Daily Archives

July 4, 2022

ସୁପ୍ରିମକୋର୍ଟରେ ପହଁଚିଲା କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା: ଆସନ୍ତା ସପ୍ତାହରେ ଶୁଣାଣୀ କରିବେ କୋର୍ଟ

କନକ ବ୍ୟୁରୋ: ସେନା ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହା ବିରୋଧରେ ଆଇନଜୀବୀ ଏମ.ଏଲ ଶର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏହି ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ଆଜି ରାଜି ହୋଇଛନ୍ତି…

ମହାରାଷ୍ଟ୍ର ବିଧାନସଭା ଆସ୍ଥା ଭୋଟ ଜିତିଲେ ସିନ୍ଦେ ସରକାର: ଏକନାଥ ସିନ୍ଦେଙ୍କ ସପକ୍ଷରେ ଭୋଟ ଦେଲେ ୧୬୪ ବିଧାୟକ

କନକ ବ୍ୟୁରୋ: ଦୀର୍ଘ ୨ ସପ୍ତାହର ଛକାପଂଝା ପରେ ମହାରାଷ୍ଟ୍ରରେ ବିଦ୍ଧିବଦ୍ଧ ଭାବେ ଏକନାଥ ସିନ୍ଦେ ସରକାର ଶାସନ ଭାର ସମ୍ଭାଳିଛି । ବିଜେପି ସମର୍ଥନରେ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଥିଲେ । ଅନ୍ୟପଟେ ସୋମବାର ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ମଧ୍ୟ ସେ…

ଆର୍ଥିର୍କ ସଙ୍କଟ ଭିତରେ ଶ୍ରୀଲଙ୍କାରେ ବିଗୁଡୁଛି ସ୍ଥିତି: ଘରୋଇ ପରେ ଏବେ ସରକାରୀ ସ୍କୁଲରେ ପଡିଲା ତାଲା

କନକ ବ୍ୟୁରୋ: ଶ୍ରୀଲଙ୍କାର ପିଛା ଛାଡୁନି ଆର୍ଥିକ ସଙ୍କଟ । ତେବେ ଏହି ଆର୍ଥିକ ସଂକଟ ଏବେ ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ପ୍ରତିବନ୍ଧକ ଲଗାଇଛି । ଆଉ ଏକ ସପ୍ତାହ ଧରି ଶ୍ରୀଲଙ୍କାରେ ସ୍କୁଲ୍ ବନ୍ଦ ରହିବ । ଆର୍ଥିକ ସଙ୍କଟ ଭିତରେ ଶ୍ରୀଲଙ୍କା ନିଜର ବିଦ୍ୟୁତ୍ ଶୁକ୍ଳ ଦେବାକୁ ଅସମର୍ଥ ।…

ବର୍ଷା ହେଲେ ଏମିତି ହୁଏ ଅଷ୍ଟ୍ରେଲିଆର ସ୍ଥିତି: ବନ୍ୟାରେ ବୁଡିଲା ସବୁଠୁ ବଡ ସହର ସିଡନୀ

କନକ ବ୍ୟୁରୋ: ଅଷ୍ଟ୍ରେଲିଆକୁ ଘାରିଛି ବନ୍ୟା ସଂକଟ । ଭୟଙ୍କର ବର୍ଷା କାରଣରୁ ସିଡନିରେ ଭିଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପ୍ରଭାବରେ ହଜାର ହଜାର ଲୋକ ନିଜର ବାସ ଛାଡିବାକୁ ପ୍ରସ୍ତୁତ ହେଉଥିବାବେଳେ ଗାଡି ଗଛ ପାଣିଘେରରେ ରହିଛି । ଅଷ୍ଟ୍ରେଲିଆର ସର୍ବ ବୃହତ ସହର ସିଡନୀରେ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ମୋଦିଙ୍କ ଆନ୍ଧ୍ର ଗସ୍ତକୁ ବିରୋଧ କରି ହେଲିକପ୍ଟର ଉଡାଣ ବେଳେ କଳା ବେଲୁନ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ଆନ୍ଧ୍ର ବିଜୟୱାଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟର ଉଡାଣ ଭରିବାବେଳେ ହେଲିକପ୍ଟର ଆଖପାଖରେ ଦେଖିବାକୁ କଳା ବେଲୁନ । ଆଉ ମୋଦୀଙ୍କୁ ବିରୋଧ କରିବାକୁ ଯାଇ କଂଗ୍ରେସ କର୍ମୀ ଆକାଶକୁ ଛାଡିଛନ୍ତି ଏହି କଳା ବେଲୁନ ।…

ଓଡିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ: ସମସ୍ତଙ୍କୁ ଭେଟିବେ, ସମର୍ଥନ ଲୋଡିବେ

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଛି । ରାଜ୍ୟ ରାଜ୍ୟ ବୁଲି ସମର୍ଥନ ଲୋଡୁଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳଙ୍କ ପ୍ରାର୍ଥୀ ଯଶବନ୍ତ ସିହ୍ନା । ବିହାର ପରେ ଏବେ ଝାରଖଣ୍ଡ ଗସ୍ତରେ ଥିବା ଦ୍ରୌପଦୀ ମୁର୍ମୁ ଜୁଲାଇ ୮ରେ ଓଡିଶା ଆସିବେ ବୋଲି…