Daily Archives

January 20, 2022

ଉତ୍ତର ପ୍ରଦେଶ ରାଜନୀତିରେ ପାଦ ରଖିଲେ ନିର୍ଭୟାଙ୍କ ଓକିଲ, ମାୟାବତୀଙ୍କ ଦଳରୁ ଲଢିପାରନ୍ତି ନିର୍ବାଚନ

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଚାଲିଥିବା ନିର୍ବାଚନୀ ସରଗରମ ମଧ୍ୟରେ ଏକ ବଡ ଖବର ଆସିଛି । ନେତାମାନଙ୍କ ମଧ୍ୟରେ ଚାଲିଥିବା ଦଳବଦଳ ଭିତରେ ବିଏସପିରେ ଜଣେ ନୂଆ ଚେହେରା ସାମିଲ ହୋଇଛନ୍ତି । ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ନିର୍ଭୟାଙ୍କ ପରିବାର ତରଫରୁ ଲଢିଥିବା ଓକିଲ ସୀମା…

ଚିିଲିକା ମଝିରେ ଫସିଲା ଭସା ପୋଲ । ପାଣି କମ୍ ଥିବାରୁ ପ୍ରାୟ ଅଧାଘଣ୍ଟା ପାଇଁ ଅଟକି ଗଲା ଯାତ୍ରୀବାହୀ ଭସା ପୋଲ ।

କନକ ବ୍ୟୁରୋ: ଚିିଲିକା ମଝିରେ ଫସିଲା ଭସା ପୋଲ । ପାଣି କମ୍ ଥିବାରୁ ପ୍ରାୟ ଅଧାଘଣ୍ଟା ପାଇଁ ଅଟକି ଗଲା ଯାତ୍ରୀବାହୀ ଭସା ପୋଲ । ୫୦ ଜଣ ଯାତ୍ରୀଙ୍କୁ ଜହ୍ନିକୁଦାରୁ ସାତପଡା ଯାଉଥିବା ବେଳେ ଘଟିଥିଲା ଏଭଳି ଘଟଣା ଘଟିଛି । ଜୁଆର ଯୋଗୁଁ ମଝି ଚିଲିକାରେ ପାଣି କମ୍ ଥିଲା । ତେଣୁ ଭସାପୋଲ…

ଆନ୍ଧ୍ରକୁ ମାତ୍ ଦେବା ପାଇଁ ଓଡିଶାର ରଣନୀତି । କୋଟିଆରେ ମିଳିତ ପ୍ରାର୍ଥୀ ଦେବା ପାଇଁ ସହମତ ହୋଇପାରନ୍ତି ସମସ୍ତ…

କନକ ବ୍ୟୁରୋ: ଆନ୍ଧ୍ରକୁ ମାତ୍ ଦେବା ପାଇଁ ଓଡିଶାର ରଣନୀତି । କୋଟିଆରେ ମିଳିତ ପ୍ରାର୍ଥୀ ଦେବା ପାଇଁ ସହମତ ହୋଇପାରନ୍ତି ସମସ୍ତ ରାଜନୈତିକ ଦଳ । ଏବେ କୋଟିଆ ପାଇଁ ଏକାଠି ହୋଇଛନ୍ତି ସବୁ ଦଳ । ରାଜନୈତିକ ଶତ୍ରୁତା ଭୁଲି ପାର୍ଟି ନୁହେଁ ବରଂ ମାଟି ପାଇଁ ଲଢେଇ କରିବା ପାଇଁ ବସିବାକୁ ଯାଉଛି…

ଢିଙ୍କିଆ ସ୍ଥିତି ନେଇ ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ । ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି

କନକ ବ୍ୟୁରୋ: ଢିଙ୍କିଆ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ତୁରନ୍ତ ଢିଙ୍କିଆର ସ୍ଥିତି ନେଇ ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ହାଇକୋର୍ଟ ରାଜ୍ୟର ଗୃହ ବିଭାଗକୁ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ତା ସହିତ ଏହି ମାମଲାର…

ନୟାଗଡ ରାଜନୀତି, ବଢିଲାଣି ତାତି । ବିଜେଡି-ବିଜେପିକୁ ବିପଦ ବିଦ୍ରୋହୀ ପ୍ରାର୍ଥୀ, ଅସ୍ତିତ୍ୱ ବଞ୍ଚାଇବାକୁ କଂଗ୍ରେସର…

କନକ ବ୍ୟୁରୋ : ଗତ କିଛି ଦିନ ପୂର୍ବେ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଥିଲା ନୟାଗଡ । ବିରୋଧୀ ଡେରା ପକାଇଥିଲେ ନୟାଗଡରେ । ଟାର୍ଗେଟରେ ଥିଲେ ମନ୍ତ୍ରୀ ଅରୁଣ ସାହୁ । ପରୀ ହତ୍ୟାକାଣ୍ଡକୁ ନେଇ ନୟାଗଡରୁ ବ୍ୟାପିଥିବା ନିଆଁ ରାଜଧାନୀ ରାଜନୀତିକୁ ଉଷ୍ମ କରିଥିଲା । ତେବେ ନୟାଗଡରେ ଲାଗିଥିବା…

ନିର୍ବାଚନ ମୈଦାନରେ ମେଧାବୀ ଛାତ୍ରୀ  । ସରପଞ୍ଚ ପ୍ରାର୍ଥୀ ପାଇଁ କଲେ ନାମାଙ୍କନ ଦାଖଲ ।

କନକ ବ୍ୟୁରୋ: ଚାରିଆଡେ ବାଜୁଛି ପଞ୍ଚାୟତ ନିର୍ବାଚନ ବିଗୁଲ । ଏଥିପାଇଁ ଜୋରଦାର ଚାଲିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ।  ଏବେ ଏହି ତ୍ରିସ୍ତରୀୟ ନିର୍ବାଚନ ରଣାଙ୍ଗନରେ ସାମିଲ ହେଉଛନ୍ତି ଉଚ୍ଚ ଶିକ୍ଷିତ ଗୋଷ୍ଠୀ । ଏପରି ଜଣେ ମେଧାବୀ  ତଥଶ ଉଚ୍ଚ ଶିକ୍ଷିତା ହେଉଛନ୍ତି ଅସ୍ତରଙ୍ଗ ବ୍ଳକ…