ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଜିତି ଫାଇଦାରେ ଭାରତ: ଆଇସିସି ରାଙ୍କିଙ୍ଗରେ ପାକିସ୍ତାନକୁ ପକାଇଲା ପଛରେ
କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜରେ ଦମଦାର ବିଜୟ ପରେ ଭାରତକୁ ବଡ ଫାଇଦା ହୋଇଛି । ଆଇସିସି ଦିନିକିଆ ରାଙ୍କିଙ୍ଗରେ ପାକିସ୍ତାନକୁ ପଛରେ ପକାଇ ଭାରତ ତୃତୀୟ ସ୍ଥାନରେ ରହିଛି । ଭାରତ ୧୦୯ ପଏଣ୍ଟ ହାସଲ କରି ଉପରକୁ ଉଠିଛି । ପାକିସ୍ତାନଠାରୁ ଭାରତ ମାତ୍ର ୩ ଅଙ୍କ ଅଧିକରେ…