Daily Archives

January 22, 2022

ପୂର୍ବତନ ମନ୍ତ୍ରୀ ଅଂଜଳୀ ବେହେରା ହେଲେ ସମିତି ସଭ୍ୟ ପ୍ରାର୍ଥୀ । ସେପଟେ ଅସ୍ତରଙ୍ଗରେ ପ୍ରାର୍ଥୀ ହେଲେ ପୂର୍ବତନ…

କନକ ବ୍ୟୁରୋ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଗତକାଲି ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷଦିନ । ଆଉ ଶେଷ ମୁହୂର୍ତରେ ନାମାଙ୍କନପତ୍ର ଦାଖଲ କରିବାକୁ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ଭିଡ ଦେଖିବାକୁ ମିଳିଥିଲା । ବିଭିନ୍ନ ରାଜନୈତିକ ଦଳର ସମର୍ଥିତ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି…

ମୁମ୍ବାଇ ଅଗ୍ନିକାଣ୍ଡ ଘଟଣା । ମୃତକଙ୍କ ପରିବାରକୁ ୭ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା

କନକ ବ୍ୟୁରୋ: ଆଜି ଭୋର ସମୟରେ ମୁମ୍ବାଇ ତାରଦେବ ଇଲାକାର ଭାଟିୟା ହସ୍ପିଟାଲ ପାଖରେ ଥିବା ଏକ ବହୁତଳ ଅଟ୍ଟାଳିକାରେ ଭୟାବହ ଅଗ୍ନିିକାଣ୍ଡ ରେ ପ୍ରାଣ ହରାଇଥିବା ପରିବାରକୁ ୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର । ଅଗ୍ନିକାଣ୍ଡରେ ପ୍ରାଣ…

ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି, ରାଲି ଓ ରୋଡ ସୋ ଉପରେ ଜାରି ରହିବ ପୂର୍ବ କଟକଣା

କନକ ବ୍ୟୁରୋ : ଫେବୃଆରୀ ମାସରୁ ୫ ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । କରୋନା ମହାମାରୀ ଭିତରେ ନିର୍ବାଚନ ହେଉଥିବାରୁ ନିର୍ବାଚନ କମିଶନ କିଛିଦିନ ପୂର୍ବେ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ରାଲି ଓ ରୋଡ ସୋ ଉପରେ କଟକଣା ଲଗାଇଥିଲେ । ଏହାର ଅବଧି ଆଜି ସମାପ୍ତ ହେଉଥିବାରୁ ଏହି…

ଆଇପିଏଲ୍ ଖେଳିବେନି ଏହି ବଡ ଖେଳାଳି । ଜାଣନ୍ତୁ, ଲିଷ୍ଟରେ ସାମିଲ ଅଛନ୍ତି କେଉଁ କେଉଁ କ୍ରିକେଟର?

କନକ ବ୍ୟୁରୋ: ଆଇପିଏଲ୍ ଖେଳିବେନି ଅନ୍ତର୍ଜାତୀୟ କ୍ରିକେଟର ବଡ ଚେହେରା ।  ବେନ୍ ଷ୍ଟୋକସ୍, ଜୋଫ୍ରା ଆର୍ଚର, ଜୋ ରୁଟ୍ ଓ ମିଚେଲ ଷ୍ଟାର୍କଙ୍କ ଭଳି ବଡ ବଡ ଖେଳାଳି ଚଳିତ ବର୍ଷ ଆଇପିଏଲରେ ସାମିଲ ହେବେନି । ଏହି ଖେଳାଳିମାନେ ନିଜକୁ ଆଇପିଏଲ ନିଲାମୀଠାରୁ ଦୂରରେ ରଖିଛନ୍ତି । ଯାହା ଫଳରେ ଏହି…

ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିବା ଘଟଣା: ଅଭିଯୋଗ ଆଧାରରେ ମାମଲା କଲା ପୋଲିସ

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିବା ଘଟଣାରେ ମାମଲା କରିଛି ପୋଲିସ । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ କର୍ମଚାରୀ ଅଶ୍ୱୀନି କୁମାର ମଲ୍ଲିକ ଓ ଦେବାଶିଷ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ମାମଲା କରାଯାଇଥିବା…

ସଚିନଙ୍କ ଫ୍ୟାନ ସୁଧୀର କୁମାରଙ୍କୁ ଥାନାରେ ମାଡ, ଜାଣନ୍ତୁ ପୂରା ଘଟଣା

କନକ ବ୍ୟୁରୋ : ମୁଜାଫରପୁର ଜିଲ୍ଲା ଟାଉନ ଥାନାରେ ସଚିନଙ୍କ ଫ୍ୟାନ ଭାବେ ପରିଚିତ ସୁଧୀର କୁମାରଙ୍କୁ ଜଣେ ପୋଲିସକର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଛି । ସୁଧୀରଙ୍କ ଅଭିଯୋଗ ପରେ ମାମଲାକୁ ନେଇ ଟାଉନଥାନା ପୋଲିସ ତନାଘନା ଆରମ୍ଭ କରିଛି । ଏନେଇ ପୋଲିସ ଏଏସପି ଜୟନ୍ତ କାନ୍ତ ମାମଲାର ଯାଂଚ ପାଇଁ…