Daily Archives

January 14, 2022

ପରିବା ବିକ୍ରି କରୁଥିବା ମହିଳାଙ୍କୁ ମନ୍ତ୍ରୀ କହିଲେ… ‘ମତେ ଚାପୁଡା ମାର’: ଜାଣନ୍ତୁ, କାହିଁକି କହିଲେ ଏମିତି

କନକ ବ୍ୟୁରୋ: ମଧ୍ୟପ୍ରଦେଶର ଗ୍ବାଲିୟରରୁ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠାରେ ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର ଜଣେ ପରିବାର ବିକ୍ରି କରୁଥିବା ମହିଳାଙ୍କ ପାଖକୁ ଯାଇ ତାଙ୍କୁ ଚାପୁଡ଼ା ମାରିବାକୁ କହୁଛନ୍ତି। ଚାପୁଡ଼ା ମାରିଲା ପରେ ହିଁ ମହିଳାଙ୍କ କଥା ସେ ଶୁଣିବେ ବୋଲି ବି…

ଘରୋଇ ସଙ୍ଗରୋଧ ପାଇଁ ମାର୍ଗଦର୍ଶିକା: ପଜିଟିଭ ଥିଲେ ୭ ଦିନ ଘରୋଇ ସଙ୍ଗରୋଧରେ ରହିବେ

କନକ ବ୍ୟୁରୋ: ଘରୋଇ ସଙ୍ଗରୋଧ ପାଇଁ ଜାରି ହେଲା ମାର୍ଗଦର୍ଶିକା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି ହୋଇଛି । ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ ଲୋକଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ କୁହାଯାଇଛି । ୬୦ ବର୍ଷରୁ ଅଧିକ ବୟସ୍କ ଲୋକ ଘରେ ସଙ୍ଗରୋଧରେ ରହିବେ…

କ୍ରିଷ୍ଣାମୂର୍ତ୍ତି ୱାର୍ଲ୍ଡ ସ୍କୁଲ : ଯେଉଁଠି ପାଠ୍ୟକ୍ରମ ସହ ଛାତ୍ରଛାତ୍ରୀଙ୍କୁ ଶିଖାଯାଏ ଭାରତୀୟ ସାଂସ୍କୃତିକ…

କନକ ବ୍ୟୁରୋ : ପରିବର୍ତ୍ତନଶୀଳ ଦୁନିଆରେ, ଭାରତୀୟ ସାଂସ୍କୃତିକ ଅତୀତକୁ ମନେ ପକାଉଥିବା ଏବଂ ପ୍ରଗତିଶୀଳ ଭବିଷ୍ୟତ ସହିତ ଅନୁକୂଳ ଏକ ଅନୁଷ୍ଠାନର ଉଦାହରଣ ହେଉଛି କ୍ରିଷ୍ଣାମୂର୍ତ୍ତି ୱାର୍ଲ୍ଡ ସ୍କୁଲ । ଭଗବଦ୍ ଗୀତାର ଅସୀମ ଦର୍ଶନ ଏବଂ ଶ୍ରୀ ଜଗଦଗୁରୁ ଶଙ୍କରାଚାର୍ୟ୍ୟ ସ୍ୱାମୀ ଶ୍ରୀ…

ଗୁରୁକୂଳ ଭଳି ଦଧିଚି ଦେଉଛି ଶିକ୍ଷା, ଆଧୁନିକ ଯୁଗରେ ଗଢୁଛି ଆଗାମୀ ଭବିଷ୍ୟତ…

କନକ ବ୍ୟୁରୋ: ଗୁରୁକୂଳର ଶିକ୍ଷା ପଦ୍ଧତି ସହ ଏଲକେଜିରୁ +୨ ଦୁଇ ବିଜ୍ଞାନ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଛି ଦଧିଚି ଶିକ୍ଷାନୁଷ୍ଠାନ । ଯାହାର ଜ୍ଞାନ ଅଛି ତାହାର ମାନ ଅଛି । ସେଥିପାଇଁ ତ ଆଜିର ଯୁବ ଓ ଛାତ୍ର ପୀଢ଼ିକୁ ଆଧୁନିକ ସମାଜର ମୁଖ୍ୟସ୍ରୋତ ସାମିଲ କରିବା ଲକ୍ଷ୍ୟ ନେଇ ଶିକ୍ଷା…

ସେଣ୍ଟ ଜାଭିୟର ଗ୍ରୁପ୍ : ପାଠ୍ୟକ୍ରମ ଜରିଆରେ ଭଲ ମଣିଷ ଗଢୁଥିବା ଶିକ୍ଷାନୁଷ୍ଠାନ, ଯାତ୍ରା ଆରମ୍ଭ ମାତ୍ର……

କନକ ବ୍ୟୁରୋ : ଜୀବନରେ ଶିକ୍ଷାର ମହତ୍ତ୍ୱ ଓ ଗୁରୁତ୍ୱ କଣ ତାହା ସମସ୍ତେ ଜାଣନ୍ତି । ଜ୍ଞାନ ଆହରଣ ହିଁ ମଣିଷକୁ ଭଲ ମଣିଷ ଭାବେ ଗଢି ତୋଳିଥାଏ । ଆଉ ଏହି ପ୍ରକ୍ରିୟାର କେବେ ଶେଷ ହୋଇନଥାଏ । ତେଣୁ ଶିକ୍ଷା ମାଧ୍ୟମରେ ସମାଜ ପାଇଁ ଭଲ ମଣିଷଟିଏ ତିଆରି କରିବା ଉଦ୍ଦେଶ୍ୟରେ ସେଣ୍ଟ ଜାଭିୟର…

କେପ ଟାଉନ ଟେଷ୍ଟ: ୭ ୱିକେଟରେ ଭାରତ ପରାସ୍ତ, ବିଜୟ ସହ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

କନକ ବ୍ୟୁରୋ: କେପ ଟାଉନ ଟେଷ୍ଟରେ ଭାରତକୁ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହାସହ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ବିଜୟ ହାସଲ କରିଛି । ବିଜୟ ସହ ୨-୧ରେ ସିରିଜ ମଧ୍ୟ ଜିତିଲା ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚର ଦ୍ୱିତୀୟ ଇଂନିସରେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଦମଦାର…