Daily Archives

July 8, 2022

ଭାରତର ଧର୍ଯ୍ୟ ପରୀକ୍ଷା କରୁଛି ଚୀନ: ଭାରତ ବାୟୁସୀମାରେ ଚୀନ ସେନାର ଅନୁପ୍ରବେଶ ଉଦ୍ୟମ 

କନକ ବ୍ୟୁରୋ: ସୁଧୁରୁନି ଚୀନ । ନିୟମ ଉଲ୍ଲଂଘନ କରି ଭାରତୀୟ ବାୟୁସୀମାରେ ପୁଣି ଅନୁପ୍ରବେଶ  ପାଇଁ ଚେଷ୍ଟା କରିଛି  ଚୀନର ଲଢୁଆ ବିମାନ । ଉତରପୂର୍ବ ଲଦାଖରେ ଚୀନ ଯୁଦ୍ଧ ବିମାନ ଅନୁପ୍ରବେଶ କରିଥିବା ଜଣାପଡିଛି । ଭୋର ୪ଟା ସମୟର ଏହି ଘଟଣା ବାବଦରେ ସୂଚନା ମିଳିବା ମାତ୍ରକେ ଭାରତୀୟ ସେନା…

ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା: ୧୦ ମୃତ, ଏବେ ବି ଅନେକ ନିଖୋଜ

କନକ ବ୍ୟୁରୋ: ଜାମ୍ମୁ-କାଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ହୋଇଛି । ଏଥିରେ ୧୦ ଜଣ ପ୍ରାଣ ହରାଇଛନ୍ତି । ଅନେକ ଲୋକ ନିଖୋଜ ଅଛନ୍ତି । ଏନଡିଆରଏଫ, ଏସଡିଆରଏଫ ଓ ଆଇଟିବିପିର ଯବାନ ଉଦ୍ଧାର କାମରେ ସାମିଲ ହୋଇଛନ୍ତି । ବାଦଲ ଫାଟିବା ପରେ ପାଣି ଅମରନାଥ ଗୁମ୍ଫା ନିକଟରେ ଥିବା…

ଚିରଦିନର ଶତ୍ରୁର ହତ୍ୟାକୁ ନେଇ ଖୁସିରେ ଆତ୍ମହରା ଚୀନ: ସିଞ୍ଜୋ ଆବେଙ୍କ ହତ୍ୟାକୁ ନେଇ ଚୀନରେ ଉତ୍ସବ ମାହୋଲ

କନକ ବ୍ୟୁରୋ: ସିଂଜୋ ଆବେଙ୍କ ମୃତ୍ୟୁକୁ ନେଇ ପୂରା ଦୁନିଆରେ ଶୋକର ଛାୟା ଖେଳିଛି । ସେପଟେ କିନ୍ତୁ ଚୀନର ଆସିଛି ଭିନ୍ନ ଚିତ୍ର । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ଘଟଣା ପରେ ଚୀନରେ ସତେ ଯେମିତି ଉତ୍ସବ ଚାଲିଛି । ସୋସିଆଲ ମିଡିଆରେ ସିଂଜୋଙ୍କ ମୃତ୍ୟୁକୁ ନେଇ ଆଶ୍ଚଯ୍ୟଜନକ ଟୁଇଟ…

ପୁଣି ହାତୀକୁ ଗୁଳିମାରିଲେ ଶିକାରୀ: ବନବିଭାଗର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ରାଜ୍ୟରେ ହାତୀମୃତ୍ୟୁ ଏକ ଚିନ୍ତାଜନକ ପ୍ରସଙ୍ଗ ପାଲଟିଥିବାବେଳେ ଭଂଜନଗର ମୁଜାଗଡ ରେଂଜ ଦରପଙ୍ଗିଆ ଜଙ୍ଗଲରୁ ଦନ୍ତାହାତୀର ଗଳିତ ମମୃତଦେହ ଉଦ୍ଧାର କରିବା ପୁଣି ଚର୍ଚ୍ଚାର ବିଷୟ ପାଲଟିଛି । ଶବଟି ଏକ ଖାଲୁଆ ସ୍ଥାନରେ ପଡିଥିବା ଦେଖିବାକୁ ମିଳିଥିବାବେଳେ ଏକ ଦାନ୍ତ ନଥିବା…

କାଲି ବାହୁଡା, ଆଜି ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ଶେଷ ଦର୍ଶନ: ସନ୍ଧ୍ୟା ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଲାଗିଲା…

କନକ ବ୍ୟୁରୋ: ରାତି ପାହିଲେ ଶ୍ରୀଜୀଉଙ୍କ ବାହୁଡା ଯାତ୍ରା । ଆଉ ଆଜି ଘୋଷ ଯାତ୍ରାର ନବମ ତିଥି । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନବମୀ ଦର୍ଶନ ବ ସନ୍ଧ୍ୟା ଦର୍ଶନ ହୋଇଛି । ଦୁଇ ବର୍ଷ ପରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କରିଛନ୍ତି । ଜଗମୋହନ ନିକଟରେ ମହାପ୍ରଭୁଙ୍କ…

ନୂପୁରଙ୍କୁ ନେଇ ମୌଲାନାଙ୍କ ବଡ ବୟାନ, ଗଳାକାଟିବାକୁ ଧମକ ଦେଉଥିବା ବ୍ୟକ୍ତିଙ୍କୁ କହିଲେ ‘ଗଧ’

କନକ ବ୍ୟରୋ : ବିଜେପିର ନିଲମ୍ବିତ ମୁଖ୍ୟପାତ୍ର ନୂପୂର ଶର୍ମାଙ୍କ ବୟାନକୁ ନେଇ ଦେଶ ଏବଂ ବିଦେଶରେ ମୋଦୀ ସରକାରଙ୍କୁ ବିରୋଧରେ ସମ୍ନା କରିବାକୁ ପଡୁଥିବା ବେଳେ ଏହାକୁ କେନ୍ଦ୍ର କରି ୫ରୁ ଅଧିକ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଗଲାଣି । ହେଲେ ଏହି ବୟାନ ପାଇଁ ନୂପୁରଙ୍କୁ ଖରାପ ବ୍ୟବହାର କରୁଥିବା…