Daily Archives

January 14, 2022

ଢିଙ୍କିଆରେ ପୁଲିସ ଗ୍ରାମବାସୀ ମୁହାଁମୁହିଁ: ପ୍ରକଳ୍ପ ପାଇଁ ଅଧିକୃତ ଜମିରୁ ପାନବରଜ ହଟାଇବା ବେଳେ ଉତେଜନା, ବିରୋଧ…

କନକ ବ୍ୟୁରୋ: ଢ଼ିଙ୍କିଆରେ ସରକାର ଅଧିଗ୍ରହଣ କରିଥିବା ଜମିରେ ଥିବା ପାନବରଜ ଭଙ୍ଗା କାର୍ଯ୍ୟ ପ୍ରଶାସନ ପକ୍ଷରୁ ଜାରି ରହିଛି । ଏହାକୁ ବିରୋଧ କରିବା ପାଇଁ ଢ଼ିଙ୍କିଆ ଫୁଲଖାଇ ମନ୍ଦିରରେ ଏକାଠି ହୋଇଥିଲେ ଶହ ଶହ ଗ୍ରାମାବାସୀ । ନିଷ୍ପତି ପରେ ପାନବରଜ ଆଡକୁ ଯାଇଥିଲେ ଗ୍ରାମବାସୀ । ଗାଁମୁଣ୍ଡରେ…

ଢେଙ୍କାନାଳ ଜାଭିୟର ହାଇସ୍କୁଲ: ଶିକ୍ଷାର ଭବିଷ୍ୟତ, ଅଭିଭାବକଙ୍କୁ କରୁଛି ଆକୃଷ୍ଟ ।

କନକ ବ୍ୟୁରୋ: ଏଜୁକେସନ୍ ଫର୍ ଅଲ୍ ବା ‘ସମସ୍ତଙ୍କ ପାଇଁ ଶିକ୍ଷା’ । ଏହି ଲକ୍ଷ୍ୟ ନେଇ ୨୦୦୮ରୁ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ଆଣିଛି ଜାଭିୟର ଗ୍ରୁଫ୍ ଅଫ୍ ସ୍କୁଲ । ଢେଙ୍କାନାଳ ରଣପସି ଗେଙ୍ଗୁଟିଆ ସ୍ଥିତ ଜାଭିୟର ହାଇସ୍କୁଲ ଗୁଣାତ୍ମକ ଭାବେ ଉନ୍ନତମାନର ଶିକ୍ଷା ଯୋଗାଇବା ସହ…

କୋଭିଡ ସଂକ୍ରମଣରୁ ସୁସ୍ଥ ହେବାର କେତେଦିନ ପରେ ନେଇ ପାରିବେ ଜୀବନ ବୀମା ? ବୀମା କମ୍ପାନୀ ଆଣିଲା ନୂଆ ନିୟମ

କନକ ବ୍ୟୁରୋ : ଦେଶରେ କୋଭିଡ -୧୯ ସଂକ୍ରମଣ ଲଗାତର ଭାବେ ବୃଦ୍ଧି ପାଉଛି । ଏହାରି ମଧ୍ୟରେ ସଂକ୍ରମିତ ହେଉଥିବା ଅଧିକାଂଶ ଲୋକ ସୁସ୍ଥ ବି ହେଉଛନ୍ତି । ହେଲେ ସେମାନେ ସୁସ୍ଥ ହେବା ପରେ ବି ତାଙ୍କ ଠାରେ ଅନେକ ପ୍ରକାର ଅସୁବିଧା ଦେଖିବାକୁ ମିଳୁଛି । ଏହି କ୍ରମରେ ଏବେ କରୋନା ସଂକ୍ରମଣରୁ ସୁସ୍ଥ…

ବଙ୍କ ବିହାରୀଙ୍କ ବଡପଣ । ଗାଁ ଲୋକଙ୍କ ପାଇଁ ଗଢିଲେ ମିନିପାର୍କ । ସହର ଭଳି ମଜାନେବେ ଲୋକ ।

କନକ ବ୍ୟୁରୋ: ମଫସଲି ଅଞ୍ଚଳରେ ମନମୋହୁଛି ପାର୍କ । ଗାଁ ଗହଳିର ପିଲାଠୁ ବୁଢାଯାଏଁ ସମସ୍ତଙ୍କ ମନୋରଞ୍ଜନର ମାଧ୍ୟମ ସାଜିଛି ଗାଁ ମଝିର ପାର୍କ । ଆଉ ପାର୍କରେ ବୁଲିବାକୁ ସହରକୁ ଯିବାକୁ ପଡିବନି କି ସହରିଆ ସଭ୍ୟତାରେ ରହି ପାର୍କର ମଜା ନେବାକୁ ସହରମୁହାଁ ହେବାକୁ ପଡିବନି । କାରଣ ଗାଉଁଲୀ…

ଦିଲ୍ଲୀକୁ ଦୋହଲେଇବାର ଷଡଯନ୍ତ୍ର: ଗାଜିପୁର ମଣ୍ଡିରୁ ମିଳିଲା ଆଇଡି ବିସ୍ଫୋରକ ଭର୍ତ୍ତି ବ୍ୟାଗ

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ ଓ ଶ୍ରୀନଗରରେ ଆତଙ୍କବାଦୀଙ୍କ ଦ୍ୱାରା ରଚାଯାଇଥିବା ବିସ୍ଫୋରଣ ସଡଯନ୍ତ୍ରଙ୍କୁ ବିଫଳ କରାଯାଇଛି । ଆଜି ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରେ ଏକ ସନ୍ଦିଗ୍ଧ ଭାବେ ପଡିଥିବା ବ୍ୟାଗ ଦେଖିବାକୁ ମିଳିଥିଲା । ଏହାର ସୂଚନା ପାଇବା ପରେ ପୋଲିସ ବୋମା…

ଟିକେଟ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ବିଏସପି ନେତା । କହିଲେ, ମୋ ଟଙ୍କା ନ ଫେରାଇଲେ ଆତ୍ମଦାହ କରିବି ।

କନକ ବ୍ୟୁରୋ : ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କଲେ, କିନ୍ତୁ ଟିକେଟ ମିଳିଲାନି । ନିର୍ବାଚନ ଲଢିବା ଆଶା ମଉଳିବା ପରେ ଭୋ ଭୋ କାନ୍ଦିଛନ୍ତି ନେତା । ଆଉ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଏବେ ନାମାଙ୍କନ…