ହନିଟ୍ରାପ ଜାଲରେ ଭାରତୀୟ ଯବାନ। ମିଛ ପ୍ରେମରେ ଫଶିଲେ, ଗିରଫ ହେଲେ।
କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ହନିଟ୍ରାପ ମାମଲା । ୨୫ ବର୍ଷର ଭାରତୀୟ ଯବାନଙ୍କୁ ନିଜ ମିଛ ପ୍ରେମ ଫାଶରେ ପକାଇ ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଭିଡିଓ ସଂଗ୍ରହ କରୁଥିଲେ ଏହି ଦୁଇ ପାକିସ୍ତାନୀ ଯୁବତୀ । ଏମାନେ ନିଜକୁ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ଦେଇଥିଲେ ପରିଚୟ ।…