Daily Archives

July 31, 2022

କେନାଲରୁ ଟ୍ରକକୁ ଉଠାଇବାକୁ ଖସିପଡିଲା କ୍ରେନ: ଅଳ୍ପକେ ବର୍ତ୍ତିଗଲେ କ୍ରେନ ଅପରେଟର

କନକ ବ୍ୟୁରୋ: କେନାଲ ଭିତରକୁ ଏକ ଟ୍ରକ ଖସି ପଡ଼ିଥିଲା । ପାଣି ଅଧିକ ଥିବାରୁ ଏହାର ଅଧାରୁ ଅଧିକ ଭାବେ ବୁଡ଼ି ଯାଇଥିଲା । ଟ୍ରକକୁ ଉଠାଇବାକୁ ଯାଇ ଫିଲ୍ମ ଷ୍ଟାଇଲରେ କେନାଲ ଭିତରକୁ ଖସି ପଡିଲା କ୍ରେନ୍ । ପୂରା ଦୃଶ୍ୟ କଏଦ ହୋଇଯାଇଛି କ୍ୟାମେରାରେ । ଏହି ଘଟଣା ଘଟିଛି ତାଳଚେରରେ । ତାଳଚେର…

ଗାୟିକା ନିର୍ମଳା ମିଶ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସହାନୁଭୂତି।

କନକ ବ୍ୟୁରୋ: ବିଶିଷ୍ଟ ଗାୟିକା ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହଛନ୍ତି ସ୍ୱର୍ଗତ ନିର୍ମଳା ମିଶ୍ର ଜଣେ ଉଚ୍ଚକୋଟୀର ଗାୟିକା ଭାବରେ ଓଡ଼ିଆ ସଂଗୀତ ଜଗତରେ ସୁନାମ ଅର୍ଜନ କରିଥିଲେ। ୬୦ ଓ ୭୦ ଦଶକରେ ତାଙ୍କ ସଂଗୀତର ମଧୁର…

ଓରମାସ୍ ପକ୍ଷରୁ ମିଳୁଛି ଇକୋ-ଫ୍ରେଣ୍ଡଲି ରାକ୍ଷୀ: ବେତ, ବାଉଁଶ, ବିରି, ମୁଗ, ଧାନ ଓ ଚାଉଳରେ ପ୍ରସ୍ତୁତ ହେଉଛି ରାକ୍ଷୀ

କନକ ବ୍ୟୁରୋ: ଆଉ ମାତ୍ର ଦିନ କେଇଟା ପରେ ରାକ୍ଷୀ ପୂଣ୍ଣିମା । ଏବେ ଠାରୁ ବଜାରରେ ଜମିଲାଣି ରାକ୍ଷୀ ବ୍ୟବସାୟ । ଦିନକୁ ଦିନ ନୂଆ ନୂଆ ଭେରାଇଟିର ରାକ୍ଷୀ ବଜାରକୁ ଆସୁଥିବା ବେଳେ କଟକ ରେଳ ଷ୍ଟେସନରେ ଓରମାସ ପକ୍ଷରୁ ଇକୋ ଫ୍ରେଣ୍ଡଲି ରାଖୀ ବିକ୍ରି କରାଯାଉଛି । ସେହିପରି ଖୋର୍ଦ୍ଧା ଜଟଣୀର…

ଗୋବର ଖତ ଓ ଅଳିଆ ଆବର୍ଜନାରୁ ପ୍ରସ୍ତୁତ ହେଉଛି ଜିଆଖତ: କିଲୋ ପିଛା ୨୦ ଟଙ୍କାରେ ବିକ୍ରି କରି ଲାଭବାନ ହେଉଛନ୍ତି ମହିଳା

କନକ ବ୍ୟୁରୋ: ଆଜିର ପରିବର୍ତନଶୀଳ ସମାଜ ରେ ମହିଳା ସଶକ୍ତିକରଣର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏକଦା ତେଲଲୁଣ ସଂସାରରେ ଗୃହିଣୀ ସାଜି ଘର ଚାରିକାନ୍ଥରେ ଆବଦ୍ଧ ରହୁଥିବା ମହିଳାଟିଏ ଆଜି ହୋଇପାରିଛି ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ । ପୁରୁଷ ପ୍ରଧାନ୍ୟ ସମାଜରେ ପରୁଷ ସହ କାନ୍ଧ ରେ କାନ୍ଧ…

ରୋଜଗାର ଦେଉଛି ପଟ୍ଟଚିତ୍ର କଳା: ନିଜେ ରୋଜଗାର କରିବା ସହ ହସ୍ତଶିଳ୍ପ କେନ୍ଦ୍ର କରି ଅନ୍ୟ ମହିଳାଙ୍କୁ ଦେଉଛନ୍ତି…

କନକ ବ୍ୟୁରୋ: ରୋଜଗାର ଦେଉଛି ପଟ୍ଟଚିତ୍ର କଳା । ନିଜେ ରୋଜଗାରେ କରିବା ସହ ଅନ୍ୟ ମହିଳା ମାନଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଅଂଚଳର ସଫଳ ମହିଳା ସୌଦାମିନୀ । ପାଠପଢା ସାରିବା ପରେ ପଟ୍ଟଚିତ୍ର ତାଲିମ ନେଇ ଆରମ୍ଭ କରିଛନ୍ତି ହସ୍ତଶିଳ୍ପ କେନ୍ଦ୍ର । ସ୍ୱାମୀଙ୍କ…