Daily Archives

May 13, 2022

ରାଜ୍ୟସଭା ରେସରେ ନିଜକୁ ସାମିଲ କଲେ ରମେଶ । କହିଲେ, ଏଥର ଯଦି ନବୀନ ଚାହିଁବେ ରାଜ୍ୟସଭା ପଠାଇବେ ।

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ବିଜେଡି ଶିବିର ବେଶ ଚଳଚଞ୍ଚଳ । କାରଣ ଖାଲି ପଡୁଥିବା ଆସନ ଗୁଡିକ ପୁଣିଥରେ ବିଜେଡି ଖାତାକୁ ଆସିବା ଏକପ୍ରକାର ନିଶ୍ଚିତ ହୋଇସାରିଛି । ଆଉ ଏଭଳିସ୍ଥଳେ ଦିଲ୍ଲୀ ଯିବାକୁ ଆଶା ବାନ୍ଧିଥିବା ଦଳର କିଛି ନେତା ଏବେ ନିଜ ନିଜ…

ଟ୍ରାଫିକ୍ ନିୟମ ଭାଙ୍ଗୁଥିଲେ ସାବଧାନ! କଟିପାରେ ୨୦ ହଜାରର ଫାଇନ୍

କନକ ବ୍ୟୁରୋ : ରାସ୍ତାରେ ଗଲାବେଳେ ଟ୍ରାଫିକ୍ ନିୟମ ଭାଙ୍ଗୁଛନ୍ତି କି? ଟ୍ରାଫିକ ନିୟମକୁ ସଠିକ୍ ଭାବରେ ପାଳନ କରୁନାହାନ୍ତି କି? ଯଦି ଏପରି କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ନହେଲେ ଦେବାକୁ ପଡିପାରେ ମୋଟା ଅଙ୍କର ଫାଇନ୍ । ଏବେ ବର୍ତ୍ତମାନ ଯେଉଁ ନିୟମ ବାବଦରେ କହିବାକୁ ଯାଉଛୁ…

ୟୁଏଇ ରାଷ୍ଟ୍ରପତିଙ୍କ ଦେହାନ୍ତ । ୭୩ ବର୍ଷରେ ସେଖ ଖଲିଫା ବିନ ଜାୟଦ ଅଲ ନାହୟାନ ପରଲୋକ । ୪୦ ଦିନିଆ ରାଷ୍ଟ୍ରୀୟ ଶୋକ…

କନକ ବ୍ୟୁରୋ: ୟୁଏଇର ରାଷ୍ଟ୍ରପତି ସେଖ ଖଲିଫା ବିନ ଜାୟଦ ଅଲ ନାହୟାନଙ୍କ ପରଲୋକ । ଏନେଇ ଦେଶର ନ୍ୟୁଜ ଏଜେନ୍ସି ଡବ୍ଲୁଏଏମ ସୂଚନା ଦେଇଛି । ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଛି । ଶେଖ ଖଲିଫା ୨୦୦୪ ନଭେମ୍ବର ୩ରେ ୟୁନାଇଡେଟ ଆରବ ଏମିରେଟସରର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ । ଏହା ସହ…

ରାଜ୍ୟସଭା ରେସ । ପୁରୁଣା ପ୍ରତିଶ୍ରୁତି କଥା ମନେ ପକାଇଲେ ପାଟ୍ଟଶାଣୀ, କହିଲେ ଏଥର ନବୀନ ନିଶ୍ଚୟ ରାଜ୍ୟସଭା ପଠାଇବେ ।

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ । ଖାଲି ପଡୁଥିବା ଆସନରେ କିଏ ରାଜ୍ୟସଭା ଯିବ ତାହାକୁ ନେଇ ଆରମ୍ଭ ଚର୍ଚ୍ଚା । ଖାସକରି ବିଜେଡି ଶିବିରରେ ଏହି ଚର୍ଚ୍ଚା ସବୁଠୁ ଅଧିକ । କାରଣ ବିଧାନସଭା ସଦସ୍ୟଙ୍କ ସଂଖ୍ୟା ଦୃଷ୍ଟିରୁ ସମସ୍ତ ଆସନ ବିଜେଡି ଖାତାକୁ ଆସିବା ଏକପ୍ରକାର…

ପାକିସ୍ତାନକୁ ଘୋଟିଛି କାଙ୍ଗାଳ ସ୍ଥିତି । ଦେଶରେ ଉତ୍କଟ ସ୍ଥିତିରେ ଦରବୃଦ୍ଧି

କନକ ବ୍ୟୁରୋ: ଆତଙ୍କବାଦ କ୍ଷେତ୍ରରେ ଆଗୁଆ ରହି ଆସିଥିବା ପାକିସ୍ତାନ ଅର୍ଥନୀତି କ୍ଷେତ୍ରରେ ସମ୍ଭାଳିବାରେ ବହୁ ପଛୁଆ । ସରକାରଙ୍କ ଦିଗହରା ରଣନୀତି ଯୋଗୁଁ କାଙ୍ଗାଳ ପାଲଟିଛି ପାକିସ୍ତାନ ଆମେରିକା ଡଲାର ତୁଳନାରେ ସମ୍ପ୍ରତି ପାକିସ୍ତାନ ଟଙ୍କାର ମୂଲ୍ୟ ବହୁ ତଳକୁ ଖସିଆସିଛି । ପାକିସ୍ତାନ…

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ: ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଭିଜିଲାନ୍ସ ଇନସପେକ୍ଟର

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଧରାପଡିଲେ ଭିଜିଲାନ୍ସ ଅଧିକାରୀ । ସମ୍ବଲପୁର ଭିଜିଲାନ୍ସ ଡିଭିଜିନର ଇନସପେକ୍ଟର ମାନସୀ ଜେନା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ଭିଜିଲାନ୍ସ ଅଧିକାରୀ । ସରକାରୀ ଅଧିକାରୀଙ୍କଠାରୁ ଜଣେ ବ୍ୟକ୍ତିଙ୍କ…