Daily Archives

July 21, 2022

ଦ୍ରୌପଦୀଙ୍କୁ ନା କହିଥିବା ନବଗ୍ରହ କିଏ ? ମାଟିର ଝିଅକୁ ମୁହଁ ଫେରାଇଲା କିଏ ?

କନକ ବ୍ୟୁରୋ : ଓଡିଶାର ଝିଅ ଭାରତର ରାଷ୍ଟ୍ରପତି ନିର୍ବାଚିତ ହୋଇସାରିଛନ୍ତି । ଦେଶର ପ୍ରଥମ ନାଗରିକ ହେବା ସହ ରାଇସିନା ହିଲରେ ସେ ଅଭିଶିକ୍ତ ହେବେ । ସାରା ଦେଶରେ ତାଙ୍କୁ ବିପୂଳ ସମର୍ଥନ ମିଳିଥିଲା । ଅନେକ ଏନଡିଏକୁ ସମର୍ଥନ କରୁନଥିବା ଦଳ ଦ୍ରୌପଦୀଙ୍କୁ ଭୋଟଦେଇ ବିରୋଧୀଙ୍କ ଗଣିତଙ୍କୁ…

ଓଡିଶାର ଝିଅ ଭାରତର ରାଷ୍ଟ୍ରପତି। ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ନିର୍ବାଚିତ।

କନକ ବ୍ୟୁରୋ : ବିଧିବଦ୍ଧ ରାଷ୍ଟ୍ରପତି ଘୋଷିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏନେଇ ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ସୂଚନା ଦେଇଛନ୍ତି । ମୋଟ ୪୭୫୪ ଭୋଟ ନିର୍ବାଚନ ପାଇଁ ପଡିଥିବା ବେଳେ ୪୭୦୧ ଭୋଟ ବୈଧ ହୋଇଥିଲା ଏବଂ ୫୩ ଅବୈଧ ଭୋଟ ପଡିଛି । ଏଥିରୁ ୨୮୨୪ ଖଣ୍ଡ ଭୋଟ ତାଙ୍କ…

ହିଟୱେଭରେ ଜଳୁଛି ୟୁରୋପ ମହାଦେଶ । ଥଣ୍ଡା ଦେଶରେ କାଳ ସାଜିଛି ପ୍ରଚଣ୍ଡ ଖରା । 

କନକ ବ୍ୟୁରୋ: ହିଟୱେଭ ପାଇଁ ଯାଉଛି ଶହ ଶହ ଲୋକଙ୍କ ଜୀବନ । ୟୁରୋପ ମହାଦେଶରେ ବଡ ବିପଦ ସାଜିଥିବା ହିଟୱେଭରେ ଏବେ ସୁଦ୍ଧାରେ ୧୯ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ବ୍ରିଟେନ, ପର୍ତୁଗାଲ, ସ୍ପେନ ଓ ଗ୍ରୀସରେ ସ୍ଥିତି ସବୁଠୁ ଅଧିକ ସଂଗୀନ ରହିଛି । ପ୍ରଚଣ୍ଡ ତାତି ଓ ଗ୍ରୀଷ୍ମ ପ୍ରଭାବ ଯୋଗୁଁ…

୫୦ ବର୍ଷ ପରେବି ଚନ୍ଦ୍ରପୃଷ୍ଠରେ ରହିଛି ପାଦଚିହ୍ନ। ନାସା ସେୟାର କଲା ‘ଆପୋଲୋ-୧୧’ର ଭିଡିଓ।

କନକ ବ୍ୟୁରୋ: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ଚନ୍ଦ୍ରପୃଷ୍ଠରେ ୫୩ ବର୍ଷ ତଳେ ପାଦ ରଖିଥିବା ବୈଜ୍ଞାନିକ ନିଲ ଆର୍ମଷ୍ଟଙ୍ଗ୍ ଏବଂ ତାଙ୍କର ଚନ୍ଦ୍ରଯାନ ଆପୋଲୋ-୧୧ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବାର ଚିହ୍ନ ଦେଖିବାକୁ ମିଳିଛି । ଏହି ଭିଡିଓଟିକୁ…

ଦରଦାମ ବୃଦ୍ଧି, ଜିଏସଟି ଲାଗୁ ନେଇ କେନ୍ଦ୍ରକୁ ଟିଏମସି ମୁଖିଆଙ୍କ ପ୍ରଶ୍ନ। ମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲେ…

କନକ ବ୍ୟୁରୋ: ଦରଦାମ ସହ ମୁଦ୍ରାସ୍ପୀତି ବୃଦ୍ଧି ଓ ଜିଏସଟିକୁ ନେଇ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି ମନଇଚ୍ଛା ଜିଏସଟି ଲାଗୁ କରି ସରକାର ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀଙ୍କ ମେରୁଦଣ୍ଡ ଭାଙ୍ଗିବାରେ…

ବିଭିନ୍ନ ରାଜ୍ୟରେ ସୋନିଆ ସମର୍ଥକଙ୍କ ହଙ୍ଗାମା। ଇଡିର ଜେରାକୁ ବିରୋଧ, ଜଳପୋଡା ସହ ପ୍ରତିବାଦ।

କନକ ବ୍ୟୁରୋ: ଦିଲ୍ଲୀରୁ ଆରମ୍ଭ କରି ମହାରାଷ୍ଟ୍ର । ରାଜସ୍ଥାନଠୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଗୁରୁବାର ପ୍ରବଳ ହଟ୍ଟଗୋଳ କରିଛି କଂଗ୍ରେସ । କେଉଁଠି ରାସ୍ତାଉପରେ ପୋଡାଜଳା ତ ପୁଣି କେଉଁଠି ଟ୍ରେନକୁ ରୋକି ସମର୍ଥକ ଓ କର୍ମୀମାନେ ବଡଧରଣର ବିକ୍ଷୋଭ କରିଛନ୍ତି । ନ୍ୟାଶନାଲ ହେରାଲ୍ଡ ମାମଲାରେ…