Daily Archives

July 16, 2022

ଦିଲ୍ଲୀ ଟ୍ରାଫିକ ଲାଇଟରେ ‘କରିନା’ । ‘ପୁ’ଙ୍କୁ କାହିଁକି ଟ୍ରାଫିକ ଲାଇଟକୁ ଆଣିଲା ଦିଲ୍ଲୀ ପୋଲିସ ପଢନ୍ତୁ …

କନକ ବ୍ୟୁରୋ : ସାରା ଦେଶରେ ଟ୍ରାଫିକ ନିୟମ କଡାକଡି କରିବା ପାଇଁ ଅନେକ ଉଦ୍ୟମ ହେଉଛି । ପୋଲିସ ମଧ୍ୟ ଭିନ୍ନ ଭିନ୍ନ ତରିକା ଆପଣେଉଛି । ତେବେ ଅନେକ ସ୍ଥାନରେ ଲୋକେ ବର୍ତ୍ତମାନ ମଧ୍ୟ ନିୟମ ମାନୁନଥିବା ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ଦିଲ୍ଲୀ ପୋଲିସ ଟ୍ରାଫିକ ପୋଷ୍ଟରେ ଲୋକଙ୍କୁ…

ଅଶାନ୍ତ ମାହୋଲ ଭିତରେ ଶ୍ରୀଲଙ୍କାରେ ସଂସଦ ଅଧିବେଶନ ଆରମ୍ଭ। ଜୁଲାଇ ୨୦ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅଧିବେଶନରେ…

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଶନିବାରଠ ଆରମ୍ଭ ହେଉଛି ସଂସଦ ଅଧିବେଶନ । ଶ୍ରୀଲଙ୍କାର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ପୂର୍ବରୁ ଶନିବାର ସଂସଦର ବୈଠକ ଡକାଯାଇଛି । ବୈଠକରେ ପଳାତକ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ପତ୍ର ସର୍ବସମ୍ମୁଖରେ ପଠନ କରାଯାଇଛି…

ପ୍ରବଳ ବର୍ଷାରେ ଜଳବନ୍ଦୀ ଅନେକ ରାଜ୍ୟ। ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ଼ରେ ସ୍ଥିତି ସଙ୍ଗୀନ। 

କନକ ବ୍ୟୁରୋ : ପ୍ରବଳ ବର୍ଷା , ବନ୍ୟା ଓ ତାର ପ୍ରଳୟଙ୍କାରୀ ରୂପ । ଦେଶର ବିଭିନ୍ନ ସ୍ଥାନରେ ଏବେ ପ୍ରବଳ ବର୍ଷା ଯୋଗୁଁ  ବନ୍ୟା ପରିସ୍ଥିତି ଦେଖାଦେଇଛି ଏବଂ ଏହା ସହ ଜଳବନ୍ଦୀରେ ଜୀବନ କାଟୁଛନ୍ତି ଅଧିକାଂଶ ଲୋକେ । ଯେଉଁଆଡ଼େ ଦେଖିବ ପାଣି ହିଁ ପାଣି । ଘରଦ୍ୱାର, ରାସ୍ତାଘାଟ ସବୁଠି ଜଳମୟ ।…

କରୋନା ଭିତରେ ଦେଶରେ ଚିନ୍ତା ବଢାଉଛି ମଙ୍କିପକ୍ସ: ବିଶେଷଜ୍ଞ କହିଲେ ଦ୍ରୁତ ସଂକ୍ରମିତ ନୁହେଁ ମଙ୍କିପକ୍ସ, ତଥାପି…

କନକ ବ୍ୟୁରୋ: ଦେଶରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ପୁଣି ଚିନ୍ତା ବଢିଛି । ଗୋଟେ ପଟେ ଦେଶରେ କରୋନାର ଆତଙ୍କ ଅନ୍ୟପଟେ ଏବେ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବା ପରେ ବିଭିନ୍ନ ପ୍ରଶ୍ନ ମନରେ ଉଙ୍କି ମାରୁଛି । ଏହା ଭିତରେ ସ୍ୱ।।ସ୍ଥ୍ୟ ବିଶେଷଜ୍ଞ କହିଛନ୍ତି କି କୋଭିଡ ମହାମାରୀ…

ଏଲଏସି ନିକଟରେ ପୋଲ, ରାସ୍ତା ନିର୍ମାଣ କରୁଛି ଚୀନ! ଯୋଗାଯୋଗ ସୁଦୃଢ ପାଇଁ ନିର୍ମାଣ କରୁଛି ୫ଜି ଟାୱାର

କନକ ବ୍ୟୁରୋ : ଭାରତ-ଚୀନ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଛି ଗତିରୋଧ । ଏଲଏସି ନିକଟରେ ଡ୍ରାଗନର ଅନୁପ୍ରବେଶ ଉଦ୍ୟମ ଓ ଭାରତର ପ୍ରତିରୋଧକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତାପୂର୍ଣ୍ଣ ସ୍ଥିତି ଜାରିରହିଛି । ଏହା ଭିତରେ ସାମ୍ନାକୁ ଆସିଛି ନୂଆ ଖବର । ଚୀନ ଲଦାଖ ସୀମା ନିକଟରେ ଏବେ ଫାଇଭ-ଜି…

ଜଗଦୀପ ଧନକଡଙ୍କୁ ମୋଦୀଙ୍କ ଶୁଭେଚ୍ଛା। ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ।

କନକ ବ୍ୟୁରୋ : ଜଗଦୀପ ଧନକଡ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀ ଟ୍ୱିଟ କରି ଲେଖିଛନ୍ତି, କୃଷକ ପୁତ୍ର ନିଜର ନମ୍ରତା ପାଇଁ ଜଣାଶୁଣା । ତାଙ୍କର ଆଇନଗତ, ରାଜନୈତିକ ତଥା ସାମ୍ବିଧାନିକ କ୍ଷେତ୍ରରେ ଅନେକ…