାଲି ଝଡ । ଲଗାତର କିଛି ଦିନ ଦକ୍ଷିଣ-ପଶ୍ଚିମ ଚୀନରେ ବାରମ୍ବାର ଏଭଳି ଝଡ଼ ସୃଷ୍ଟି ହେଉଛି । ଏହି ବାଲି ଝଡ କେତେ ଭୟଙ୍କର ଆପଣ ଏହି ଦୃଶ୍ୟ ଦେଖିଲେ ଜାଣିପାରୁଥିବେ । ସେଠାରେ…

ସୁପ୍ରିମକୋର୍ଟରେ ପହଞ୍ଚିଲା ଶିବସେନା ମାମଲା। ମୁଖ୍ୟନିର୍ବାଚନ କମିଶନଙ୍କୁ ଉଦ୍ଧବଙ୍କ ଚ୍ୟାଲେଞ୍ଜ। 

କନକ ବ୍ୟୁରୋ: ମୁଖ୍ୟ ନିର୍ବାଚନ କମିଶନଙ୍କୁ ଚ୍ୟାଲେଞ୍ଜ ଦେଇ ସୁପ୍ରିମକୋର୍ଟରେ ପହଁଞ୍ଚିଲେ ଉଦ୍ଧବ ଠାକରେ । ଆବେଦନରେ ଉଦ୍ଧବ କହିଛି, ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ସମ୍ବନ୍ଧିତ ମାମଲାର ବିଚାର ଶେଷ ନହେବା ଯାଏଁ ନିର୍ବାଚନ କମିଶନ ଶିବସେନା କିଏ ତାର ବିଚାର କରିପାରିବେ ନାହିଁ ।…

ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି, ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କହିଲେ ଦୁର୍ନୀତି ଆଦୌ କରାଯିବନି…

କନକ ବ୍ୟୁରୋ: ପଶ୍ଚିମବଙ୍ଗ  ଶିକ୍ଷକ  ଦୁର୍ନୀତି ମାମଲାରେ ମନ୍ତ୍ରୀ ପାର୍ଥ ଚାର୍ଟାଜୀ ଗିରଫ ଓ ତାଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୂଖାର୍ଜୀ ମଧ୍ୟ ଏବେ ଇଡି କବଜାରେ । ପାର୍ଥଙ୍କୁ ୨ଦିନିଆ ରିମାଣ୍ଡରେ ନେଇ ପ୍ରଥମ ଦିନର ପ୍ରବର୍ତନ ନିର୍ଦ୍ଦେଶାଳୟ ଜେରାରେ ଅନେକ ଚାଂଚଲ୍ୟକର ଖୁଲ୍ଲାସା…

ସାର୍ଟ ଖୋଲି ଫଟୋ ଉଠାଇବା ପରେ ଅଡୁଆରେ ବଲିଉଡ ଅଭିନେତା ରଣବୀର ସିଂ, ଥାନାରେ ପହଂଚିଲା ମାମଲା

କନକ ବ୍ୟୁରୋ : ଖାଲିଦେହର ଫଟୋ ଉଠାଇ ତାହାକୁ ପୋଷ୍ଟ କରିବା ପରେ ବଲିଉଡ ଅଭିନେତା ରଣବୀର ସିଂଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏନେଇ ଏବେ ମୁମ୍ବାଇର ଚେମ୍ବୁର ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗରେ କୁହାଯାଇଛି କି, ଏଭଳି ଫଟୋ ମହିଳାମାନଙ୍କ ଭାବନା ପ୍ରତି ଆଘାତ ପହଂଚାଇଛି । ରଣବୀର…

ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ…

କନକ ବ୍ୟୁରୋ: ପ୍ରଥମେ ଜୁହାର କଲେ । ଆଉ ପରେ ଜଗନ୍ନାଥ ଦେଶର ମହାନ ସନ୍ଥକବି ଭୀମ ଭୋଇଙ୍କର କବିତାର କାଳଜୟୀ ପଂକ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ଉଦ୍ଧୃତ କଲେ ଦେଶର ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମୁର୍ମୁ ହିନ୍ଦୀ ଭାଷାରେ ତାଙ୍କର ପ୍ରଥମ ଅଭିଭାଷଣ…