Daily Archives

July 20, 2022

ଘୁଞ୍ଚିଲା ଶିବସେନା ବିବାଦର ଶୁଣାଣି । ସୁପ୍ରିମକୋର୍ଟ କହିଲେ ଆଇନ ସମସ୍ତଙ୍କ ପାଇଁ ସମାନ

କନକ ବ୍ୟୁରୋ: ଶିବସେନାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆଇନଗତ ଲଢେଇ ମାମଲାକୁ ନେଇ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ମାମଲାର ଶୁଣାଣିକୁ ପୁଣି ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବ ନିର୍ଦ୍ଦେଶ ବଳବତ୍ତର ରଖିବା ସହ ଅଗଷ୍ଟ ୧ରେ ମାମଲାର ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି ପ୍ରଧାନ…

ଯୋଗୀ ମନ୍ତ୍ରୀମଣ୍ଡଳରେ ଦୁଇ ମନ୍ତ୍ରୀଙ୍କ ଅସନ୍ତୋଷ । ଗୃହମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର । ଦଳିତ ବୋଲି ଅଫିସର…

କନକ ବ୍ୟୁରୋ: ଯୋଗୀ କ୍ୟାବିନେଟ୍ରେ ସବୁକିଛି ଠିକ୍ ଚାଲିଛି ତ ? ଗତ ମଙ୍ଗଳବାର ଠାରୁ ଏହି ପ୍ରଶ୍ନ ରାଜନୈତିକ ମହଲରେ ଆଲୋଚନା ହେଉଛି । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳର ଜଳ ଶକ୍ତି ମନ୍ତ୍ରୀ ଦିନେଶ ଖଟିକ୍ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କର ଇସ୍ତଫା…

ସଙ୍କଟ ଭିତରେ ମିଳିଲା ଆଶାର ଆଲୋକ । ଶ୍ରୀଲଙ୍କାକୁ ମିଳିଲା ନୂଆ ରାଷ୍ଟ୍ରପତି । ରାନିଲ ବିକ୍ରମସିଂଘେଙ୍କୁ ଗୁରୁଦାୟିତ୍ୱ…

କନକ ବ୍ୟୁରୋ: ହତାଶ, ଅନ୍ଧାର ଭିତରେ ବୁଡି ରହିଥିବା ଶ୍ରୀଲଙ୍କାକୁ ମିଳିଛି ଆଶାର ଆଲୋକ । ରାଜନୈତିକ ସଙ୍କଟ ଓ ଆର୍ଥିକ ସମସ୍ୟା ଭିତରେ ଦେଶ ପାଇଛି ନୂଆ ରାଷ୍ଟ୍ରପତି । ମଙ୍ଗଳବାର ଦେଶର ନବମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ରାନିଲ ବିକ୍ରମସିଂଘେ । ପୋଷ୍ଟାଲ ବାଲାଟରେ ହୋଇଥିବା…

ପ୍ରଚଣ୍ଡ ଖରା ଓ ଅସହ୍ୟ ଗରମରେ ଜଳୁଛି ୟୁରୋପ । ବ୍ରିଟେନ, ସ୍ପେନ, ପର୍ତ୍ତୁଗାଲ ପରି ଥଣ୍ଡା ଦେଶରେ ହିଟୱେଭ୍ ତାଣ୍ଡବ ।

କନକ ବ୍ୟୁରୋ: ଜଳୁଛି ଜଙ୍ଗଲ, ମରୁଛନ୍ତି ଲୋକ, ତରଳିଲାଣି ପିଚୁ ରାସ୍ତା । ଗଛଲତା ସବୁ କିଛି ଜଳି ପାଉଁଶ ହେଉଛି । ତାପମାତ୍ରା ଏତେ ମାତ୍ରାରେ ବୃଦ୍ଧି ପାଉଛି କି ବିମାନଠୁ ନେଇ ଟ୍ରେନ ଗଡିବା ମୁସ୍କିଲ ହୋଇପଡିଛି । ତେବେ ଏହା କୌଣସି ଅଗ୍ନିକାଣ୍ଡ ପ୍ରଭାବରେ ନୁହେଁ ବରଂ ଅସହ୍ୟ ତାତି ଯୋଗୁଁ…

‘ଜଗନ୍ନାଥଙ୍କ ଦୟାରୁ ଉଦ୍ଧାର ହୋଇଗଲେ ସମସ୍ତେ’, କେମିତି ଖସିପଡିଲା ଛାତ କହିଲେ ପ୍ରତ୍ୟକ୍ଷଦର୍ଶୀ …

କନକ ବ୍ୟୁରୋ: ପୁରୀ ମଶାଣୀଚଣ୍ଡୀ ଛକରେ ଘର ଭୁଷୁଡିବା ଘଟଣାରେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଭଗବାନଙ୍କ ଦୟାରୁ ରାଜମିସ୍ତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ପଟା ସେଣ୍ଟ୍ରିଂରେ ତୃଟି ଯୋଗୁ ଏଭଳି ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ କାମ ଜାରିରହିଥିବା ବେଳେ ହଠାତ୍ ପ୍ରଥମେ ଦୁଇଟି…

ଠକେଇର ନୂଆ ତରିକା । ଲୋନ୍ ଆପରେ ସାଇବର କ୍ରାଇମ୍ । ଠକି ହୋଇଗଲେ ଯୁବ ବ୍ୟବସାୟୀ ।

କନକ ବ୍ୟୁରୋ: ସୁନ୍ଦରଗଡ଼ର ଯୁବ ବ୍ୟବସାୟୀ ମହମ୍ମଦ ଖୁର୍ସିଦ । ବ୍ୟବସାୟରେ ହଠାତ୍ ଟଙ୍କା ଆବଶ୍ୟକ ପଡିବାରୁ ମୋବାଇଲ୍ ଲୋନ୍ ଆପ୍ ପ୍ରଲୋଭନରେ ପଡ଼ିଥିଲେ । ପ୍ଲେ ଷ୍ଟୋରରେ ଆପ୍ଲିକେସନ୍ ଡାଉନଲୋଡ୍ କରିବାର କିଛି ମିନିଟ୍ ଭିତରେ ୫ ହଜାର ଟଙ୍କା ଲୋନ୍ ମିଳିଯିବାରୁ ଆହୁରି ଆକୃଷ୍ଟ ହୋଇପଡ଼ିଲେ…