Daily Archives

October 19, 2021

ପ୍ରବଳ ବର୍ଷାରେ ଉତ୍ତରାଖଣ୍ଡରେ ସ୍ଥିତି ବେହାଲ । ଉଦ୍ଧାର କାର୍ଯ୍ୟ ପାଇଁ ଆଗେଇ ଆସିଲେ ବାୟୁବୀର, ଫଶି ରହିଥିବା ୧୨…

କନକ ବ୍ୟୁରୋ  : ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାରେ ସ୍ଥିତି ବେହାଲ ହୋଇଛି । ରବିବାରବାର ଠାରୁ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ୨୩ରେ ପହଞ୍ଚିଛି । କେବଳ ନୈନିତାଲରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ…

ମମିତା ମେହେର ନିଖୋଜ ଘଟଣା:  ଆଖୁ କିଆରିରେ ଲୁଚିଥିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ, ପୋଲିସ କଲା ଗିରଫ  

କନକ ବ୍ୟୁରୋ: ବହୁଚର୍ଚ୍ଚିତ ମମିତା ମେହେର ନିଖୋଜ ଘଟଣାରେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ଗୋବିନ୍ଦ ସାହୁ ଗିରଫ ହୋଇଛି । ନିଜ ଭଉଣୀ ଘରେ ଏକ ଆଖୁ କିଆରି ଭିତରେ ଲୁଚିଥିବାବେଳେ ପୋଲିସ ଗୋବିନ୍ଦ ସାହୁକୁ ଗିରଫ କରିଛି । ତେବେ ଗୋବିନ୍ଦଙ୍କୁ ଗିରଫ କରିବା ପରେ ମମିତାଙ୍କ ନିଖୋଜ ଓ ଗଳିତ ଶବ…

ସର୍ଲିନ ଚୋପ୍ରାଙ୍କ ଉପରେ ମାନହାନୀ ମକଦ୍ଦମା ଦାଖଲ କଲେ ରାଜ କୁନ୍ଦ୍ରା ଓ ଶିଳ୍ପା, ସର୍ଲିନଙ୍କ ଅଭିଯୋଗକୁ କହିଲେ…

କନକ ବ୍ୟୁରୋ : କିଛିଦିନ ତଳେ ବଲିଉଡ ଅଭିନେତ୍ରୀ ସର୍ଲିନ ଚୋପ୍ରା ରାଜକୁନ୍ଦ୍ରାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣି ଥାନାରେ ମାମଲା ଦାୟର କରିଥିଲେ । ଏହାସହ କାମ କରାଇ ଟଙ୍କା ନଦେବା ଭଳି ବି ସାଂଘାତିକ ଅଭିଯୋଗ ଦାଖଲ କରିଥିଲେ । ଏବେ ସେହି ମାମଲାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜ…

‘ରଦ୍ଦ ହେଉ ଭାରତ-ପାକ୍ ମ୍ୟାଚ୍, ପ୍ରଧାନମନ୍ତ୍ରୀ ମୋଦୀ ବି ଏଥିରେ ହେବେ ସହମତ’ – ଆପ୍ ବିଧାୟକ

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଏବେ ଏହାକୁ ନେଇ ଦେଶରେ ତେଜିିିଛି ରାଜନୀତି । କାଶ୍ମୀରରେ ଏବେ ସ୍ଥିତି ଶାନ୍ତ ନଥିବାବେଳେ, ବିଭିନ୍ନ ଦଳର ନେତା ଏହି ମ୍ୟାଚକୁ ତୁରନ୍ତ ବାତିଲ କରିବାକୁ ପରାମର୍ଶ ଦେଇଛନ୍ତି । ହେଲେ ଏହାରି ଭିତରେ ଆଜି ଆପ୍ ନେତା ଅତିଶୀ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହା । କାଶ୍ମୀର ପ୍ରସଙ୍ଗରେ ଆଲୋଚନା ।

କନକ ବ୍ୟୁରୋ : କାଶ୍ମୀରରେ ଘାଟି ବାହାରର ଲୋକମାନଙ୍କ ଉପରେ କରାଯାଉଥିବା ଆକ୍ରମଣକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏ ପ୍ରସଙ୍ଗରେ ଆଜି ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ…

ସାଂସଦ ପଦରୁ ଇସ୍ତଫା ଦେଲେ ବାବୁଲ ସୁପ୍ରିୟୋ । ମୋଦୀ ଓ ଶାହାଙ୍କୁ ନେଇ କହିଲେ ଏଭଳି କଥା… ।

କନକ ବ୍ୟୁରୋ : ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଆଜି ବିଧିବଦ୍ଧ ଭାବେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ସାଂସଦ ପଦରୁ ଇସ୍ତଫା ଦେଇ ବିଜେପି ସହ ଥିବା ସମସ୍ତ ସମ୍ପର୍କ ତୁଟାଇଛନ୍ତି ବାବୁଲ । ତେବେ ସାଂସଦ ପଦ ଛାଡିବା ପରେ ତାଙ୍କ…