Daily Archives

January 20, 2022

ଶ୍ରୀଲଙ୍କାର ସ୍ଥିତି ନେଇ ରାଷ୍ଟ୍ରଦୂତ ମିଲିଣ୍ଡା କହିଲେ ଏଭଳି କଥା, “ଶ୍ରୀଲଙ୍କା ଅର୍ଥ ବ୍ୟବସ୍ଥାର ଚାବି ଭାରତ…

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଉପୁଜିଥିବା ଆର୍ଥିକ ସମସ୍ୟା ପରେ ଭାରତ ଲଗାତର ଭାବେ ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଯୋଗାଇ ଆସୁଛି । ଏହି କଥାକୁ ନେଇ ଭାରତରେ ନିଯୁକ୍ତ ହୋଇଥିବା ଶ୍ରୀଲଙ୍କାର ରାଷ୍ଟ୍ରଦୂତ ମିଲିଣ୍ଡା ମୋରାଗୋଡା ଭାରତକୁ କୃତଜ୍ଞତା ଜଣାଇବା ସହ କହିଛନ୍ତି କି ଶ୍ରୀଲଙ୍କାର ଏଭଳି…

କୋଟିଆରେ ସବୁ ଦଳର ସହମତିରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ ପ୍ରାର୍ଥୀ । ସର୍ବଦଳୀୟ ବୈଠକରେ ନିଆଗଲା ନିଷ୍ପତ୍ତି ।

କନକ ବ୍ୟୁରୋ: କୋଟିଆରେ କିଏ ହେବ ପ୍ରାର୍ଥୀ? ଏନେଇ କୋରାପୁଟରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ତେବେ ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ସମସ୍ତଙ୍କ ସହମତିରେ ନିର୍ଦ୍ୱନ୍ଦ୍ୱରେ ଜଣେ ପ୍ରାର୍ଥୀ ନିର୍ବାଚିତ ହେବେ । ସବୁ ଦଳର ନେତାଙ୍କ ସହମତିରେ ଏହି ପ୍ରାର୍ଥୀ ଜଣକ…

ବଲାଙ୍ଗୀର ବିଲେଇସର୍ଡା ଗ୍ରାମପଞ୍ଚାୟତରେ ସରପଞ୍ଚ ପଦ ନିଲାମୀ ପ୍ରସଙ୍ଗ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ…

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ବିଲେଇସର୍ଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦବୀ ନିଲାମ ଘଟଣାରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ସରପଞ୍ଚ ପଦ ପାଇଁ ଇଚ୍ଛା ରଖିଥିବା କୌଣସି ବ୍ୟକ୍ତି ଯେପରି ବିନା କୌଣସି ଅସୁବିଧାରେ ନିର୍ବାଚନରେ ଭାଗ ନେଇପାରିବେ ସେନେଇ…

ମୃତ ହିତାଧିକାରୀଙ୍କ ନାଁରେ ଭତ୍ତା ଟଙ୍କା ଲୁଟ । ହିତାଧିକାରୀଙ୍କ ମୃତ୍ୟୁ ପରେ ବି ଟିପ ଚିହ୍ନ ଦେଇ ଉଠିଛି ମାସ ମାସର…

କନକ ବ୍ୟୁରୋ: ଭତ୍ତା ଯୋଗାଣରେ ମହାଘୋଟାଲା । ମୃତ ବ୍ୟକ୍ତିଙ୍କ ନାମରେ ହେଉଛି ସରକାରୀ ତହବିଲରୁ ହରିଲୁଟ୍ । ମୟୂରଭଞ୍ଜରୁ ଆସିଛି ଏମିତି ଅଭିଯୋଗ । କପ୍ତିପଦା ବ୍ଲକର ଏକ ପଞ୍ଚାୟତରେ ହିତାଧିକାରୀଙ୍କ ମୃତ୍ୟୁକୁ ମାସ ମାସ ବିତି ଯାଇଥିଲେ ବି ତାଙ୍କ ନାମରେ ଭତ୍ତା ଟଙ୍କା ଉଠି ଚାଲିଛି । ଜଣେ…

ଗାଁ ରାଜନୀତିରେ ପାଠୁଆ ଝିଅଙ୍କ ପ୍ରବେଶକୁ ନେଇ ଚର୍ଚ୍ଚା । ପଢନ୍ତୁ, କେଉଁଠି କିଏ ଭରିଲେ ପ୍ରାର୍ଥୀପତ୍ର…

କନକ ବ୍ୟୁରୋ: ନିର୍ବାଚନ ମଇଦାନରେ ଶିକ୍ଷିତା ଯୁବତୀ । ରାଜନୀତିରେ ପାଦ ଦେବା ପାଇଁ ମନସ୍ଥ କରିଛନ୍ତି ରାୟଗଡା ଜିଲ୍ଲା କାଶିପୁର ଅଞ୍ଚଳର କେମେଷ୍ଟ୍ରି ଅନର୍ସ ରଖି ବିଏସସି ପାସ୍ କରିଥିବା ରାୟଗଡ଼ାର ରିୟା ନାଏକ । ମୋ ଅଞ୍ଚଳର ବିକାଶ ପାଇଁ ରାଜନୀତିକୁ ଆସିଛି, ଅନ୍ୟମାନଙ୍କ ଭଳି ମିଛ…

ଚର୍ଚ୍ଚାରେ କୋରାପୁଟର କନକଲତା । ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ୬୫ ବର୍ଷିୟା ବୃଦ୍ଧା

କନକ ବ୍ୟୁରୋ: ଚାଲିଛି ନାମାଙ୍କନ ପ୍ରକ୍ରିୟା । ସବୁଠି ପ୍ରାଥୀଙ୍କ ଭିଡ଼ । କିଏ ନିଜ ଦଳ ସହ ଆସିଛି ତ କିଏ ନିଜର କର୍ମୀଙ୍କ ସହ ।  ସବୁଠି ଯୁବପିଢିଙ୍କ ଗହଳି ଆଉ ଏସବୁ ଭିତରେ ଏମିତି ଜଣେ ବୃଦ୍ଧା ମହିଳା ରହିଛନ୍ତି ଯିଏ ଏକୁଟିଆ ନିଜର ପରିଚୟ ପତ୍ର ନେଇ ଭରୁଛନ୍ତି ନାମାଙ୍କନ । ନା ସାଥିରେ…