Daily Archives

May 13, 2022

ସୀମା ଟପିଲା ଭଞ୍ଜନଗର ପୁଲିସର ଜୁଲମ । ୭ ଦିନ ଧରି ଥାନାରେ ନିର୍ଯାତନା ପରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ…

କନକ ବ୍ୟୁରୋ: ଭଞ୍ଜନଗର ଥାନାରେ ପୁଣି ଏକ ଚାଚଂଲ୍ୟ କର ଘଟଣା ଘଟିଯାଇଛି । ୭ ଦିନ ପୂର୍ବରୁ ଉଠାଇଆଣି ହାଜତରେ ନିର୍ଜାତନା ଦେଇଥିବା ବେଳେ ମା ଓ ପରିବାର ଲୋକଙ୍କୁ ଦେଖାକରିବାକୁ ମନା କରାଯାଉଥିଲା । ଏଭଳି ଘଟଣାରେ ଅସହ୍ୟ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି ହାଜତରେ ଥିବା ସୁଶାନ୍ତ କୁମାର…

କୋଲକାତାକୁ ବଡ ଝଟକା: ଆଇପିଏଲରୁ ବାଦ ପଡିଲେ ଏହି ଷ୍ଟାର ବୋଲର

କନକ ବ୍ୟୁରୋ: ଚଳିତ ଆଇପିଏଲରେ ପ୍ଲେଅଫରେ ସ୍ଥାନ ପକ୍କା କରିବାକୁ ଏବେ ସଂଘର୍ଷ କରୁଛି କୋଲକାତା ନାଇଟ ରାଇଡର୍ସ । ଏହାରି ମଧ୍ୟରେ ଦଳକୁ ଏକ ବଡ ଝଟକା ଲାଗିଛି । ଦଳର ଷ୍ଟାର ବୋଲର ପ୍ୟାଟ କୁମିନ୍ସ ଚଳିତ ଆଇପିଏଲରୁ ବାଦ ପଡିଛନ୍ତି । ଫଳରେ ସେ ଖୁବ ଶୀଘ୍ର ଅଷ୍ଟ୍ରେଲିଆ ଫେରିଯିବେ । ହିପ…

ସାହାରା ମୁଖ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ‘ସାହାରା’ । ହାଇକୋର୍ଟ ନିଷ୍ପତ୍ତି ଉପରେ ସର୍ବୋଚ୍ଚ କୋର୍ଟଙ୍କ ରୋକ । ପଢନ୍ତୁ…

କନକ ବ୍ୟୁରୋ: ସାହାରା ମୁଖ୍ୟ ସୁବ୍ରତ ରାୟ ସାହାରାଙ୍କୁ ସୁପ୍ରିମକୋର୍ଟଙ୍କ ‘ସାହାରା’ ମିଳିଛି ।  ହାଇକୋର୍ଟର ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ କୋର୍ଟ । ପାଟନା ହାଇକୋର୍ଟ ତାଙ୍କୁ ଗୋଟିଏ ମାମଲାରେ ଗିରଫ ପାଇଁ ୱାରେଣ୍ଟ ଜାରି କରିଥିଲେ । ତେବେ ବର୍ତ୍ତମାନ ପାଇଁ ଏହା ଟଳିଛି ।…

୪୦ଟି ଶବ୍ଦର ବିପରୀତ ଶବ୍ଦ କହି ରେକର୍ଡ । ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡରେ ୨ ବର୍ଷର ଶିଶୁ ।

କନକ ବ୍ୟୁରୋ: କମ୍ପୁଟର ବଏ । ବିସ୍ମୟ ବାଳକ । କିଏ କେଉଁ ନାମରେ ଡ଼ାକୁଛନ୍ତି । ହେଲେ ଏଭଳି ନାମର ହକଦାର ପାଲଟିଛନ୍ତି ଭଂଜନଗର ଲାଲସିଂଗ ଗ୍ରାମର ସୁଶାନ୍ତ କୁମାର ରାଉତଙ୍କ ୨ ବର୍ଷର ପୁଅ ସୁଭ୍ରାଶୁଂ ରାଉତ । ସେ ଗତ ଜାନୁଆରୀ ମାସରେ ଅନଲାଇନ୍ ରେ ହରିଆନା ଠାରେ ଅନୁଷ୍ଠିତ ହୋଇଥିବା ବୁକ୍ ଅଫ…

କ୍ୟାନସର ପାଇଁ ଘରୁ ତଡିଦେଲେ ପରିବାର ଲୋକେ । ଜଙ୍ଗଲ ମଶାଣିରେ କଟୁଛି ଜୀବନ, ଚିକିତ୍ସା ପାଇଁ ଅର୍ଥ ସାଜିଛି…

କନକ ବ୍ୟୁରୋ: ସାମାଜିକ ବାସନ୍ଦ ହୋଇ ନଥିଲେ ବି ପରିସ୍ଥିତି କରିଛି ବାଧ୍ୟ । ନିଅାଁ, ପାଣି ବନ୍ଦ ହୋଇ ନଥିଲେ ବି ଗାଁ ରେ ମିଶି ଚଳିବା ମନା । ଏବେ ପରିବାର ପାଇଁ   ନୁଆ ଠିକଣା ହୋଇଛି ଗାଁ ମୁଣ୍ଡ ମଶାଣି ପାଖରେ ଥିବା ଅ ବ୍ୟବହୃତ ପରିତ୍ୟକ୍ତ ଭଙ୍ଗା ଖପର ଘର । ସେଇଠି ସ୍ୱାମୀ , ସ୍ତ୍ରୀ ଆଉ…

ସାତଭାୟାର ଥଇଥାନ୍, ପୁନଃବସତି ଓ ମା’ ପଞ୍ଚବରାହୀଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଏକ ଅନୁଶୀଳନ ।

ଡକ୍ଟର ଶରତ ଚନ୍ଦ୍ର ସାମଲ ଶିକ୍ଷା ଓ ଅନୁସନ୍ଧାନ ଡିମିଡ୍ ବିଶ୍ୱ ବିଦ୍ୟାଳୟ କନକ ବ୍ୟୁରୋ: ସାତଭାୟା, କେନ୍ଦ୍ରାପଡାର ଏକ ପରିଚିତ ଗାଁ । ଏକ ଐତିହ୍ୟସମ୍ପନ୍ନ , ପ୍ରାକୃତିକ ଶୋଭାରାଶିରେ ବିମଣ୍ଡିତ ଏକ ବିଚ୍ଛିନ୍ନାଞ୍ଚଳ । କେଉଁ ଅନାଦି କାଳରୁ ଏହାର ଅବସ୍ଥିତି, ତାହାର ସଠିକ୍ ତଥ୍ୟ…